Home Top News ମାଙ୍କଡ଼ ମଣିଷ ବନ୍ଧୁତା ..

ମାଙ୍କଡ଼ ମଣିଷ ବନ୍ଧୁତା ..

90

ଭୁବନେଶ୍ୱର: ଯେଉଁ ମାଙ୍କଡ଼ ବାରିପଟେ ତାର ଫସଲ ଖାଇ ନଷ୍ଟ କରିଦିଏ, ଯେଉଁ ମାଙ୍କଡ଼କୁ ଟେକା ପଥର ମାରି ସେ ଘଉଡ଼ାଏ, ସେହି ମାଙ୍କଡ଼କୁ ପୁଣି ଦାଣ୍ଡ ପଟେ ସେ ଖାଇବାକୁ ଦିଏ। ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ସ୍କୁଲ ଛକ ନିକଟର। ସ୍ଥାନୀୟ ଜଣେ ବ୍ୟକ୍ତି ଘର ବାରଣ୍ଡାରେ ବସିଥିବା ସମୟରେ ମାଙ୍କଡ଼ ଗୁଡ଼ିକ ତା’ ଚାରିପଟେ ଘେରି ଯାଇଛନ୍ତି। ଆଉ ବ୍ୟକ୍ତି ଜଣଙ୍କ ମଧ୍ୟ ମାଙ୍କଡ଼ ଗୁଡ଼ିକୁ ସ୍ନେହ ଆଦରରେ ନିଜ ହାତରେ ଖାଇବାକୁ ଦେଉଛନ୍ତି। ମାଙ୍କଡ଼ ଗୁଡ଼ିକ ମଧ୍ୟ ବଡ଼ ଆଦରରେ ବ୍ୟକ୍ତି ଜଣଙ୍କ ହାତରୁ ନେଇ ଖାଦ୍ୟ ଖାଉଛନ୍ତି। -/DevDrath
ଦେଖନ୍ତୁ ଭିଡିଓ –

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.