ରାସ୍ତା ଫାଟି ଆଁ,ମରଣଯନ୍ତା ସାଯିଛି ହରିଚନ୍ଦନପୁର ଠାରୁ ମନୋହରପୁର ବାଇପାସ୍ ,ପୂର୍ତ୍ତବିଭାଗର ନଜର ନାହିଁ

ହରିଚନ୍ଦନପୁର,୧୨/୦୮ (ଓଡିଅା ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝରଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳକୁ ସଂଯୋଗ କରୁଥିବା (ଭି ଆଇ ପି)ରାସ୍ତାରେ ବିରାଟ ଫାଟ ଯୋଗୁଁ ଏବେ ମରଣ ଯନ୍ତା ସାଯିଛି ାଏହି ରାସ୍ତାଟି ପୂର୍ତ୍ତବିଭାଗ ତରଫରୁ ୮୦୦କୋଟିରୁ ଉର୍ଦ୍ଧ ଟଙ୍କା ଅନୁଦାରେ ହୋଇଥିଲା କିନ୍ତୁ ଦୁଃଖରବିଷୟକି ହରିଚନ୍ଦନପୁର ରେଲଓ୍ବ ଉଭରବ୍ରିଜ ଠାରୁ ମନୋହରପୁର ହାଇସ୍କୁଲ ଛକ ପ୍ରର୍ଯ୍ୟନ୍ତ ରାସ୍ତାଟିର କାର୍ଯ୍ୟ ଅତିନିମ୍ନମାନର ହୋଇଛି ାଉକ୍ତ ରାସ୍ତାର ଦୁଇପାର୍ଶ୍ବ ଫାଟିବା ସହ ମଝିଭାଗ ଗୁଡିକ ୧୦ଇଞ୍ଚର ଦବି ଯାଇଛି ଫଳରେ ଯାତୟାତ କରୁଥିବା ଗାଡିଗୁଡିକ ବାରମ୍ବାର ଦୃର୍ଘଟଣାର ଶିକାର ହୋଉଛନ୍ତି ାଏହି ରାସ୍ତାକାର୍ଯ୍ୟ କରୁଥିବା ଠିକା କମ୍ପାନୀ ଅଧିକ ଲାଭବାନ ହେବା ଆଶାରେ ସହକାରୀଯନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମୋଟାଅଙ୍କର…

"ରାସ୍ତା ଫାଟି ଆଁ,ମରଣଯନ୍ତା ସାଯିଛି ହରିଚନ୍ଦନପୁର ଠାରୁ ମନୋହରପୁର ବାଇପାସ୍ ,ପୂର୍ତ୍ତବିଭାଗର ନଜର ନାହିଁ"

”ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଟ” ବିଦେଶୀମଦ ଛାଡି ଦେଶିମଦ ପଛରେ ଅବକାରୀବିଭାଗ

ତୁରୁମୁଙ୍ଗା.ତା.୧୨.୦୮(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝରଜିଲ୍ଲାର ଘଟଗାଁ ଓ ପାଟଣା ଅବକାରୀ ବିଭାଗର ମିଳିତ ଭାବେ ସାହାରପଡାବ୍ଲକର ମାଛଗଡଅଞ୍ଚଳରେ ଚଢାଉକରି ୬୦ ଲିଟର ମହୁଲି ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ାସେମାନେ ହେଲେ ସୁନାରିପଶିଗ୍ରାମର ଜଗବନ୍ଧୁ ମଣ୍ଡଳ,ହରିନ୍ଦ୍ର ମଣ୍ଡଳ ଓ ଅଷ୍ଟଯୋଡ଼ିଗ୍ରାମର ସୁବାଷ ଚନ୍ଦ୍ର ନାଏକ,ରଞ୍ଜିତ ଦେହୁରୀ ଓ କେନ୍ଦୁଆପଡ଼ାଗ୍ରାମର ଭଞ୍ଜ ନାଏକଙ୍କୁ ଗିରଫ କରିଛି ାପାଟଣା ଅବକାରୀ ବିଭାଗର ଅଧିନରେଥିବା ବିଭିନ୍ନ ଅଞ୍ଚଳଗୁଡିକରେ ଖୋଲମ ଖୋଲା ବିଦେଶୀ ମଦର ବିକ୍ରି ପ୍ରବଳମାତ୍ରାରେ ଚାଲୁଥିବାବେଳେ ବିଦେଶୀ ମଦ ବେପାରୀଙ୍କୁ ଛାଡି ଦେଶୀ ମଦ ବେପାରୀ ପଛରେ ଅବକାରୀବିଭାଗ ାକଥାରେ ଅଛି ”ମାଗୁର ଛାଡି ଚେଙ୍ଗ ଧରୁଛି” କାରଣ ବିଦେଶୀ…

"”ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଟ” ବିଦେଶୀମଦ ଛାଡି ଦେଶିମଦ ପଛରେ ଅବକାରୀବିଭାଗ"

ମରଣଯନ୍ତାରେ ୪୯ନଂ ଜାତୀୟ ରାଜପଥ,ଖାଲ ଢିପ ପରିପୂର୍ଣ୍ଣରେ ଚାଲିଛି ଯାତୟାତ

ତୁରୁମୁଙ୍ଗା.ତା.୧୨.୦୮(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝରଜିଲ୍ଲା ଦେଇ ଯାଇଥିବା ବମ୍ବେ କଲିକତା କୁ ସଂଯୋଗ କରୁଥିବା ୪୯ନଂ ଜାତୀୟ ରାଜପଥ ଏବେ ପାଲଟିଛି ମରଣଯନ୍ତା। ଏହି ରାଜପଥ ଟିରେ ଏବେ ବିରାଟ ଆକାର ଖାଲ ଢିପରେ ପରିଣତ ହୋଇଛ ।ରାସ୍ତାଟିରେ ଆଣ୍ଠୁଏଁ ଲେଖାଏଁ ଖାଲ ହେଇଯାଇଥିବାରୁ ଦୌନିକ ଛୋଟବଡ ଦୁର୍ଘଟଣା ଘଟୁଛି ।ଏକ ବର୍ଷ ମଧ୍ୟରେ ଏହି ରାଜପଥରେ ପ୍ରାୟତଃ ୧୦ଟିରୁ ଅଧିକ ଦୂର୍ଘଟଣା ଘଟିଥିବା ବେଳେ ୧୦ ଜଣରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ଘଟିଛି ଓ ଅନେକ ଲୋକ ଗୁରୁତର ହୋଇଛନ୍ତି ।ସେଥି ସହ ଅନେକ ଟ୍ରକ୍, ବସ ଓ କାର ବାରମ୍ବାର ଭାରସ୍ରାମ୍ୟ ହରାଇ ଓଲଟି ପଡୁଥିବାର ଦୃର୍ଷ୍ୟ ଦେଖିବାକୁ ମିଳୁଛି ାଏହି ରାଜପଥ…

"ମରଣଯନ୍ତାରେ ୪୯ନଂ ଜାତୀୟ ରାଜପଥ,ଖାଲ ଢିପ ପରିପୂର୍ଣ୍ଣରେ ଚାଲିଛି ଯାତୟାତ"

ସର୍ବଶିକ୍ଷ୍ୟା ଅଭିଯାନର ନୂଆ ନିୟମ,୪ବର୍ଷ ହେବ ଖୋଲା ପବନ,ବର୍ଷାଛିଟାରେ ଦିଆଯାଉଛି କୁନି କୁନି ଶିଶୁଙ୍କୁ ଶିକ୍ଷ୍ୟାଦାନ

ହରିଚନ୍ଦନପୁର.ତା.୧୧.୦୮(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝରଜିଲ୍ଲା ହରିଚନ୍ଦନପୁରବ୍ଲକରେ ସର୍ବଶିକ୍ଷ୍ୟା ଅଭିଯାନର ନୂଆ ନିୟମ କହିଲ ଠିକ ହେବ ,ସରକାରଙ୍କ ସବୁ ଯୋଜନା ପାଣିର ଗାର ାକେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି କରିବା ସହ ଆଦିବାସୀ ଅଞ୍ଚଳରେ ପିଲାମାନେ କିଭଳି ଉଚ୍ଚଶିକ୍ଷିତ ହେବାକୁନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପ୍ରକାରର ଯୋଜନା କରିଆସୁଛନ୍ତି ାକିନ୍ତୁ ସରକାରଙ୍କ ଯୋଜନା ଗୁଡିକର ଟଙ୍କା ସଠିକ ଭାବେ ଉପଯୋଗ ହେଉନଥିବାରୁ ଯୋଜନ ସବୁ ବାଟବଣା ହେଉଥିବା ସହ ଶିକ୍ଷ୍ୟାଦାନ ପ୍ରତି ଶିଶୁମାନଙ୍କର ଆଗ୍ରହ କମିବାକୁ ଲାଗୁଛି ାଏଭଳି ଏକ ଦୟନିୟ ଅବସ୍ଥାରେ ଶିକ୍ଷ୍ୟାଦାନ ଦେଉଥିବାର ଦୃର୍ଷ୍ୟ ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ହରିଚନ୍ଦନପୁରବ୍ଲକ ଅନ୍ତର୍ଗତ ପଞ୍ଚମଗ୍ରାମର ଖଜୁରୀ…

"ସର୍ବଶିକ୍ଷ୍ୟା ଅଭିଯାନର ନୂଆ ନିୟମ,୪ବର୍ଷ ହେବ ଖୋଲା ପବନ,ବର୍ଷାଛିଟାରେ ଦିଆଯାଉଛି କୁନି କୁନି ଶିଶୁଙ୍କୁ ଶିକ୍ଷ୍ୟାଦାନ"

ପାଟଣା ସମନ୍ନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣା, ତା୧୧/୦୮ (ଓଡ଼ିଆ ପୁଅ/ଅଭିମନ୍ୟୁ) ପାଟଣା ସମନ୍ନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ପୁଟୁଳିଆ ଆଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ଆଜି ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ସିଡିପିଓ ସଂଯୁକ୍ତା କାନୁନଗୋ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦଘାଟନ କରିଥିଲେ । ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପର୍ଥସାରଥି ଦାସ କାର୍ୟ୍ୟକ୍ରମ ରେ ଉପସ୍ଥିତ କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ବୟଂ ସହାୟିକା ଗୋଷ୍ଠୀ ର ମହିଳା, ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ସ୍ତନ୍ୟପାନ ର ଆବଶ୍ୟକତା, ସ୍ତନ୍ୟପାନ ଯୋଗୁଁ ମାଆ ଓ ଶିଶୁ କୁ ମିଳୁଥିବା ବିବିଧ ଉପକାର, ମାଆ…

"ପାଟଣା ସମନ୍ନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ"

ପାଟଣା ରେ ଅମଲାଙ୍କ କଲମ ଛାଡ ଆନ୍ଦୋଳନ

  ପାଟଣା, ତା୧୧/୦୮(ଓଡିଆ ପୁଅ/ଅଭିମନ୍ୟୁ) ନଅ ଦଫା ଦାବି ନେଇ ଓଡିଶା ଅମଲା ସଂଘର ଆହ୍ବାନ କ୍ରମେ ଆଜି ପାଟଣା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅମଲା ମାନେ କଳା ବ୍ୟାଚ୍ ପରିଧାନ ପୂର୍ବକ କଲମ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାଜସ୍ବ ଅମଲା ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯିବା, ବେତନରେ ଅସଂଗତି ଦୂର କରାଯିବା ଆଦି ଦାବି ନେଇ ପାଟଣା ରେ ଅମଲା ମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ପାଟଣା ବ୍ଲକ, ତହସିଲ, ଆଇସିଡିଏସ ବିଭାଗ ଆଦିର କର୍ମଚାରୀ ମାନେ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ତହସିଲ ର ବିଦୁ ନାଏକ, ସୁନିତ କୁମାର ତ୍ରିପାଠୀ, ବିଭିଷଣ…

"ପାଟଣା ରେ ଅମଲାଙ୍କ କଲମ ଛାଡ ଆନ୍ଦୋଳନ"

୯ଦଫା ଦାବିରେ ରାଜସ୍ୱ ଅମଲା ସଂଘର ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

ହରିଚନ୍ଦନପୁର,୧୧.୦୮(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝରଜିଲ୍ଲା ହରିଚନ୍ଦନପୁରର ରାଜସ୍ୱ ଅମଲା ସଂଘ ପକ୍ଷରୁ ୯ଦଫା ଦାବିରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ାହରିଚନ୍ଦନପୁର ରାଜସ୍ୱ ଅମଲାମାନେ ସାମିଲ ହୋଇ ୯ ତାରିଖରୁ ୧୦ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଉହ୍ଲାଇଥିବା ବେଳେ ଆଜି ଠାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିଛନ୍ତି ାଏହି ବନ୍ଦକାର୍ଯ୍ୟରେ ମୁଖ୍ୟକିରାଣି ବିନୋଦ ବିହାରୀ ପରିଡା,ଲଳିତ କୁମାର ମହାନ୍ତ,ମୁକ୍ତି ପାତ୍ର,ରାଜ କିଶୋର ବେହେରା,ନିରଞ୍ଜନ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ାରାଜସ୍ୟ ଅମଲାମାନଙ୍କ ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ସ୍ନାତକ,କମ୍ପୁଟର ଜ୍ଞାନ ଥିବା ଓ ସେମାନଙ୍କୁ ଗୋଟିଏ ବର୍ଷ ତାଲିମ ପ୍ରଦାନ କରିବା, ରାଜସ୍ୟ ଅମଲା ମାନଙ୍କ…

"୯ଦଫା ଦାବିରେ ରାଜସ୍ୱ ଅମଲା ସଂଘର ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ"

ନିଧି ମଉଷା ମଶାରୀର ସାଂକୃତିକ କାର୍ଯ୍ୟକ୍ରମ

ହରିଚନ୍ଦନପୁର,୧୧.୦୮(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝରଜିଲ୍ଲା ହରିଚନ୍ଦନପୁରବ୍ଲକ ମେଲେରିୟା ଅଧୁଷିତ ଅଞ୍ଚଳ ଭାବେ ପରିଲକ୍ଷତ ହୋଇଛି ାଏହି ବ୍ଲକରେ ପ୍ରତେକ ବର୍ଷ ହଜାର ହଜାର ଲୋକ ମେଲେରିଆ ଜ୍ୱରରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳେ ାଗରିବ ଆଦିବାସୀ ବ୍ଲକରେ ମଶାରୀ ବାବଦରେ ଲୋକମାନେ କିଛି ଜାଣିନଥିବା ସହ ମେଲେରିଆରୁ ମୁକ୍ତି ପାଇବା ପାଇଁ ସରକାର ପ୍ରତିବର୍ଷ ଔଷଧିୟ ମଶାରୀ ବଣ୍ଟନ କରିଥାନ୍ତି ା କିନ୍ତୁ ଲୋକମାନେ ମଶାରୀକୁ ମଶାଦାଉରୁ ରକ୍ଷାପାଇବା ପାଇ ବ୍ୟବହାର ନକରି ପୋଖରୀରୁ ମାଛ ଧରିବା ଓ ଉଇହୁଙ୍କାରୁ କଲେଇ ପୋକ ଧରିବାରେ ମଶାରୀକୁ ବ୍ୟବହାର କରିଥାନ୍ତି ାଏଣୁ ଲୋକମାନଙ୍କୁ ସଚେତନ କରିବାପାଇଁ ମୋ ମଶାରୀ ଅଭିଯାନ ୨୦୧୭ ପାଇଁ ଆଜି ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ…

"ନିଧି ମଉଷା ମଶାରୀର ସାଂକୃତିକ କାର୍ଯ୍ୟକ୍ରମ"

ଭାରସ୍ରାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ଥ ଅଳ୍ପକେ ବର୍ତ୍ତୀଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ,ମୋବାଇଲରେ କଥା ହେବାସହ ମଦ୍ୟପାନ କାଳହେଲା

ତୁରୁମୁଙ୍ଗା.ତା.୧୦.୦୮(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝରଜିଲ୍ଲା ସହ ସଂଯୋଗ କରୁଥିବା ଜାତୀୟରାଜପଥ ବମ୍ବେ ଠାରୁ କଲିକତା(୪୯ନମ୍ବର) ରାଜପଥର ବେଲଦାଘାଟି ନିକଟସ୍ଥ ଡାବୁରୁଚୁଆଁରେ ଦିପୁ ବାବୁ ବସ୍ ଭାରସ୍ରାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ାବସଟି ଜାତୀୟରାଜପଥ କଡରେ ଥିବା ଏକ ଜଙ୍ଗଲ କୁ ପଶିଯାଇଥିଲା ାବସରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ାକେନ୍ଦୁଝର ରୁ ବାରିପଦା ଅଭିମୁଖେ ଯାଉଥିବା,ଦିନ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ାବିଷେଶ ସୂତ୍ରରୁ ପ୍ରକାଶ ଯେ ଗାଡି ଚାଳକଜଣଙ୍କ ଭିଷଣ ମଦ୍ୟପାନ କରିବା ସହ ମୋବାଇଲ ରେ କଥା ହେଉ ଗାଡି ଚଲାଉଥିବାରୁ ଏହିଭଳି ଦୁର୍ଘଟଣା ଘଟିଛି ା ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ତୁରୁମୁଙ୍ଗା ପୋଲିସ…

"ଭାରସ୍ରାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ଥ ଅଳ୍ପକେ ବର୍ତ୍ତୀଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ,ମୋବାଇଲରେ କଥା ହେବାସହ ମଦ୍ୟପାନ କାଳହେଲା"

ପାଣିରେ ନିଶାମିଶାଇ ବସରୁ ନବ ବିବାହିତା ମହିଳାଙ୍କ ଠାରୁ ମୋବାଇଲ୍ ,ସିମ୍ ଓ ଟଙ୍କା ଲୁଟ

ତୁରୁମୁଙ୍ଗା.ତା.୧୦.୦୮(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝରଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ବସଷ୍ଟାଣ୍ଡରେ ଜଣେ ନବ ବିବାହିତା ମହିଳାକୁ ବେହୋସ୍ କରି ମୋବାଇଲ,ସିମ ଓ ଟଙ୍କା ଲୁଟିନେଇଥିଲେ ାମହିଳାଙ୍କୁ ବେହୋସ ଅବସ୍ଥା ଦେଖି ତୁରୁମୁଙ୍ଗା ବଜାରର କିଛି ଯୁବକ ତାଙ୍କୁ ତୁରୁମୁଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ାଚିକିତ୍ସା ପରେ ଯୁବତୀ ଙ୍କ ଚେତା ଆସିଥିଲା ତାଙ୍କ କହିବା ଅନୁସାରେ ସେ ନିଜ ବାପଘର କାଞ୍ଜିଆଶୁଳା ଗ୍ରାମରୁ ଶଶୁରଘର କେନ୍ଦୁଝର ନିକଟସ୍ଥ ମଣ୍ଡୁଆ କୁ ବସ ଯୋଗେ ଆସୁଥିଲେ ାବସରେ ତାଙ୍କ ପାଖରେ ବସିଥିବା ଜଣେ ଯୁବକ ପାଣି ପିଇବାକୁ ଦେଇଥିଲେ ପାଣି ପିଇ ସାରିବାର କିଛି ସମୟ ପରେ ତାଙ୍କ ମୁଣ୍ଡ ବୁଲାଇଥଲା ାତେଣୁ ସେ ତୁରୁମୁଙ୍ଗା ବସଷ୍ଟାଣ୍ଡ ରେ…

"ପାଣିରେ ନିଶାମିଶାଇ ବସରୁ ନବ ବିବାହିତା ମହିଳାଙ୍କ ଠାରୁ ମୋବାଇଲ୍ ,ସିମ୍ ଓ ଟଙ୍କା ଲୁଟ"