Home Coronavirus Outbreak ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୦୫୯ ନୂଆ...

ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୨ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

131

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୧,୦୫୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୫୧୬ କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୫ ଶହ ପାର କଲା ମୃତ୍ୟୁ ସଂଖ୍ୟା।

ଅନୁଗୁଳ ଜିଲ୍ଲାରୁ ୩ ଜଣ ,
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ ,
କଟକ ଜିଲ୍ଲାରୁ ୧ ଜଣ ,
ଗଜପତି ଜିଲ୍ଲାରୁ ୨ ଜଣ ,
ଗଞ୍ଜାମ ଜିଲ୍ଲାରୁ ୪ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୪ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୩ ଜଣ ,
କେନ୍ଦୁଝର ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ,
ନୟାଗଡ଼ ଜିଲ୍ଲାରୁ ୧ ଜଣ ,
ପୁରୀ ଜିଲ୍ଲାରୁ ୨ ଜଣ ,
ସମ୍ବଲପୁର ଜିଲ୍ଲାରୁ ୧ ଜଣ ,
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ,
ମୋଟରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ କ୍ୟାରେଣ୍ଟିନରୁ ୬୧୯ ଏବଂ ସ୍ଥାନୀୟ ସମ୍ପର୍କରୁ ୪୮୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରୁ ସର୍ବାଧିକ ୧୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୦୧୦ , ଅନୁଗୁଳରୁ ୮୫୯, ସୁନ୍ଦରଗଡରୁ ୭୨୯, ମୟୂରଭଞ୍ଜରୁ ୬୬୨, ଯାଜପୁରରୁ ୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ସକରାତ୍ମକ ମାମଲା: ୧୧୦୫୯

କ୍ୟାରେଣ୍ଟିନରେ: ୬୧୯୩

ସ୍ଥାନୀୟ ସମ୍ପର୍କ: ୪୮୬୬

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୮୫୯

୨ – ବାଲେଶ୍ୱର: ୪୦୦

୩ – ବରଗଡ: ୩୬୭

୪ – ଭଦ୍ରକ: ୩୭୭

୫ – ବଲାଙ୍ଗୀର: ୧୬୬

୬ – ବୌଦ୍ଧ: ୨୬୧

୭ – କଟକ: ୧୧୩୩

୮ – ଦେବଗଡ଼: ୧୦୩

୯ – ଢେଙ୍କାନାଳ: ୩୫୧

୧୦ – ଗଜପତି: ୬୭

୧୧ – ଗଞ୍ଜାମ: ୧୫୫

୧୨ – ଜଗତସିଂହପୁର: ୩୩୦

୧୩ – ଯାଜପୁର: ୫୬୪

୧୪ – ଝାରସୁଗୁଡ଼ା: ୨୨୮

୧୫ – କଳାହାଣ୍ଡି: ୪୦୭

୧୬ – କନ୍ଧମାଳ: ୧୦୩

୧୭ – କେନ୍ଦ୍ରାପଡା: ୩୦୯

୧୮ – କେନ୍ଦୁଝର: ୨୦୦

୧୯ – ଖୋର୍ଦ୍ଧା: ୧୦୧୦

୨୦ – କୋରାପୁଟ: ୧୭୫

୨୧ – ମାଲକାନଗିରି: ୯୮

୨୨ – ମୟୂରଭଞ୍ଜ: ୬୬୨

୨୩ – ନବରଙ୍ଗପୁର: ୩୨୨

୨୪ – ନୟାଗଡ଼: ୨୪୬

୨୫ – ନୁଆପଡା: ୪୪

୨୬ – ପୁରୀ: ୪୩୦

୨୭ – ରାୟଗଡ଼ା: ୧୭୭

୨୮ – ସମ୍ବଲପୁର: ୩୭୯

୨୯ – ସୋନପୁର: ୨୦୪

୩୦ – ସୁନ୍ଦରଗଡ: ୭୨୯

୩୧ – ରାଜ୍ୟ ପୁଲ୍: ୨୦୩

ନୂତନ ସୁସ୍ଥ ହୋଇଛନ୍ତି: ୧୧୬୨୭

ସଂଗୃହିତ ପରୀକ୍ଷଣ: ୧୧୩୭୫୦୭୬ |

ସକରାତ୍ମକ: ୭୦୩୪୪୧

ମୋଟ ସୁସ୍ଥ ହୋଇଛନ୍ତି: ୫୮୯୬୧୦

ସକ୍ରିୟ ମାମଲା: ୧୧୧୨୬୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.