Home Coronavirus Outbreak ସର୍ବାଧିକ ସଂକ୍ରମଣ, ସର୍ବାଧିକ ମୃତ୍ୟୁ: ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ: ୧୨,୮୫୨ ନୂଆ...

ସର୍ବାଧିକ ସଂକ୍ରମଣ, ସର୍ବାଧିକ ମୃତ୍ୟୁ: ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ: ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

192

ଭୁବନେଶ୍ୱର ୨୩-୫ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ୧୨ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୨୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ଜଣଙ୍କର ୨୮ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୪୮୪କୁ ବୃଦ୍ଧି ପାଇଛି।

– ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଅନୁଗୁଳ ଜିଲ୍ଲାରୁ ୩ ଜଣ ,
ଗଜପତି ଜିଲ୍ଲାରୁ ୧ ଜଣ ,
ଗଞ୍ଜାମ ଜିଲ୍ଲାରୁ ୧ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୪ ଜଣ ,
କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ,
ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ,
ନୂଆପଡ଼ା ଜିଲ୍ଲାରୁ ୧ ଜଣ ,
ପୁରୀ ଜିଲ୍ଲାରୁ ୨ ଜଣ ,
ରାୟଗଡ଼ା ଜିଲ୍ଲାରୁ ୨ ଜଣ ,
ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଏବଂ
ମୋଟରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି।

ନୂତନ ସକରାତ୍ମକ ମାମଲା: ୧୨୮୫୨

କ୍ୱାରେଣ୍ଟିନରେ: ୭୧୯୫

ସ୍ଥାନୀୟ ସମ୍ପର୍କ: ୫୬୫୭

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୮୭୪

୨ – ବାଲେଶ୍ୱର: ୫୦୮

୩ – ବରଗଡ: ୪୬୧

୪ – ଭଦ୍ରକ: ୧୫୧

୫ – ବଲାଙ୍ଗୀର: ୨୭୪

୬ – ବୌଦ୍ଧ: ୩୪୭

୭ – କଟକ: ୧୦୭୩

୮ – ଦେବଗଡ଼: ୧୦୫

୯ – ଢେଙ୍କାନାଳ: ୪୮୨

୧୦ – ଗଜପତି: ୭୭

୧୧ – ଗଞ୍ଜାମ: ୩୪୦

୧୨ – ଜଗତସିଂହପୁର: ୩୦୦

୧୩ – ଯାଜପୁର: ୩୩୭

୧୪ – ଝାରସୁଗୁଡା: ୩୯୯

୧୫ – କଳାହାଣ୍ଡି: ୬୬୮

୧୬ – କନ୍ଧମାଳ: ୧୦୪

୧୭ – କେନ୍ଦ୍ରାପଡା: ୨୮୫

୧୮ – କେନ୍ଦୁଝର: ୧୮୦

୧୯ – ଖୋର୍ଦ୍ଧା: ୧୯୦୯

୨୦ – କୋରାପୁଟ: ୨୭୨

୨୧ – ମାଲକାନଗିରି: ୧୧୪

୨୨ – ମୟୂରଭଞ୍ଜ: ୫୮୬

୨୩ – ନୱାରଙ୍ଗପୁର: ୩୪୪

୨୪ – ନୟାଗଡ଼: ୩୩୧

୨୫ – ନୁଆପଡା: ୭୦

୨୬ – ପୁରୀ: ୪୭୨

୨୭ – ରାୟଗଡ଼ା: ୧୯୮

୨୮ – ସମ୍ବଲପୁର: ୩୫୫

୨୯ – ସୋନପୁର: ୫୫

୩୦ – ସୁନ୍ଦରଗଡ: ୮୪୮

୩୧ – ରାଜ୍ୟ ପୁଲ୍: ୩୩୩

ନୂତନ ସୁସ୍ଥ: ୧୦୬୦୧

ସଂଗୃହିତ ପରୀକ୍ଷଣ: ୧୧୩୦୮୫୬୪

ସକରାତ୍ମକ: ୬୯୨୩୮୨

ମୋଟ ସୁସ୍ଥ: ୫୭୭୯୮୩

ସକ୍ରିୟ ମାମଲା: ୧୧୧୮୬୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.