Home Coronavirus Outbreak ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: କରୋନା ନେଲା ୩୨ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା...

ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: କରୋନା ନେଲା ୩୨ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୫୧୬ କୁ ବୃଦ୍ଧି

57

ଭୁବନେଶ୍ୱର ୨୪-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୫୧୬ କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୫ ଶହ ପାର କଲା ମୃତ୍ୟୁ ସଂଖ୍ୟା।

ଅନୁଗୁଳ ଜିଲ୍ଲାରୁ ୩ ଜଣ ,
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ ,
କଟକ ଜିଲ୍ଲାରୁ ୧ ଜଣ ,
ଗଜପତି ଜିଲ୍ଲାରୁ ୨ ଜଣ ,
ଗଞ୍ଜାମ ଜିଲ୍ଲାରୁ ୪ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୪ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୩ ଜଣ ,
କେନ୍ଦୁଝର ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ,
ନୟାଗଡ଼ ଜିଲ୍ଲାରୁ ୧ ଜଣ ,
ପୁରୀ ଜିଲ୍ଲାରୁ ୨ ଜଣ ,
ସମ୍ବଲପୁର ଜିଲ୍ଲାରୁ ୧ ଜଣ ,
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ,
ମୋଟରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି।

ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଛି। ରାଜ୍ୟରେ ଗତ ୨୪ ଘଂଟାରେ ୧୧,୦୫୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ କ୍ୟାରେଣ୍ଟିନରୁ ୬୧୯ ଏବଂ ସ୍ଥାନୀୟ ସମ୍ପର୍କରୁ ୪୮୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରୁ ସର୍ବାଧିକ ୧୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୦୧୦ , ଅନୁଗୁଳରୁ ୮୫୯, ସୁନ୍ଦରଗଡରୁ ୭୨୯, ମୟୂରଭଞ୍ଜରୁ ୬୬୨, ଯାଜପୁରରୁ ୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ସକରାତ୍ମକ ମାମଲା: ୧୧୦୫୯

କ୍ୟାରେଣ୍ଟିନରେ: ୬୧୯୩

ସ୍ଥାନୀୟ ସମ୍ପର୍କ: ୪୮୬୬

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୮୫୯

୨ – ବାଲେଶ୍ୱର: ୪୦୦

୩ – ବରଗଡ: ୩୬୭

୪ – ଭଦ୍ରକ: ୩୭୭

୫ – ବଲାଙ୍ଗୀର: ୧୬୬

୬ – ବୌଦ୍ଧ: ୨୬୧

୭ – କଟକ: ୧୧୩୩

୮ – ଦେବଗଡ଼: ୧୦୩

୯ – ଢେଙ୍କାନାଳ: ୩୫୧

୧୦ – ଗଜପତି: ୬୭

୧୧ – ଗଞ୍ଜାମ: ୧୫୫

୧୨ – ଜଗତସିଂହପୁର: ୩୩୦

୧୩ – ଯାଜପୁର: ୫୬୪

୧୪ – ଝାରସୁଗୁଡ଼ା: ୨୨୮

୧୫ – କଳାହାଣ୍ଡି: ୪୦୭

୧୬ – କନ୍ଧମାଳ: ୧୦୩

୧୭ – କେନ୍ଦ୍ରାପଡା: ୩୦୯

୧୮ – କେନ୍ଦୁଝର: ୨୦୦

୧୯ – ଖୋର୍ଦ୍ଧା: ୧୦୧୦

୨୦ – କୋରାପୁଟ: ୧୭୫

୨୧ – ମାଲକାନଗିରି: ୯୮

୨୨ – ମୟୂରଭଞ୍ଜ: ୬୬୨

୨୩ – ନବରଙ୍ଗପୁର: ୩୨୨

୨୪ – ନୟାଗଡ଼: ୨୪୬

୨୫ – ନୁଆପଡା: ୪୪

୨୬ – ପୁରୀ: ୪୩୦

୨୭ – ରାୟଗଡ଼ା: ୧୭୭

୨୮ – ସମ୍ବଲପୁର: ୩୭୯

୨୯ – ସୋନପୁର: ୨୦୪

୩୦ – ସୁନ୍ଦରଗଡ: ୭୨୯

୩୧ – ରାଜ୍ୟ ପୁଲ୍: ୨୦୩

ନୂତନ ସୁସ୍ଥ ହୋଇଛନ୍ତି: ୧୧୬୨୭

ସଂଗୃହିତ ପରୀକ୍ଷଣ: ୧୧୩୭୫୦୭୬ |

ସକରାତ୍ମକ: ୭୦୩୪୪୧

ମୋଟ ସୁସ୍ଥ ହୋଇଛନ୍ତି: ୫୮୯୬୧୦

ସକ୍ରିୟ ମାମଲା: ୧୧୧୨୬୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.