Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ବର୍ଷେ ହେଲା ୫ଶହ ଲୋକ ପାନୀୟ ଜଳରୁ ବଞ୍ଚିତ, ପାନୀୟ ଜଳ ସମସ୍ୟା ଦୂର...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୧ନଂ ୱାର୍ଡର ୫ଶହ ଲୋକ ବର୍ଷେ ହେଲା ପାନୀୟ...

ଗୁଆମାଳର ଶରତ ଚନ୍ଦ୍ର ପାଢ଼ୀ ହେଲେ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ, ପ୍ରଥମ ଓଡିଆ...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ବଢ଼େଇବାଡ଼ି ଗ୍ରାମର ଶରତ ଚନ୍ଦ୍ର ପାଢୀ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ...

ଭଦ୍ରକ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ କିଛି ସ୍ୱତନ୍ତ୍ର...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଅନେକ ଉଦ୍ୟମ ଓ ଅନେକ ଅପେକ୍ଷା ପରେ ମଧ୍ୟ ଏଯାବତ୍ ଏହି ବାବଦରେ ରାଜ୍ୟ...

ଜିଲ୍ଲା ସଦର ମହକୁମାରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୪୪ ଅଭିଯୋଗ ଆଗତ

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତି ମାସ ପରି ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି...

ହୋଟେଲରୁ ମିଳିଲା ଯୁବକର ମୃତଦେହ, ହତ୍ୟା ନା ଆତ୍ମହତ୍ୟା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗର...

0
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ଚରମ୍ପା ଷ୍ଟେସନ ବଜାର ନିକଟ ଟୁରିଜିମ୍ ସଂସ୍ଥା ଅଧୀନରେ ଥିବା ‘ଦୁଶିଲୁ ହୋମ୍‌’ ନାମକ ହୋଟେଲରୁ ଏକ ଯୁବକର...

ଇଂ ପ୍ରତାପ ମହାନ୍ତିଙ୍କ ପରଲୋକ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଞ୍ଚାୟତ ପିରିପୁର ଗ୍ରାମବାସୀ ତଥା ଅବସରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରତାପ...

ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ରବିବାର ଜାରି

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ରବିିବାର ଜାରି ରହିଛି । ଶନିବାର ଅସମାପ୍ତ...

ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ରଙ୍କ ବିୟୋଗରେ ସ୍ମୃତିସଭା

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚିନ୍ତନଚକ୍ରର ପ୍ରତିଷ୍ଠାତା ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ର ରାକ୍ଷୀ ପୂର୍ଣ୍ଣିମା ରାତି ୯ଟା ୩୦ ମିନିଟ୍ ସମୟରେ ଭଦ୍ରକ...

ବିଶ୍ୱ ସଂସ୍କୃତ ଦିବସ ସମାରୋହ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲୋକଭାଷା ପ୍ରଚାର ସମିତିଃ, ଭଦ୍ରକ ଶାଖା ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ସମାରୋହ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ...

୧୭ ବର୍ଷ ଧରି ନାହାଁନ୍ତି ସଂସ୍କୃତ ଶିକ୍ଷକ, ବାରମ୍ବାର ଦାବି ସତ୍ୱେ ଦୃଷ୍ଟି ଦେଉନି...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବାଲିପୋଖରୀ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦସ୍ଥିତ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ୨୦୦୬ ମସିହାରୁ...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନକୁ ବିଜେପି ଜିଲା ସଭାପତିଙ୍କ ନୈତିକ ସମର୍ଥନ

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ଦାବି ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଚାଳିଥିବା ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ବିଜେପିର ଭଦ୍ରକ ଜିଲା ସଭାପତି ହେମନ୍ତ...

ନବ ନିର୍ମିତ ଭଦ୍ରକ ମେଡ଼ିକାଲ ସିଲିଂ ଗଳିପଡ଼ିବା ଘଟଣା, ଅନୁଧ୍ୟାନ କଲେ ଭଦ୍ରକ ବିଧାନସଭା...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ଅପରାହ୍ଣରେ ସାମାନ୍ୟ ବର୍ଷା ଓ ଅଳ୍ପ ମାତ୍ର ପବନରେ ଭଦ୍ରକ ଗେଲପୁରଠାରୁ ନବ ନର୍ମିତ ଭଦ୍ରକ ମେଡ଼ିକାଲ (ଶିଶୁ ଓ...

ଆର୍‌.ଡ଼ି.ସି.ଙ୍କ ଭଦ୍ରକ ଜିଲ୍ଲାଗସ୍ତ, ସମୀକ୍ଷା କଲେ ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ପ୍ରଗତି

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସଂପୃକ୍ତ ବିଭିନ୍ନ ବିଭାଗୀୟ କାର୍ଯ୍ୟଧାରା, ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ...

୪ ଦଫା ଦାବି ନେଇ ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍‌ର ବିଶେଷ ଅଧିବେଶନ,...

0
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍ ପକ୍ଷରୁ ୪ ଦଫା ଦାବି ନେଇ ଏକ ସାଧାରଣ ସଭା ଭଦ୍ରକ ବାଇପାସସ୍ଥିତ...

ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରତିକାନ୍ତ ବେହେରାଙ୍କ...

ଗର୍ଭଧାରଣ ନକରି ବି କ୍ଷୀର ଦେଉଛି ୧୩ମାସର ବାଛୁରୀ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗର୍ଭଧାରଣ ନକରି ବି ଏକ ୧୩ମାସର ବାଛୁରୀ କ୍ଷୀର ଦେଉଛି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।...

ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଥଇଳା ଗ୍ରାମ ମାତିନିସାହି ପୋଖରୀରୁ ଶୁକ୍ରବାର ସନ୍ଧ୍ୟାରେ ଜନୈକ ଯୁବକର ମୃତଦେହ ଉଦ୍ଧାର...

ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ଆରମ୍ଭ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟ...

ଲୋକକଳା ଜରିଆରେ ଆଇ.ଇ.ସି ଅଭିଯାନ, ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ଦ୍ୱାରା ଚଳିତ ମାସର ଶେଷାର୍ଦ୍ଧରେ ଯୋଜନାବଦ୍ଧ ଭାବେ ଆୟୋଜିତ ହେବାକୁ ଥିବା ଓଡ଼ିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା,...

ଜିଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୯ ରେ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୯.୯.୨୦୨୩ ରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ...