Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

“ଜୟ ଶ୍ରୀରାମ” ନ୍ୟାରା ଲଗାଇବାରୁ ୧୭ ଛାତ୍ର ସସପେଣ୍ଡ!

0
ପଶ୍ଚିମବଙ୍ଗ ନୁହେଁ, ଘଟଣା ଝାରଖଣ୍ଡର ଘଟଣା .. ନୂଆଦିଲ୍ଲୀ: "ଜୟ ଶ୍ରୀରାମ" ନ୍ୟାରା ଲଗାଇବାରୁ ୧୭ ଜଣ ଛାତ୍ରଙ୍କୁ ଏକ ସ୍କୁଲରୁ ସସପେଣ୍ଡ କରି ଦିଆଯାଇଛି।ସ୍କୁଲ ଆସିବାକୁ ସେମାନଙ୍କୁ ବାରଣ କରାଯାଇଛି।ସ୍କୁଲ ପ୍ରିନ୍ସିପାଲ୍ ଏଲ୍...

ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା

0
ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଭିତରେ ଲୁଚି ରହିଥିବା ତାଙ୍କର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି।ଶାନ୍ତ ଏବଂ ଭଦ୍ର ଜଣା ପଡ଼ୁଥିବା ସାଂସଦ ଚନ୍ଦ୍ରଶେଖର ତାଙ୍କର ଉଗ୍ର ରୂପ...

୯/୧୧ ପରେ ଯୁଦ୍ଧରେ ଆମେରିକାକୁ ସହଯୋଗ ଦେବା ବଡ଼ ଭୁଲ ଥିଲା: ଇମ୍ରାନ୍ ଖାନ୍

0
ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି, ୯/୧୧ ଆକ୍ରମଣ ପରେ ଆତଙ୍କବାଦ ବିରୋଧ ଲଢେ଼ଇରେ ଆମେରିକାକୁ ସହଯୋଗ ଦେବା ପାକିସ୍ଥାନର ସବୁଠାରୁ ବଡ଼ ଭୁଲ ଥିଲା।ଇମ୍ରାନ୍ କହିଛନ୍ତି, ଏହି ଲଢେ଼ଇରେ ୭୦...

ପାକିସ୍ଥାନରେ ଭୂମିକମ୍ପ; ଭାରତରେ ଝଟକା

0
ନୂଆଦିଲ୍ଲୀ: ପାକିସ୍ଥାନର ରାଓ୍ଵଲପିଣ୍ଡି ନିକଟରେ ଭୂମିକମ୍ପ ହୋଇଛି।ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି।ଏବଂ ଏହି ଭୂକମ୍ପ ଝଟକା ପ୍ରାୟ ୪ଟା ୩୫ ମିନିଟରେ ଅନୁଭୂତ ହୋଇଛି।ସୂଚନା ଅନୁଯାୟୀ ପାକିସ୍ଥାନର ଜାଟଲାନ ଅଞ୍ଚଳ...

ଗଞ୍ଜେଇ ଟାଣିବାକୁ ମନା କରିବାରୁ ଦେହରେ ନିଆଁ ଲଗାଇ ଦେଲା ଯୁବକ!

0
ଭୁବନେଶ୍ୱର/ଅନୁଗୁଳ: ଗଞ୍ଜେଇ ଟାଣିବାକୁ ବାରଣ କରିବାରୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଜଣେ ଯୁବକ ଗୁରୁତର ଆହତ ହୋଇଛି।ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗ୍ରାମରେ।ମୁନା...

ଏନଆରସି ଭୟରେ ମରିଗଲେ ୬ ଜଣ!

0
ନୂଆଦିଲ୍ଲୀ: ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏବେ ଏହା ସାରା ଦେଶରେ ଲାଗୁ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ତେବେ ପଶ୍ଚିମବଙ୍ଗରେ କୌଣସି ପରିସ୍ଥିତିରେ...

ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ

0
ଭୁବନେଶ୍ୱର: ରାଜଧାନୀରେ ଏବେ ବର୍ଷକ ପାଇଁ ୭ଟି ଡ୍ୟାନ୍ସ ବାର୍ ଖୋଲାଯିବା ନେଇ କିଛି ସର୍ତ୍ତ ସହ ଅନୁମତି ମିଳିଛି।ଏହାକୁ ନେଇ ବାର ଆସୋସିଏସନ ସ୍ୱାଗତ ଜଣାଇଥିବା ବେଳେ ରକ୍ଷଣଶୀଳ ଏବଂ ସଂସ୍କୃତିବାଦୀ...

ବ୍ରହ୍ମପୁରରେ “ରାଷ୍ଟ୍ରୀୟ ଏକତା ଅଭିଯାନ” ଜନ ଜାଗରଣ ସଭା

0
ବ୍ରହ୍ମପୁର: ବ୍ରହ୍ମପୁର ଡାଏମଣ୍ଡ ଜୁବଲି ଟାଉନ ହଲଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି "ରାଷ୍ଟ୍ରୀୟ ଏକତା ଅଭିଯାନ" ଜନ ଜାଗରଣ ସଭା।ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ...

ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

0
କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ଓଡ଼ିଶାରେ ବିଜେପି କରୁଛି ଖାଲି ପ୍ରଳାପ ଭୁବନେଶ୍ୱର: ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ର ସରକାର ଦେଶରେ ରହିଥିବା ଆଉ ଏକ ସମ୍ବେଦନଶୀଳ ସମସ୍ୟା ଦିଗରେ ପଦକ୍ଷେପ ନେବା...

ବଜାରରୁ ନିଖୋଜ ହୋଇ ଯାଇଥିଲେ ୨ ନାବାଳିକା; ୨୪ ଘଣ୍ଟା ଭିତରେ ଉଦ୍ଧାର କଲା...

0
ଭୁବନେଶ୍ୱର/ରାୟଗଡ଼ା: ରାୟଗଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି।ଦୁଇ ଜଣ ନିଖୋଜ ନାବାଳିକାଙ୍କୁ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରି ପାରିଛି ରାୟଗଡ଼ା, ଟିକିରି ପୋଲିସ।୨୨ ତାରିଖ ରବିବାର ଦିନ ଟିକିରି ବଜାରରୁ...

ନୂଆ ଏକ ଛାତ୍ର ସଙ୍ଗଠନର ଅଭ୍ୟୁଦୟ

0
ଭୁବନେଶ୍ୱର: ମୁଣ୍ଡ ଟେକୁଛି ନୂଆ ଏକ ହିନ୍ଦୁବାଦୀ ଛାତ୍ର ସଙ୍ଗଠନ।ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ଶିବ ସେନାର ବିଦ୍ୟାର୍ଥୀ ଶାଖା ରାଷ୍ଟ୍ରବାଦୀ, ହିନ୍ଦୁବାଦୀ ଛାତ୍ର ସଙ୍ଗଠନ ଭାବରେ ଉଭା...

ଅକ୍ଟୋବର ୨୧ରେ ବିଜେପୁର ଉପ ନିର୍ବାଚନ

0
ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ବିଜେପୁର ସମେତ ଦେଶର ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ...

ଭଞ୍ଜ ବିହାରରେ ଅଶାନ୍ତି: ଛାତ୍ର – ଅଣଛାତ୍ର ସଙ୍ଘର୍ଷ

0
ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭଞ୍ଜ ବିହାର ପରିସରରେ ଶୁକ୍ରବାର ଅପରାହ୍ନରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଅଣ ଛାତ୍ର ଆହତ ହୋଇଛନ୍ତି।ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ...

ବିନା ହେଲମେଟରେ ବସ୍ ଚଲାଉଥିବା ଡ୍ରାଇଭରକୁ ୫୦୦ ଟଙ୍କା ଫାଇନ୍!

0
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡ଼ା ଅଞ୍ଚଳରେ ହେଲମେଟ୍ ନ'ପିନ୍ଧି ବସ୍ ଚଲାଉଥିବା ଜଣେ ଡ୍ରାଇଭରଙ୍କ ଉପରେ ୫୦୦ ଟଙ୍କାର ଚାଲାଣ କଟାଯିବା ପରି ଏକ ଅଜବ ଅଭିଯୋଗ ହୋଇଛି।ବସ ମାଲିକ ନିରଙ୍କର ସିଂହ ଅଭିଯୋଗ...

“କହୋ ନାଁ ପ୍ୟାର ହେ” ୨୦ ବର୍ଷର ଶ୍ରେଷ୍ଠ ଫିଲ୍ମ

0
ମୁମ୍ବାଇ: ଆଇଫା ୨୦୧୯ ପକ୍ଷରୁ ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ "କହୋ ନାଁ ପ୍ୟାର ହେ" କୁ ଗତ ୨୦ ବର୍ଷ ଭିତରର ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡ ମିଳିଛି।ସୂଚନାଯୋଗ୍ୟ ଯେ ଏହି ଫିଲ୍ମଟିରେ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ!

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ।ଦିଲ୍ଲୀ ପୋଲିସ ଦିଲ୍ଲୀର ଏକ ଅଦାଲତରେ କହିଛି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭଦ୍ର ଶବ୍ଦ ପ୍ରୟୋଗ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪ (କ)/୧୫୩ ଅନୁଯାୟୀ...

ବିଶେଷ ସୂଚନା: ମଦୁଆଙ୍କୁ ମିଳିବନି ପାର୍ଟି ଟିକେଟ!

0
ନୂଆଦିଲ୍ଲୀ: ମଦ ପିଉଥିଲେ ମିଳିବନି ପାର୍ଟି ଟିକେଟ।ଏପରି ଘୋଷଣା କରିଛି କଂଗ୍ରେସ।ହରିୟାଣାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇବାକୁ ହେଲେ ଆବେଦନ ପତ୍ରରେ ନେତାଙ୍କୁ ଘୋଷଣା କରିବାକୁ...

ସ୍ପା ସେଣ୍ଟରରୁ ମହିଳା ଆୟୋଗ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ!

0
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲୀବାୱାଲଙ୍କୁ ହତ୍ୟା ଧମକ ମିଳିଛି।ଏ' ନେଇ ସ୍ୱାତୀ ଦିଲ୍ଲୀ ପୋଲିସ କମିଶନରଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି।ସ୍ୱାତୀ କହିଛନ୍ତି ଦିଲ୍ଲୀରେ ସ୍ପା ସେଣ୍ଟର ଏବଂ...

ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ ; ୨ ବର୍ଷର ଶିଶୁ ସମେତ ୨ ମୃତ

0
ନୂଆଦିଲ୍ଲୀ: ନୋଏଡ଼ାରୁ ଗର୍ଭବତୀ ମହିଳାଙ୍କୁ ନେଇ ଡିଏନଡି ପ୍ଲାଇୱେ ଦେଇ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ଯାଉଥିବା ଏକ ଆମ୍ବୁଲାନ୍ସ ସହିତ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ୨ ବର୍ଷର ଶିଶୁ...

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

0
ନୂଆଦିଲ୍ଲୀ: ପାକିସ୍ଥାନର ଦୋମୁହାଁ ଚରିତ୍ର ସବୁବେଳେ ସାମନାକୁ ଆସିଥାଏ।ଏବେ ଏକ ଘଟଣା ପାକିସ୍ଥାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନର ପ୍ରମାଣ ଦେଉଛି।ଗୁଲାଲାଇ ଇସ୍ମାଇଲ ନାମକ ଜଣେ ମହିଳା ମାନବାଧିକାର...