Home ଅପରାଧ ବିଶେଷ ସୂଚନା: ମଦୁଆଙ୍କୁ ମିଳିବନି ପାର୍ଟି ଟିକେଟ!

ବିଶେଷ ସୂଚନା: ମଦୁଆଙ୍କୁ ମିଳିବନି ପାର୍ଟି ଟିକେଟ!

232

ନୂଆଦିଲ୍ଲୀ: ମଦ ପିଉଥିଲେ ମିଳିବନି ପାର୍ଟି ଟିକେଟ।ଏପରି ଘୋଷଣା କରିଛି କଂଗ୍ରେସ।ହରିୟାଣାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସରୁ ଟିକେଟ ପାଇବାକୁ ହେଲେ ଆବେଦନ ପତ୍ରରେ ନେତାଙ୍କୁ ଘୋଷଣା କରିବାକୁ ପଡ଼ିବ ଯେ ସେମାନେ ମଦ ପିଅନ୍ତି ନାହିଁ।କେବଳ ମଦ ନୁହେଁ, କଂଗ୍ରେସରୁ ଟିକେଟ ପାଇବାକୁ ହେଲେ ଅନ୍ୟାନ୍ୟ କୌଣସି ନିଶା ଖାଉନଥିବା ଏବଂ ଖଦି କପଡ଼ା ବ୍ୟବହାର କରୁଥିବା ବାଧ୍ୟତାମୂଳକ କରାଯାଇଛି।ଏହାସହ ପାର୍ଥିଙ୍କୁ ଜାତି ଏବଂ ଧର୍ମ ଭେଦଭାବରୁ ଦୂରେଇ ରହିବାକୁ ହେବ।କିନ୍ତୁ, ଏଣେ ଆବେଦନ ପତ୍ରରେ ଜାତି ଉଲ୍ଲେଖ କରିବାକୁ ରହିଛି।//ଦେବଦତ୍ତ ରଥ

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.