Home ଆନ୍ତର୍ଜାତୀୟ ୯/୧୧ ପରେ ଯୁଦ୍ଧରେ ଆମେରିକାକୁ ସହଯୋଗ ଦେବା ବଡ଼ ଭୁଲ ଥିଲା: ଇମ୍ରାନ୍ ଖାନ୍

୯/୧୧ ପରେ ଯୁଦ୍ଧରେ ଆମେରିକାକୁ ସହଯୋଗ ଦେବା ବଡ଼ ଭୁଲ ଥିଲା: ଇମ୍ରାନ୍ ଖାନ୍

539

ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି, ୯/୧୧ ଆକ୍ରମଣ ପରେ ଆତଙ୍କବାଦ ବିରୋଧ ଲଢେ଼ଇରେ ଆମେରିକାକୁ ସହଯୋଗ ଦେବା ପାକିସ୍ଥାନର ସବୁଠାରୁ ବଡ଼ ଭୁଲ ଥିଲା।ଇମ୍ରାନ୍ କହିଛନ୍ତି, ଏହି ଲଢେ଼ଇରେ ୭୦ ହଜାର ପାକିସ୍ଥାନୀଙ୍କର ମୃତ୍ୟୁ ଘଟିଥିଲା।ଏବଂ ଇମ୍ରାନଙ୍କ କହିବା ଅନୁଯାୟୀ କିଛି ଅର୍ଥଶାସ୍ତ୍ରୀଙ୍କ ଅନୁଯାୟୀ ଏହା ଦ୍ୱାରା ପାକିସ୍ଥାନର ୧୫୦ ଆରବ ଏବଂ ଆଉ କିଛି ଅର୍ଥଶାସ୍ତ୍ରୀଙ୍କ ଅନୁଯାୟୀ ୨୦୦ ଆରବ କ୍ଷତି ହେଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.