Home ଅପରାଧ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ!

ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ!

357

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଭଦ୍ର ଶବ୍ଦ ରାଷ୍ଟ୍ରଦ୍ରୋହ ନୁହେଁ।ଦିଲ୍ଲୀ ପୋଲିସ ଦିଲ୍ଲୀର ଏକ ଅଦାଲତରେ କହିଛି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭଦ୍ର ଶବ୍ଦ ପ୍ରୟୋଗ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪ (କ)/୧୫୩ ଅନୁଯାୟୀ ରାଷ୍ଟ୍ରଦ୍ରୋହ ନୁହେଁ।କଂଗ୍ରେସ ନେତା ମଣିଶଙ୍କର ଆୟର ପ୍ରଧାନମନ୍ତ୍ରୀଙ୍କ ଉପରେ ଦେଇଥିବା ଅଭଦ୍ର ଟିପ୍ପଣୀ ଉପରେ ମାମଲା ରୁଜୁ କରିବା ଦାବିକୁ ଖାରିଜ କରିବାକୁ ନିବେଦନ କରିବା ସହ ଅଦାଲତର ଆଦେଶକୁ ଆମେ ସମ୍ମାନ କରିବୁ ବୋଲି କହିଛି ଦିଲ୍ଲୀ ପୋଲିସ।//ଦେବଦତ୍ତ ରଥ

ବିଶେଷ ସୂଚନା: ମଦୁଆଙ୍କୁ ମିଳିବନି ପାର୍ଟି ଟିକେଟ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.