Home 2020
Yearly Archives: 2020
ନିର୍ଭୟା ମାମଲା : ପୁଣି ଟଳିଲା ଫାଶୀ, ଆସନ୍ତା ଆଦେଶ ଆସିବା ପର୍ଯ୍ୟନ୍ତ ଫାଶୀ ସ୍ଥଗିତ
ନୂଆଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ନିର୍ଭୟା ମାମଲାରେ ଦିଲ୍ଲୀ ପାଟିଆଲା ହାଉସ କୋର୍ଟ ଚାରି ଦୋଷିମାନଙ୍କୁ ପାଶୀ ଦଣ୍ଡ ଉପରେ ରୋକ ଲଗାଇଛନ୍ତି ଏବଂ ଆସନ୍ତା ଆଦେଶ ଆସିବା ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ...
ମୁଖ୍ୟ ଅଭିଯୁକ୍ତି ଫେରାର…….. ବାପ ପୁଅ ୨ ଡକାୟତ କୋର୍ଟ ଚାଲାଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୩-ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ ପ୍ରୀତି ପ୍ରକାଶ ମହାନ୍ତିଙ୍କ ଦ୍ୱାରା ବାପ ପୁଅ ଦୁଇ ଡକାୟତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତି ପପୁ ରାଉଳ ଫେରାର...
ଶ୍ରମିକଙ୍କୁ ଜୀବନରେ ମାରିଦେବା ଚାନ୍ଦପୁର ଥାନାରେ ଅଭିଯୋଗ ପୋଲିସ୍ ନିସ୍କ୍ରିୟ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୩-ସାରା ଦେଶରେ ଦାଦନ ଚାଲାଣକୁ ରୋକିବା ଉଦ୍ଧେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ ହୋଇଥିଲା ମନରେଗା ଯୋଜନା । ପ୍ରତ୍ୟେକ ପରିବାରକୁ ୧୦୦ ରୁ ୧୫୦ ଦିନ କାର୍ଯ୍ୟ ଯୋଗାଇଦେବା ପାଇଁ...
ନିର୍ଭୟା ମାମଲା – ଆସନ୍ତା କାଲି ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ ? ପବନର ଆଜି କ୍ୟୁରେଟିଭ ପିଟିସନ...
ନୂଆଦିଲ୍ଲୀ ୦୨/୦୩ (ଓଡ଼ିଆ ପୁଅ) : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଆଜି ସୁପ୍ରୀମ କୋର୍ଟ ପବନର...
ଖେଲୋ ଇଣ୍ଡିଆ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ବ୍ରୋଞ୍ଜ ବିଜେତା
ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଭୁବନେଶ୍ୱର ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୨୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ଦୀପାଲି ମହାପାତ୍ର ବ୍ରୋଞ୍ଜ ପଦକ ହାସଲ...
ଆସନ୍ତା କାଲି ଫାଶୀ ତାରିଖ – ସୁପ୍ରୀମ କୋର୍ଟ ଖାରଜ କଲେ ଦୋଷୀ ପବନର ଯାଚିକା – ଏବେ...
ନୂଆଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ୨୦୧୨ ର ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପାଶୀ ଦଣ୍ଡ ସାମନା କରୁଥିବା ଚାରି ଦୋଷିମାନଙ୍କ ମଧ୍ୟରୁ ଜଣେ ପବନ କୁମାର...
ବିଜେପି ଛାଡ଼ିଲେ ବଙ୍ଗଳା ଅଭିନେତ୍ରୀ, କହିଲେ- ମୁଁ ସେହି ପାର୍ଟିରେ ରହିପାରିବି ନାହିଁ ଯେଉଁଥିରେ କପିଲ ମିଶ୍ରା ଏବଂ...
କୋଲକାତା ୧-୩ (ଓଡ଼ିଆ ପୁଅ) : ବଙ୍ଗାଳୀ ଅଭିନେତ୍ରୀରୁ ରାଜନେତା ବନିଥିବା ସୁଭଦ୍ରା ମୁଖାର୍ଜୀ ଦିଲ୍ଲୀ ହିଂସା ପରେ ଭାରତୀୟ ଜନତା ପାର୍ଟିରୁ ଇସ୍ତପା ଦେଇଛନ୍ତି। ସେ କହିଲେ ଯେ, ସେ ସେହି...
ଜବର ଦଖଲ କାରୀଙ୍କ କବଳରେ ମାଲକାନଗିରି,ଆଦିବାସୀଙ୍କ ପଟ୍ଟାଜମିକୁ ଅଣ ଆଦିବାସଙ୍କ ଜବର ଦଖଲ ଅଭିଯୋଗ
ମାଲକାନଗିରି,୧ା୩(ଓଡିଆ ପୁଅ ) ଗରିବ ଭୁମିହିନ ଲୋକଙ୍କ ପାଇଁ ରାଜ୍ୟସରକାର ମୋ ଜମି ମୋ ଡିହ ଯୋଜନାରେ ଜମି ଯୋଗାଇ ଦେଇଛନ୍ତି । ହେଲା ସେ ଜମିକୁ ଆଦିବାସୀ ମାନଙ୍କ ବଦଳରେ ଅଣିଆଦିବାସୀ...
ସ୍ୱାଭିମାନ ଅଚଂଳର ଗୋଟିଏ ପରିବାରର ୬ଜଣ ଜନ୍ମାନ୍ଧ ପିଲାଙ୍କୁ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ସହାୟତାର ହାତବଢାଇଲା
ମାଲକାନଗିରି,୧ା୩(ଓଡିଆ ପୁଅ ) ଶୁକ୍ରବାର ଦିନ ସ୍ୱାଭିମାନ ଅଚଂଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ଥିଲା ମହାସମାଧାନ ଶିବିର, ସେହି ଶିବିରକୁ ଜଣେ ଆଦିବାସୀ ଦମ୍ପତି ନିଜର ୬ଟି ଜନ୍ମାନ୍ଧ ପିଲାଙ୍କୁ ନେଇ ଆସି ସେମାନଙ୍କ...
ମାଲକାନଗିରି ଜିଲ୍ଲାର ୬୨ଟି ଧାନମଣ୍ଡି ଓ ୨୩ଟି ଧାନମିଲ ଉପରେ ପ୍ରଶାସନର ଚଢଉ
ମାଲକାନଗିରି,୧ା୩(ଓଡିଆ ପୁଅ ) ବିନା ଟୋକନ ରେ ଧାନମଣ୍ଡି ଓ ମିଲ ଗୁଡିକରେ ଧାନଗଛିତ ଥିବା ସନ୍ଦେହରେ ଆଜି ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ୬୨ଟି ଧାନମଣ୍ଡି ଓ ୨୩ଟି ଧାନ ମିଲ ଉପରେ...
ସଞ୍ଜୟ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଭୁବନେଶ୍ୱର ୧-୩ (ଓଡ଼ିଆ ପୁଅ) : ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନୂଆ ଦାୟିତ୍ୱ ଦିଆଯାଇଛି। ବିଜେଡ଼ି ସାଧାରଣ ସଂପାଦକ ଦାୟିତ୍ୱ ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ସଂଜୟ।...
ପୁରୀ ସହରହେବ ଭିକାରୀ ମୁକ୍ତ
ପୁରୀ, ୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ତଥା ଏହାର ଆଖପାଖ ଅଂଚଳକୁ ଭିକାରୀ ମୁକ୍ତ କରି ସେମାନଙ୍କ ପୁନର୍ବାସ ପାଇଁ ପୁରୀ ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ନୀଳାଦୀ...
ରାଜସୁନାଖଳା କପ୍ ଫୁଟ୍ବଲ୍ ଫାଇନାଲ୍ ରେ କୁଜଙ୍ଗ ଆଥଲେଟିକ୍ କ୍ଲବ ପାରାଦ୍ୱୀପ ଚମ୍ପିଆନ୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୦୧/୦୩-ନୟାଗଡ ଜିଲ୍ଲା ରାଜସୁନାଖଳା ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଫୁଟ୍ବଲ୍ ଖେଳ ଫାଇନାଲ୍ ହୋଇଯାଇଅଛି । ଏହି ମ୍ୟାଚ୍ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର...
ଜିଲାରେ ବଢୁଛି ଦୁର୍ଘଟଣା : ବର୍ଷକରେ ୧୪୬ ଜଣଙ୍କ ମୃତ୍ୟୁ
ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜିଲାରେ ବଢୁଛି ରାସ୍ତା ଦୁର୍ଘଟଣା। ଗତବର୍ଷ ୧୪୬ ଜଣଙ୍କ ମୃତ୍ୟୁ ହୋଇଛି। ୫୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨୦୧୮ ତୁଳନାରେ ୨୦୧୯ ରେ...
ଟ୍ରାଫିକ ନିୟମ କଡାକଡି ହୋଇଥିଲେ ମଧ୍ୟ ପୁରୀରେ ତାର ପ୍ରଭାବ ଦେଖିବାକୁ ମିଳିନଥିଲା
ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ସମଗ୍ର ରାଜ୍ୟରେ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ସୁଧା ଏଠାରେ ତାର ବିଶେଷ...
କିରାସିନି ଢାଳି ବଧୂହତ୍ୟା ଉଦ୍ୟମ
ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ କିରୋସିନି ଢାଳି ବୋହୁଙ୍କ ଜୀବନରେ ମାରିଦେବା ଉଦ୍ୟମ କରୁଥିବା ବାସେଳୀସାହି ଥାନାରେ...
୨୦୨୦-୨୧ ଖଡିରତ୍ନ ପଞ୍ଜିକାକୁ ଅନୁମୋଦନ
ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ୨୦୨୦-୨୧ ମସିହା ପାଇଁ ଶ୍ରୀ ରାଧାରମଣ ପ୍ରେସ (ଜଗନ୍ନାଥ ପଞ୍ଜିକା) ବିଶୁଦ୍ଧ ଖଡିରତ୍ନ ପଞ୍ଜିକାକୁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅନୁମୋଦନ କରିଛି। ବଛା...
ପ୍ରତି ସୋମବାରରେ କୃଷକ ଜନଶୁଣାଣୀ ଶିବିର
ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆମକୃଷି ଯୋଜନା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ...
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଜଗନ୍ନାଥ ଦର୍ଶନ
ପୁରୀ, ୨୯/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ତାଙ୍କର ଓଡିଶା ଗ୍ରସ୍ତ କାର୍ଯ୍ୟକ୍ରମରେ ଗତକାଲି ରାତିରେ ଏଠାରେ ପହଂଚି ଏକ ତାରକା ହୋଟେଲ ରେ ଅବସ୍ଥାନ...
ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକ
କେନ୍ଦ୍ରାପଡା ୨୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସ୍ତରୀୟ ୨ୟ ଧାନକ୍ରୟ କମିଟି ବୈଠକ ଶନିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...





