Home ଓଡ଼ିଶା ଖେଲୋ ଇଣ୍ଡିଆ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ବ୍ରୋଞ୍ଜ ବିଜେତା

ଖେଲୋ ଇଣ୍ଡିଆ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ବ୍ରୋଞ୍ଜ ବିଜେତା

606

ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଭୁବନେଶ୍ୱର ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୨୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ଦୀପାଲି ମହାପାତ୍ର ବ୍ରୋଞ୍ଜ ପଦକ ହାସଲ କରି ନୟାଗଡ଼ ପାଇଁ ଗୌରବ ଆଣିଛନ୍ତି।

ପୂର୍ବରୁ ଦୀପାଲି୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ରେକର୍ଡ଼ କରିଥିଲେ। ତାଙ୍କ କୃତିତ୍ୱରେ ନୟାଗଡ଼ବାସୀ ଖୁସି ପ୍ରକଟ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.