Home ଓଡ଼ିଶା ଆସନ୍ତା କାଲି ଫାଶୀ ତାରିଖ – ସୁପ୍ରୀମ କୋର୍ଟ ଖାରଜ କଲେ ଦୋଷୀ ପବନର ଯାଚିକା...

ଆସନ୍ତା କାଲି ଫାଶୀ ତାରିଖ – ସୁପ୍ରୀମ କୋର୍ଟ ଖାରଜ କଲେ ଦୋଷୀ ପବନର ଯାଚିକା – ଏବେ ପୁଣି କ’ଣ …

1601

ନୂଆଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ୨୦୧୨ ର ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପାଶୀ ଦଣ୍ଡ ସାମନା କରୁଥିବା ଚାରି ଦୋଷିମାନଙ୍କ ମଧ୍ୟରୁ ଜଣେ ପବନ କୁମାର ଗୁପ୍ତାର କ୍ୟୁରେଟିଭ୍ ପିଟିସନ ଯାଚିକାକୁ ଖାରଜ କରିଦେଇଛନ୍ତି। ସୋମବାରଦିନ ବନ୍ଦ ରୁମରେ ଶୁଣାଣି ହୋଇଥିଲା।

ଏହି ଯାଚିକାର ଶୁଣାଣି ପାଞ୍ଚ ଜଜଙ୍କର ଖଣ୍ଡପୀଠ କରିଛନ୍ତି, ଯେଉଁଥିରେ ଜଷ୍ଟିସ ଏନ ବି ରମଣ, ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ଆର ଏଫ ନରୀମନ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୂଷଣ ସାମିଲ ଥିଲେ।

ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ତୃତୀୟ ଥର ପାଇଁ ୩ ମାର୍ଚ୍ଚରେ ପବନ ଗୁପ୍ତା ସମେତ ଚାରି ଦୋଷିମାନଙ୍କ ବିରୁଦ୍ଧରେ ପାଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରୀ କରିଛନ୍ତି। ଏହି ଆବେଦନରେ ଫାଶୀକୁ ଆଜୀବନ କାରାଦଣ୍ଡରେ ଅନୁରୋଧ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.