Home 2020
Yearly Archives: 2020
କରୋନା ଭୂତାଣୁ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ବୈଠକ
କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ କରୋନା ଭୂତାଣୁ ସମ୍ପର୍କୀତ ଏକ ସଚେତନତା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...
କୋଭିଡ-୧୯ ନିରାକରଣ ଓ ନିବାରଣ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି
- ରାଜ୍ୟ ସହ ସମନ୍ୱୟ ସ୍ଥାପନ ଲାଗି ୩୦ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି
- ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଘରୋଇ ପରୀକ୍ଷାଗାରକୁ ନମୂନା ପରୀକ୍ଷଣ ଅନୁମତି
- ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଯାତ୍ରୀଙ୍କ ଭାରତ...
କେନ୍ଦୁଝର :କରୋନା ଭାଇରସ ସଂକ୍ରମଣର ପ୍ରତିରୋଧ ପାଇିଁ ବନ୍ଦ ହେଲା ଗୋନାସିକା ବାରୁଣୀ ଯାତ୍ରା
କେନ୍ଦୁଝର, ୧୭ ମାର୍ଚ୍ଚ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସଂପ୍ରତି ବିଶ୍ୱରେ ଘାତକ କରୋନା ଭାଇରସ ମହାମାରୀ ର ରୂପ ନେଉଥିବା ପରିପ୍ରେକ୍ଷିରେ ସଂକ୍ରମଣର ପ୍ରତିରୋଧ କରିବା ପାଇିଁ ପ୍ରତିଷେଧକ ବ୍ୟବସ୍ଥା...
ଅଗ୍ନିହୋତ୍ରର ସୁଦୂର ପ୍ରସାରୀ ପ୍ରଭାବ ଅଛି – ପଣ୍ଡିତ ନିରଞ୍ଜନ ବ୍ରହ୍ମା
ଭୁବନେଶ୍ୱର ତା ୧୮/୩ (ଓଡ଼ିଆ ପୁଅ) – କରୋନା ଭୂତାଣୁକୁ ଭୟ ନକରି ଘରେ ବାହାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ନିତ୍ୟ ପ୍ରତି ସ୍ୱଗୃହରେ ଅଗ୍ନିହୋତ୍ର କରିବା ପାଇଁ ବିଶିଷ୍ଟ...
ସିବିଏସ୍ଇ ବୋର୍ଡ ସମେତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ : ସିବିଏସ୍ଇ...
ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ଅନ୍ୟ ସମସ୍ତ ବୋର୍ଡକୁ ଦଶମ...
ତାଜା ଖବର : କରୋନା ଭାଇରସ ସନ୍ଦିଗ୍ଧ ରୋଗୀର ଆତ୍ମହତ୍ୟା
ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସନ୍ଦୀଗ୍ଧ କରୋନା ସଂକ୍ରମିତ ରୋଗୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ଖବର ମିଳିଛି। ରୋଗୀର ବୟସ ୩୫ ବର୍ଷ...
ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା ଦାବିରେ ବିଦ୍ୟୁତ ଅଫିସ ରେ ତାଲା ପକାଇଲେ ଗ୍ରାମବାସୀ
ପାଟଣା ୧୮-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ତୁରୁମୁଙ୍ଗା ସ୍ଥିତ ବିଦ୍ୟୁତ କାର୍ଯ୍ୟଳୟରେ ବୁଧବାର ତାଲା ପକାଇ ଛନ୍ତି ବୁଢ଼ୀକାପୁଡି ପଞ୍ଚାୟତ ପୁରନ୍ଦରପୁର ଗ୍ରାମର ମହାନ୍ତ ସାହି ର ଲୋକେ।୧୫ଦିନ...
ବିଜେପି ନିର୍ଦ୍ଦେଶନାମା: ସାମୂହିକ ଭାବେ ବିଜେପି ପକ୍ଷରୁ ରାଜ୍ୟରେ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ...
କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର, ତା. ୧୮/୦୩ (ଓଡ଼ିଆ ପୁଅ) : କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ସଂସଦୀୟ ଦଳ ବୈଠକରେ...
‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି : ବିଜେପି ସାଂସ୍କୃତିକ...
- ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ
- କରୋନା ଭାଇରସକୁ ଝିଅ ସହ ତୁଳନା କରି ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
- କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ...
ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
- ପୃଥକୀକରଣ କେନ୍ଦ୍ରରେ ନିୟମିତ ସ୍ଥିତି ଆକଳନ ଓ ନିରୀକ୍ଷଣ କରିବ ସ୍ୱତନ୍ତ୍ର ଦଳ
ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି...
ଯାତ୍ରା ହ୍ରାସ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
- ଅଗ୍ରୀମ ବୁକିଂ ଭଡ଼ା ଫେରସ୍ତ ଉପରେ ବିଚାର କରିବା ଲାଗି ଅନୁରୋଧ
- ଏସଏମଏସ ଜରିଆରେ ଯାତ୍ରୀଙ୍କୁ ଅବଗତ କରାଇବାକୁ ପରାମର୍ଶ
ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କେନ୍ଦ୍ର ସଡ଼କ ପରିବହନ ଏବଂ...
କେନ୍ଦ୍ରାପଡା ପଂଚାୟତ ସମିତିର କରୋନା ଭୂତାଣୁ ସମ୍ପର୍କୀତ ସ୍ୱତନ୍ତ୍ର ବୈଠକ
କେନ୍ଦ୍ରାପଡା ୧୮/୩ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ପଂଚାୟତ ସମିତିର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।...
ଲୋକସେବା ଭବନରେ ‘କରୋନା’ ମୁକାବିଲା ଆଲୋଚନା – ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା ଉପରେ ଗୁରୁତ୍ବାରୋପ
ଭୁବନେଶ୍ୱର ୧୮-୩ (ଓଡ଼ିଆ ପୁଅ) ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ...
ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା ସଚେତନତା ପଦଯାତ୍ରା
ମାଲକାନଗିରି,୧୮ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟବହ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକା...
୨ଲକ୍ଷ ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀଙ୍କ ସହ ୭ଜଣ ମିଲିସିଆ ସଦସ୍ୟ ମାଲକାନଗିରି ଏସପି ଙ୍କ ନିକଟରେ ଆତ୍ମସମର୍ପଣ...
ମାଲକାନଗିରି,୧୮ା୩ (ଓଡିଆ ପୁଅ )ଆଜି ମାଲକାନଗିରି ଜିଲ୍ଲା ପୁଲିସ କୁ ଏକ ବଡଧରଣର ସଫଳତା ମିଳିଛି, ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଏଓବି କ୍ୟାର୍ଡର ୨ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଦୁର୍ଦାନ୍ତ ମାଓବାଦୀ ସାମ୍ବାଖରା...
ଯୋଡା : ଅବକାରୀ ଚଢାଉ, ୫ ଗିରଫ, ୬୦ ଲିଟର ଦେଶୀ ମଦ ଜବତ
ଯୋଡା, ୧୮ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା-ବଡବିଲ ଅଞ୍ଚଳରେ ମଦ ମାଫିଆଙ୍କ ଉପରେ ବାରମ୍ବାର ଚଢାଉ ଫଳରେ କୋକୁଆ ଭୟ ଦେଖିବାକୁ ମିଳିଛି । ଗତ...
ରାଜ୍ୟସଭା କୁ ନିର୍ବାଚିତ ହେଲେ ବିଜେଡିର ୪ଜଣ ପ୍ରାର୍ଥୀ
ଭୁବନେଶ୍ୱର୧୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଆସନ୍ତା...
କରୋନା ଆଡଭାଇଜରୀକୁ ବେଖାତିର୍………….. ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୩-ସରକାର ଭୟାଭହ କରୋନାକୁ ମୁକାବିଲା କରିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଅନେକ ସରକାରୀ ଡାକ୍ତରଖାନାରେ ସରକାରୀ ଆଡଭାଇଜରୀକୁ ବେଖାତିର୍ କରି ଚାଲିଛନ୍ତି । ସେ ମଧ୍ୟରେ ରହିଛି...
ଯୋଡା : ଫେରାର ଆସାମୀ ଗିରଫ
ଯୋଡା, ୧୮ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୁଲିସ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଜଣେ ଫେରାର ଆସାମୀକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା...
ଜିଲ୍ଲାରେ ଳାଗୁ ହୋଇଥିବା ୧୪୪ ଧାରାକୁ ଉଠାଇ ନେଲା ପ୍ରଶାସନ
ଯାଜପୁର୧୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜିଲ୍ଲାବାସୀଙ୍କୁ କରୋନାର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସାରା ଜିଲ୍ଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ଜନସାଧାରଣଙ୍କ...




