Home Coronavirus Outbreak ତାଜା ଖବର : କରୋନା ଭାଇରସ ସନ୍ଦିଗ୍ଧ ରୋଗୀର ଆତ୍ମହତ୍ୟା

ତାଜା ଖବର : କରୋନା ଭାଇରସ ସନ୍ଦିଗ୍ଧ ରୋଗୀର ଆତ୍ମହତ୍ୟା

304

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସନ୍ଦୀଗ୍ଧ କରୋନା ସଂକ୍ରମିତ ରୋଗୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ଖବର ମିଳିଛି। ରୋଗୀର ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି। ସେ ପଞ୍ଜାବର ବୋଲି ଜଣାପଡ଼ିଛି। ହସପିଟାଲର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛି। କୁହାଯାଉଛିଯେ, ଅଷ୍ଟ୍ରେଲିଆର ସିଡନୀରୁ ଆସିଥିଲେ। ରୋଗୀ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.