Home ଓଡ଼ିଶା ଜିଲ୍ଲାରେ ଳାଗୁ ହୋଇଥିବା ୧୪୪ ଧାରାକୁ ଉଠାଇ ନେଲା ପ୍ରଶାସନ

ଜିଲ୍ଲାରେ ଳାଗୁ ହୋଇଥିବା ୧୪୪ ଧାରାକୁ ଉଠାଇ ନେଲା ପ୍ରଶାସନ

1154

ଯାଜପୁର୧୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜିଲ୍ଲାବାସୀଙ୍କୁ କରୋନାର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସାରା ଜିଲ୍ଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ଜନସାଧାରଣଙ୍କ ସୁବିଧା ନିମିତ୍ତ ଜିଲ୍ଲା ପ୍ରଶାସନ ଉଠାଇ ଦେଇଛି। ମାତ୍ର ବ୍ୟାପକ ଜନଗହଳି,ମେଳା, ମହୋତ୍ସବ ଆଦିରୁ ଜିଲ୍ଲାବାସୀ ଦୁରେଇ ରହିବା ପାଈଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ଏକ ମାସିଆ ପ୍ରଶିକ୍ଷଣ ନେଇ ଫେରିବା ପରେ କାର‌୍ୟ୍ୟରେ ଯୋଗ ଦେଇଛନ୍ତି। ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ସେ ସଦର ମହକୁମା ଡାକ୍ତରଖାନା ଓ ଜିଲ୍ଲାର ଅନ୍ୟାନ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏକ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.