ଶାବର ଶ୍ରୀକ୍ଷେତ୍ର ,କୋରାପୁଟରେ ବାହୁଡା ଯାତ୍ରା ଶାନ୍ତିଶୃଖଂଳା ସହ ଶେଷ

କୋରାପୁଟ ; ତା୦୩-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)ଶାବର ଶ୍ରୀକ୍ଷେତ୍ର ,କୋରାପୁଟରେ ବାହୁଡା ଯାତ୍ରା ଶାନ୍ତିଶୃଖଂଳା ଶେଷ ହୋଇଥିବା ଜଣାପଡିଛି ।ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରେ ପୂଜାଅର୍ଜନା କରିବା ପରେ ପୂବାହ୍ନ ୯ ଘ . ସମୟରେ ଠାକୁରମାନକଂର ଗୋଟି ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ପୂଜାଅର୍ଜନା ବେଳେ ଅତିରିକ୍ତ ଏସପି ଭି .ଆର.ରାଓ କର୍ତାଭାବେ ଯୋଗଦେଇଥିବା ବେଳେ ଏସପି ଡାକ୍ତର କନଓାର ବିଶାଳ ସିଂ ଉପସ୍ଥିତ ଥିଲେ । ରଙ୍ଗବାଲିକୁମ୍ଭାର ଦାସି ନାୟକ ଛେରାପହଂରା କରିବା ପରେ ଅପାରହ୍ନ ୨ଘ .୪୫ ମିନିଟ ସମୟରେ ରଥ ଟଣା ଆରମ୍ଭ କରାଯାଇଥିଲା ।କୋରାପୁଟ ଟାଉନ ଥାନା ଅଧିକାରୀଙ୍କ ବାସଭବନ ହେଉଛି କାଳିଆ ଠାକୁରଙ୍କ ମାଉସୀ ମା ଘର…

"ଶାବର ଶ୍ରୀକ୍ଷେତ୍ର ,କୋରାପୁଟରେ ବାହୁଡା ଯାତ୍ରା ଶାନ୍ତିଶୃଖଂଳା ସହ ଶେଷ"

କେନ୍ଦ୍ରୀୟ ବିଶ୍ୱବିଦ୍ୟାଲୟର ପ୍ରବେଶିକା ପରୀକ୍ଷା ଶେଷ – ୮ ତାରିଖରେ ଫଳ ପ୍ରକାଶ ପାଇବ

କୋରାପୁଟ ୦୨-୦୭-୧୭ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନାମଲେଖା ନିମନ୍ତେ ଜୁଲାଇ ମାସ ୧ ଓ ୨ ତାରିଖଦିନ ୨୨ ଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଥିବା ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, କେଉଁଝର, କୋରାପୁଟ, ରାଉଲକେଲା, ସମ୍ବଲପୁର, ସୁନାବେଡା ଓ କଲକତା ସହରର ୨୨ ଟି କେନ୍ଦ୍ରରେ ପରୀକ୍ଷା ଶାନ୍ତିଶୃଖଂଳା ସହ ଶେଷ ହୋଇଯାଇଛି। ଆସନ୍ତା ୮ ତାରିଖ ଦିନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇବ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟରେ ପରୀକ୍ଷାର୍ଥିମାନେ ସେମାନଙ୍କର ଫଳ ଜାଣିପାରିବେ ବୋଲି…

"କେନ୍ଦ୍ରୀୟ ବିଶ୍ୱବିଦ୍ୟାଲୟର ପ୍ରବେଶିକା ପରୀକ୍ଷା ଶେଷ – ୮ ତାରିଖରେ ଫଳ ପ୍ରକାଶ ପାଇବ"

ବାଡାମଗୁଡା ଛାତ୍ରମୃତ୍ୟୁ ଘଟଣା ମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଟାନ ନେବାକୁ ନିଦେ୍ର୍ଦଶ 

କୋରାପୁଟ ; ତା୦୧-୦୭-୧୭(ଅମି) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବାଡାମଗୁଡା ସେବାଶ୍ରମର ଜଣେ ଛାତ୍ର ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝି । କୋରାପୁଟ ଜିଲ୍ଲା ଗସ୍ତରେ ଆସି ପହଂଚିବାପରେ ଏହି ଖବର ଶୁଣିବା ପରେ ମନ୍ତ୍ରୀ ଶ୍ରୀ ମାଝି କ୍ଷୋଭ ପ୍ରକାଶ କରିବା ସହ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ସାହୁଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଗତକାଲି ପୂର୍ବାହ୍ନରେ ସେବାଶ୍ରମର ୩ ୟ ଶ୍ରେଣୀ ଛାତ୍ର ବଲୁ ମୁଦୁଲୁ ଜ୍ୱରରେ ଗୁରୁତରଭାବେ ପୀଡିତ ହୋଇ କୋରାପୁଟ…

"ବାଡାମଗୁଡା ଛାତ୍ରମୃତ୍ୟୁ ଘଟଣା ମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଟାନ ନେବାକୁ ନିଦେ୍ର୍ଦଶ "

ମନ୍ତ୍ରୀ ରମେଶ ମାଝିଙ୍କ ଗସ୍ତ ସେମିଲିଗୁଡା କଲେଜରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୨ଟି ସ୍କୁଲ ପରିଦର୍ଶନ

କୋରାପୁଟ;ତା୦୧-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟ ଅନୁସୂଚୀତ ଜାତି ଏବଂ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କୋରାପୁଟ ଜିଲା ଗସ୍ତରେ ଆସି ସେମିଲିଗୁଡା ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଛାତ୍ର ସଂସଦର ପରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜର ଏକ କୋଠା ଏବଂ କମ୍ପ୍ୟୁଟର ଲେବରେଟରୀର ଉଦଘାଟନ କରିବା ପରେ ମନ୍ତ୍ରୀ ଶ୍ରୀ ମାଝି ଛାତ୍ର ସଂସଦର ପୁରସ୍କାର ବିତରଣ ସମାରୋହରେ ଯୋଗ ଦେଇଥିଲେ । ଜ୍ଞାନ ହିଁ ମଣିଷର ପ୍ରକୃତ ପରିଚୟ ଦେଇଥାଏ ,ତେଣୁ ଛାତ୍ରଛାତ୍ରୀ ଉଚଶିକ୍ଷା ଲାଭ କରି ନିଜର ଭବିଷ୍ୟତ ଗଠନ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । ସେହିପରି…

"ମନ୍ତ୍ରୀ ରମେଶ ମାଝିଙ୍କ ଗସ୍ତ ସେମିଲିଗୁଡା କଲେଜରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୨ଟି ସ୍କୁଲ ପରିଦର୍ଶନ"

୬୮ ତମ ବନ ମହୋସôବ ସପ୍ତାହ ପାଳନ ଅବସରରେ ପ୍ରତିଯାଗିତା 

କୋରାପୁଟ;ତା୦୧-୦୭-୧୬(ଓଡିଆପୁଅ/ରଂଜନ କୁମାର ଦାସ)୬୮ ତମ ବନ ମହୋସôବ ସପ୍ତାହ ପାଳନ ଅବସରରେ କୋରାପୁଟ ବନଖଣ୍ଡ ଏବଂ ଗୋପବନ୍ଧୁ ସେବା ସମିତିର ମିଳିତ ଆନୁକୂଲ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉୂନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ତିନିଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇ ଚିତ୍ରାଙ୍କନ,ବକ୍ତୃତା,ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୋରାପୁଟ ବନଖଣ୍ଡ ଅଧିକାରୀ ପି.ଆର୍ଥେନାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିବାବେଳେ ଏସିଏଫ କମଳାକାନ୍ତ ନନ୍ଦ,ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା,ଅତିରିକ୍ତ କୃଷି ଅଧିକାରୀ ତାପସ ରାୟ,କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , ବରିଷ୍ଠ ସାମ୍ବାଦିକ ସିଏଚ ସାନ୍ତାକାର ,ଗୋପବନ୍ଧୁ ସେବା ସମିତି…

"୬୮ ତମ ବନ ମହୋସôବ ସପ୍ତାହ ପାଳନ ଅବସରରେ ପ୍ରତିଯାଗିତା "

ସେବାଶ୍ରମ ଛାତ୍ରର କୋରାପୁଟ ମେଡିକାଲରେ ମୃତ୍ୟୁ 

କୋରାପୁଟ ; ତା୩୦-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବାଡାମଗୁଡା ସେବାଶ୍ରମର ୩ ୟ ଶ୍ରେଣୀ ଛାତ ୍ରବଲୁ ମୁଦୁଲ(୯ ବର୍ଷ) ର କୋରାପୁଟ ମେଡିକାଲକୁ ଆଣୁଥିବା ବେଳେ ଡାକ୍ତରଖାନାରେ ଡାକ୍ତର ତାର ମୃତ୍ୟୁ ଘୋଷଣା କରିଥିଲେ ।ଗତକାଲି ସଂଧ୍ୟାରେ ବଲୁର ହେଷ୍ଟଲରେ ଜ୍ୱର ହୋଇଥିଲା ତାକୁ ସ୍କୁଲ କର୍ତୂପକ୍ଷ ମେଡିସିନ ପ୍ରଦାନ କରିଥିଲେ ।ମେଡିସିନ ଖାଇବା ପରେ ଜ୍ୱର ଭଲ ହୋଇଯାଇଥିଲା କିନ୍ତୁ ରାତ୍ରୀରେ ପୁଣି ଜ୍ୱର ହୋଇଥିଲାରାତ୍ରୀରେ ବର୍ଷା ହେଉଥିବାରୁ କର୍ତୂପକ୍ଷ ରାତ୍ରୀରେ ଛାତ୍ରକୁ କୋରାପୁଟ ନ ଆଣି ଆଜି କୋରାପୁଟ ମେଡିକାଲକୁ ଆଣିଥିଲେ ବୋଲି ସହାୟକ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ସାହୁ ପ୍ରକାଶ କରିଥିଲେ ।ରାତ୍ରୀରେ କାହିଁକି ୧୦୮…

"ସେବାଶ୍ରମ ଛାତ୍ରର କୋରାପୁଟ ମେଡିକାଲରେ ମୃତ୍ୟୁ "

କୋରାପୁଟର ନୂତନ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ 

କୋରାପୁଟ ; ତା୩୦-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟରେ ଆଜି ନୂତନ ଏସପି ଡାକ୍ତର କନଓାର ବିଶାଳ ସିଂ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।ଯୋଗଦାନ କରିବା ପରେ ସେ ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ମାଓବାଦୀ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେବା ପ୍ରାଧାନ୍ୟ ରହିବ ବୋଲି ପ୍ରକାଶ କରିଥିଲେ ।ପୋଲିସ ଓ ସାଧାରଣ ଜନତା ମଧ୍ୟରେ ରହିଥିବା ଦୁରୁତ୍ୱକୁ ହ୍ରାସ କରିବା ସହ ଲୋକମାନଙ୍କ ଅଭିଯୋଗ କିପରି ତୁରନ୍ତ ସାମାଧାନ ହୋଇପାରି ସେଥିପ୍ରତି ଦୃଷ୍ଟିଦେବାକୁ ସେ ଆଜି ପୋଲିସ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିବା ପ୍ରକାଶ କରିଥିଲେ ।ଆମ ପୋଲିସ କାର୍ଯ୍ୟକ୍ରମକୁ ସୁଦୃଢ କରାଯିବ ବୋଲି ସେ ସୂଚନା ଦେଇଥିଲେ ।କୋରାପୁଟ ଓ ଜୟପୁରଠାରେ ଆମ ପୋଲିସ କାର୍ଯ୍ୟକ୍ରମରେ…

"କୋରାପୁଟର ନୂତନ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ "

କୋରାପୁଟ ବ୍ଲକସ୍ତରୀୟ ଆବାସ ମେଳା ;୭୭ ହିତାଧିକାରୀମାନଙ୍କୁ ପ୍ରୋସôାହାନ ରାଶି ପ୍ରଦାନ 

କୋରାପୁଟ ;ତା୨୯-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ ପରିସରରେ ବ୍ଲକସ୍ତରୀୟ ଆବାସ ମେଳା ଅନୁଷ୍ଠିତ ହୋଇଯାଇଛି ।୨୦୧୭/୧୮ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ୪ ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିଥିବା ହିତାଧିକାରୀଙ୍କୁ ପ୍ରୋସôାହନ ନିମନ୍ତେ୨୦ ହଜାର ଟଙ୍କା ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ ସହ ପ୍ରମାଣ ପତ୍ର ଓ ଟ୍ରଫିପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦେବନ କୁମାର ପ୍ରଧାନ ମୁଖ୍ୟ…

"କୋରାପୁଟ ବ୍ଲକସ୍ତରୀୟ ଆବାସ ମେଳା ;୭୭ ହିତାଧିକାରୀମାନଙ୍କୁ ପ୍ରୋସôାହାନ ରାଶି ପ୍ରଦାନ "

ଏସପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କୋରାପୁଟ;ତା୨୯-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ) ଜିଲା ସଦର ମହକୁମାରେ କାର୍ଯ୍ୟରତ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଏସପି ଚରଣ ସିଂହ ମୀନାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି । ବରିଷ୍ଠ ସାମ୍ବାଦିକ ଡି.ଶଙ୍କର ରାଓଙ୍କ ନେତୃତ୍ୱରେ କୀର୍ତିଚନ୍ଦ୍ର ସାହୁ,ରଂଜନ କୁମାର ଦାସ, ପତିତପାବନ ସାହୁ,ସିଏଚ.ସାନ୍ତାକାର, ସୂର୍ଯ୍ୟ ନାରାୟଣ ପଣ୍ଡା,ଅମିତାଭ ବେହେରା,ଦିଲୀପ ମହାନ୍ତି,ଘନଶ୍ୟାମ ରଥ, ମନୋଜ ପଟ୍ଟନାୟକ,ପ୍ରଶାନ୍ତ ସାମନ୍ତରାୟ ,ରମେଶ ସାହୁ .ପଦ୍ମନାଭ ହୋତାଏବଂ ଅନ୍ୟମାନେ ଜିଲା ପୁଲିସ ମୁଖ୍ୟାଳୟ ସମିଳନୀ କକ୍ଷରେ ସାକ୍ଷାତ କରି ପୁଷ୍ପଗୁଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୋରାପୁଟ ଜିଲାର ସାମ୍ବାଦିକ ମାନଙ୍କ ସହଯୋଗ ପାଇଁ ବିଦାୟୀ ଏସପି ମୀନା କୃତଜ୍ଞତା ଜଣାଇ ଥିଲେ । ସୂଚନାଯୋଗ୍ୟ,…

"ଏସପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା"

ମଧ୍ୟାହ୍ନ ଭୋଜନ ଭାତରେ ମୂଷାଲଣ୍ଡି

କୋରାପୁଟ;ତା୨୯-୦୬-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ପୂଜାରୀପୁଟ ଉଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାନ୍ନ ଭୋଜନରେ ଆଜି ପୁଣି ଭାତରୁ ମୂଷାଲଣ୍ଡି ବାହାରିଛି । ମଧ୍ୟାନ୍ନ ଭୋଜନରେ ଏପରି ବାରମ୍ବାର ଘଟୁଥିବାରୁ ଛାତ୍ରଛାତ୍ରୀ ମଧ୍ୟାନ୍ନ ଭୋଜନ ନଖାଇ ଭୋକରେ ରହୁଥିବା ଅଭିଯୋଗ ହେଉଛି । ଦୀର୍ଘ ଦିନରୁ ସ୍କୁଲରେ ରୋଷେଇ କରି ଦିଆ ଯାଉଥିଲା, କେତେକ ସ୍କୁଲରେ ବିଭିନ୍ନ ଅଘଟଣ ଘଟିବାରୁ ଏହାର ସୁପରିଚାଳନା ପାଇଁ ସରକାର କେନ୍ଦ୍ରୀୟ ରୋଷଶାଳାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ସହରାଂଚଳ ସ୍କୁଲ ଗୁଡିକରେ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି ।ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବାର ମାତ୍ର କିଛି ଦିନ ହୋଇଥିବାବେଳେ ପୂଜାରୀପୁଟ ସ୍କୁଲରେ ସପ୍ତାହ ମଧ୍ୟରେ ଦୁଇ ଦିନ ଭାତରେ ଝିଂଟିକା…

"ମଧ୍ୟାହ୍ନ ଭୋଜନ ଭାତରେ ମୂଷାଲଣ୍ଡି"