Home କୋରାପୁଟ କେନ୍ଦୁଗୁଡାରେ ବିଜେଡିର ଜୋନ ସ୍ତରୀୟ ବୈଠକ

କେନ୍ଦୁଗୁଡାରେ ବିଜେଡିର ଜୋନ ସ୍ତରୀୟ ବୈଠକ

57

କୋରାପୁଟ ୨୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକ ଅନ୍ତର୍ଗତ କେରମେଟି ପଂଚାୟତର କେନ୍ଦୁଗୁଡାଠାରେ ବିଜୁ ଜନତା ଦଳର ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ସଭାପତି ବୃନ୍ଦାବନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ତୃଣମୂଳ ସ୍ତରରେ ସାଂଗଠନିକ ସ୍ଥିତିକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ।ନବରଙ୍ଗପୁର ସାସଂଦ ରମେଶ ଚନ୍ଦ୍ର ମାଝି , କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ , କୁନ୍ଦ୍ରା ପର୍ଯ୍ୟବେକ୍ଷକ  ବୈକୁଣ୍ଠ ମଣ୍ଡଳ.କୋଟପାଡ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୂର୍ଯ୍ୟ ନାରାୟଣ ରଥ ପ୍ରମୁଖ ଯୋଗଦେଇ  ଦଳକୁ ସୁଦୃଢ କରିବା ଉପରେ ଆଲୋଚନା କରାଯିବା ସହ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ରଣନୀତି ଉପରେ  ମଧ୍ୟ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.