ବହୁବର୍ଷ ପରେ କୋରାପୁଟ ସୁପରମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ; କୋର୍ଟ ନିର୍ଦ୍ଦେଶ ପରେ ୧୬ ପୁରୁଣା ବ୍ୟବସାୟୀଙ୍କୁ ଚୁକ୍ତିନାମା ନିମନ୍ତେ ଚିଠି ପ୍ରଦାନ 

କୋରାପୁଟ ; ତା୧୮-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)ବହୁବର୍ଷପରେ କୋରାପୁଟ ସୁପରମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ହେବାକୁ ଯାଉଛି।କୋର୍ଟ ନିର୍ଦ୍ଦେଶାନୁସାରେ ୧୬ ଜଣ ପୁରୁଣା ବ୍ୟବସାୟୀମାନଙ୍କୁ ଚୁକ୍ତିନାମା ନିମନ୍ତେ କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ଚିଠି ପ୍ରେରଣ କରିଥିବା ଜଣାପଡିଛି। କୋରାପୁଟ ବସଷ୍ଟାଣ୍ଡରେ ଏକ ସୁପରମାର୍କେଟ କମ୍ପେକ୍ସ ନିର୍ମାଣ କରିବାକୁ କୋରାପୁଟର ପୂର୍ବତନ ବିଧାୟକ ତାରା ପ୍ରସାଦ ବାହିନିପତି ନକ୍ସା ପ୍ରସ୍ତୁତ କରିଥିଲେ।କୋରାପୁଟ ବିଜ୍ଞାପିତ ଅଂଚଳ ପରିଷଦ ପରିଚାଳନାରେ ବସଷ୍ଟାଣ୍ଡ ନିକଟରେ ଏକ ଗେଷ୍ଟ ହାଉସ ଥିଲା।କିନ୍ତୁ ଉକ୍ତ ଗେଷ୍ଟହାଉସଟି କ୍ଷତିରେ ଚାଲୁଥିବାରୁ ଉକ୍ତ ସ୍ଥାନରେ ସୁପର ମାର୍କେଟ କମ୍ପେକ୍ସ ନିର୍ମାଣ କରିବାକୁ ଜର୍ତୂପକ୍ଷ ଯୋଜନା କରିଥିଲେ।ଉକ୍ତ ଗେଷ୍ଟହାଉସ ସଂଲଗ୍ନରେ ୧୬ ଟି ଷ୍ଟଲରେ ବ୍ୟବସାୟୀମାନେ ରହି ବ୍ୟବସାୟ କରୁଥିଲେ।ଗତ ୨୦୦୨…

"ବହୁବର୍ଷ ପରେ କୋରାପୁଟ ସୁପରମାର୍କେଟ କମ୍ପେକ୍ସ କାର୍ଯ୍ୟକ୍ଷମ ; କୋର୍ଟ ନିର୍ଦ୍ଦେଶ ପରେ ୧୬ ପୁରୁଣା ବ୍ୟବସାୟୀଙ୍କୁ ଚୁକ୍ତିନାମା ନିମନ୍ତେ ଚିଠି ପ୍ରଦାନ "

ଯୁବକଙ୍କୁ ମାଡ ପ୍ରତିବାଦରେ ସେମିଲିଗୁଡା ବନ୍ଦ ; ପରିସ୍ଥିତି ଉତେଜନା ପୂର୍ଣ୍ଣ;ପ୍ରତିପକ୍ଷର ଆକ୍ରମଣରେ ତିନି ଆହତ

କୋରାପୁଟ; ତା୧୮-୧୧-୧୭(ଓଡିଆପୁଅ /ରଂଜନ କୁମାର ଦାସ) ଦୁଇଜଣ ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ମାଡ ମାରିବା ଘଟଣାରେ ଥାନାରେ ଅଭିଯୋଗ କରିବାର ଦୁଇଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ପ୍ରତିବାଦ କରି ଶନିବାର ସେମିଲିଗୁଡା ବ୍ୟବସାୟୀ ସଂଘ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ମିଳିତ ଭାବେ ସେମିଲିଗୁଡା ବନ୍ଦ ଡାକରା ଦେଇଥିଲେ। ଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ପରିସ୍ଥିତି ଏବେ ମଧ୍ୟ ଉତେଜନା ପୂର୍ଣ ରହିଛି। ପୁଲିସ ଉଭୟ ଗୋଷ୍ଠୀର ଲୋକଙ୍କୁ ଥାନାକୁ ଡାକି ଏକ ଶାନ୍ତି କମିଟି ଗଠନ କରି ଘଟଣାର ସମାଧାନ କରିବାକୁ ପ୍ରୟାସ କରିଥିଲେ ମଧ୍ୟ…

"ଯୁବକଙ୍କୁ ମାଡ ପ୍ରତିବାଦରେ ସେମିଲିଗୁଡା ବନ୍ଦ ; ପରିସ୍ଥିତି ଉତେଜନା ପୂର୍ଣ୍ଣ;ପ୍ରତିପକ୍ଷର ଆକ୍ରମଣରେ ତିନି ଆହତ"

କୁନ୍ଦୁଲି ପିଡିତା କୋରାପୁଟ ମେଡିକାଲରେ ଚିକିସôିତ 

କୋରାପୁଟ ; ତା୧୮-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋଟପାଡ କନ୍ୟାଶ୍ରମରେ ପାଠ ପଢିବାକୁ ରହିଥିବା କୁନ୍ଦୁଲି ପିଡିତା ଆଜି କୋରାପୁଟ ଡାକ୍ତରଖାନାରେ ଚିକିସôିତ ହେଉଥିବା ଜଣାପଡିଛି ।୧୦ ଥର ରକ୍ତବାନ୍ତି କରିଥିଲା ବୋଲି ପିଡିତାର ଭାଇ ଭଗବାନ ଛାତି ସୂଚନା ଦେଇଛନ୍ତି ।ଏଠାରୁ କଟକ ନେଇଯିବେ ବୋଲି କହୁଥିବା ସେ ପ୍ରକାଶ କରିଥିଲେ ।ପିଡିତା କଟକ ଯିବି ନାହିଁ ବୋଲି ପ୍ରକାଶ କରିଥିବା ପିଡିତାର ଭାଇ ସୂଚନା ଦେଇଛନ୍ତି ।ତେବେ ଡାକ୍ତର ପିଡିତାର ରୋଗ ବିଷୟରେ କିଛି କହୁନାହାନ୍ତି ।କୋରାପୁଟରେ ଏଣ୍ଡୋସ୍କୋପିକ ନ ଥିବାରୁ କଟକ ନିଆଯାଇପାରେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ସୂଚନା ଦେଇଥିଲେ ।କୋରାପୁଟ ଡାକ୍ତରଖାନାରେ ପିଡିତାର ଭାଇ , ମା…

"କୁନ୍ଦୁଲି ପିଡିତା କୋରାପୁଟ ମେଡିକାଲରେ ଚିକିସôିତ "

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ଠାରେ ଜାତୀୟ ପ୍ରେସ ଦିବସ ପାଳିତ

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶାର ସାମ୍ବାଦିକତା ଏବଂ ଗଣଯୋଗାଯଗ ବିଭାଗ ଦ୍ଵାରା ବିଶ୍ଵବିଦ୍ୟାଳୟର ଲାଣ୍ଡୀଗୁଡା, କୋରାପୁଟ କ୍ଯାମ୍ପସ ଠାରେ ଜାତୀୟ ପ୍ରେସ ଦିବସ ୧୬.୧୧.୨୦୧୭ ତାରିଖ ଦିନ ପାଳିତ ହେଇଯାଇଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବିଶ୍ଵ ବିଦ୍ୟାଳୟର Dean-Academics ପ୍ର. କିଶୋର ଚନ୍ଦ୍ର ରାଉତ, OSD (Exam. Admin. & Student affairs), ପ୍ର. ଭବାନୀ ପ୍ରସାଦ ରଥ, ସାମ୍ବାଦିକତା ଏବଂ ଗଣଯୋଗାଯଗ ବିଭାଗର କାର୍ଯ୍ୟ କାରୀ ବିଭାଗ ମୁଖ୍ୟ ଡାଃ. ପ୍ରଦୋଶ କୁମାର ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ର. ମହାନ୍ତି ବିଭାଗର ଛାତ୍ର ଛାତ୍ରୀମାନଙ୍କୁ ସାମ୍ବାଦିକତାର…

"କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ଠାରେ ଜାତୀୟ ପ୍ରେସ ଦିବସ ପାଳିତ"

କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟ ଓଡ଼ିଶାରେ ସେମିନାର “ବିଜ୍ଞାନ ଶିକ୍ଷାରେ ଗଣିତ ଏବଂ statistics ର ସ୍ଥାନ”

  କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶାଠାରେ “Place of Mathematics and Statistics in Science Education” ଶୀର୍ଷକ ସେମିନାର ବିଶ୍ଵବିଦ୍ୟଳୟର Statistics ବିଭାଗ ଦ୍ଵାରା ୧୫.୧୧.୨୦୧୭ ତାରିଖ ଦିନ ଆୟୋଜିତ ହେଇଯାଇଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି – ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। Founder Director, Institute of Mathematics and Applications – ସ୍ଵାଧୀନ ପଟ୍ଟନାୟକ, ମୁଖ୍ୟ ବ୍ୟକ୍ତା ଏବଂ Emeritus Professor, Department of Statistics, Sambalpur University – ସୋମନାଥ ବାଘ, , ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। – ମହାନ୍ତି ନିଜ ଭାଷଣରେ ବିଜ୍ଞାନ ଶିକ୍ଷାରେ Mathmatics ଏବଂ…

"କେନ୍ଦ୍ରୀୟ ବିଶ୍ଵବିଦ୍ୟଳୟ ଓଡ଼ିଶାରେ ସେମିନାର “ବିଜ୍ଞାନ ଶିକ୍ଷାରେ ଗଣିତ ଏବଂ statistics ର ସ୍ଥାନ”"

ରାଜ୍ୟସ୍ତରୀୟ ଲୋକସôବ ପରବ -୨୦୧୭ ନିମନ୍ତେ ପ୍ରସ୍ତୁତି ବୈଠକ ; ଦେଓମାଳି ପର୍ବତାରୋହଣ ପୁନଃପ୍ରଚଳନ କରିବାକୁ ପ୍ରସ୍ତା; ଦେଶିଆଭାଷାରେ ଆଲୋଚନା ଚକ୍ର ଓ ସହୀଦ ଯବାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯିବ

କୋରାପୁଟ ; ତା୧୭-୧୧-୧୭( ଓଡିଆପୁଅ/ରଂଜନ କୁମାର ଦାସ )ସ୍ଥାନୀୟ ସଦଭାବନା ସଭାଗୃହଠାରେ ରାଜ୍ୟସ୍ତରୀୟ ଲୋକସôବ ପରବ-୨୦୧୭ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ପଟ୍ଟାଙ୍ଗୀ ବିଧାୟଲ ପ୍ରଫୁଲ୍ଲ ପାଙ୍ଗୀ , ଏସପି ଡାକ୍ତର କନଓାର ବିଶାଳ ସିଂ , ଜୟପୁର ଉପଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର , କୋରାପୁଟ ଜିଲ୍ଲାପାଳ କୃତିବାସ ରାଉତ , ସିଡିଏମଓ ଡାକ୍ତର ଲଲିତ ରଥ , ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର ,ଜିଲ୍ଲା ମିଶନଶକ୍ତି ସଂଯୋଜିକା ବିନୋଦିନି…

"ରାଜ୍ୟସ୍ତରୀୟ ଲୋକସôବ ପରବ -୨୦୧୭ ନିମନ୍ତେ ପ୍ରସ୍ତୁତି ବୈଠକ ; ଦେଓମାଳି ପର୍ବତାରୋହଣ ପୁନଃପ୍ରଚଳନ କରିବାକୁ ପ୍ରସ୍ତା; ଦେଶିଆଭାଷାରେ ଆଲୋଚନା ଚକ୍ର ଓ ସହୀଦ ଯବାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯିବ"

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ; ପିଡିତାଙ୍କୁ କୋଟପାଡ ସ୍ଥାନାନ୍ତରିତ 

  କୋରାପୁଟ ; ତା୧୭-୧୧-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୁନ୍ଦୁଲି ଗଣଦୁଷ୍କର୍ମରର ପିଡିତା ଡୁମୁରିପୁଟସ୍ଥିତ ସାଲେମ ଶିଶୁଯନô ଭବନରେ ରଖାଯାଇଥିଲା ।ଗତକାଲି କୋଟପାଡସ୍ଥିତ ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ରଖାଯାଇଥିବା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଉମା ଚରଣ ଚୋଧୁରୀ ସୂଚନା ଦେଇଥିଲେ ।ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପିଡିତାଙ୍କୁ ୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିଥିଲେ ଓ ପିଡିତାର ଇଛାନୁସାରେ କୋଟପାଡ ଛାତ୍ରୀନିବାସରେ ରଖାଯାଇଥିବା ସେ ସୂଚନା ଦେଇଥିଲେ । ଶିଶୁ ମଙ୍ଗଳ ସମିତି ସଭ୍ୟମାନେ ଡୁମୁରିପୁଟ ଶିଶୁଯନ୍ô ଭବନକୁ ଯାଇ ପିଡିତା ସହ ଆଲୋଚନା କରିଥିଲେ ।ପିଡିତା ଓଡିଆ ସ୍କୁଲରେ…

"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ; ପିଡିତାଙ୍କୁ କୋଟପାଡ ସ୍ଥାନାନ୍ତରିତ "

କାୟାକଳ୍ପର ପ୍ରୋସôାହନ ରାଶି ଝାଡୁଦାର ଓସୁରକ୍ଷା କର୍ମୀ ନିମନ୍ତେ ୧ ହଜାର ଟଙ୍କା ଓ ଅନ୍ୟମାନଙ୍କ ନିମନ୍ତେ ୪ ହଜାର ଟଙ୍କା ;ପ୍ରୋସôାହନରେ ବିଭେଦ ଯୋଗୁଁ ଝାଡୁଦାର ଓସୁରକ୍ଷା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

କୋରାପୁଟ ; ତା୧୬-୧୧-୧୭(ଓଡିଆପୁଅ /ରଂଜନ କୁମାର ଦାସ)ସ୍ୱଛତା ନିମନ୍ତେ କୋରାପୁଟ ସଦର ଡାକ୍ତରଖାନା ୨୦୧୫ ମସିହାରେ କାୟାକଳ୍ପରେ ପୁରସ୍କାର ପାଇଥିଲା ।ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ମିଳିଥିଲା ।ପୁରସ୍କାର ରାଶିର ୩୭ ଲକ୍ଷ ୫୦ ହଜାର ଟଙ୍କା ସଦର ଡାକ୍ତରଖାନାର ବିକାଶ ନିମନ୍ତେ ରଖାଯାଇଥିବା ବେଳେ ବାକି ୧୨ ଲକ୍ଷ ୫୦ ହଜାର ଟଙ୍କା ଡାକ୍ତର , କର୍ମଚାରୀ , ଝାଡୁଦାର ଓ ସୁରକ୍ଷା କର୍ମୀଙ୍କୁ ପ୍ରୋସôାହନ ରାଶି ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା ।ସମସ୍ତ ଡାକ୍ତର ଓ କର୍ମଚାରୀମାନେ ୪ ହଜାର ଟଙ୍କା ପାଇଯାଇଥିବା ବେଳେ ସୁରକ୍ଷା କର୍ମି ଓ ଝାଡୁଦାରମାନେ ରାଶି ଗ୍ରହଣ କରି ନ ଥିବା ଜଣାପଡିଛି ।ଝାଡୁଦାରମାନେ ଅକ୍ଲାନ୍ତ…

"କାୟାକଳ୍ପର ପ୍ରୋସôାହନ ରାଶି ଝାଡୁଦାର ଓସୁରକ୍ଷା କର୍ମୀ ନିମନ୍ତେ ୧ ହଜାର ଟଙ୍କା ଓ ଅନ୍ୟମାନଙ୍କ ନିମନ୍ତେ ୪ ହଜାର ଟଙ୍କା ;ପ୍ରୋସôାହନରେ ବିଭେଦ ଯୋଗୁଁ ଝାଡୁଦାର ଓସୁରକ୍ଷା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ"

କୋରାପୁଟ ପ୍ରେସକ୍ଲବଠାରେ ଜାତୀୟ ପ୍ରେସ ଦିବସ ପାଳିତ

କୋରାପୁଟ ; ତା୧୬-୧୧-୧୭(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ପ୍ରେସକ୍ଲଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ପୂର୍ବତନ ସଭାପତି ଲକ୍ଷ୍ମି ପ୍ରସାଦ ରଥ , ବରିଷ୍ଠ ସାମ୍ବାଦିକ ସିଏଚ .ସାନ୍ତାକାର , ସଂପାଦକ ଅମିତାଭ ବେହେରା ,ଅରୁଣ ଦାସ ,ବଟକୃଷ୍ଣ ପ୍ରଧାନ , ସତ୍ୟଜିତ ମହାନ୍ତି , ଉପସଭାପତି ପ୍ରଶାନ୍ତ ସାମାନ୍ତରାୟ ,କୋଷାଧ୍ୟକ୍ଷ ଘନଶ୍ୟାମ ରଥ , ଗୋପାଲ ପାଢୀ , ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ରଂଜନ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରେସ ଦିବସ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ସାମ୍ବାଦିକମାନଙ୍କ ସ୍ୱାଧିନତା ଓ ସମ୍ମାନ ନାହିଁ ବୋଲ…

"କୋରାପୁଟ ପ୍ରେସକ୍ଲବଠାରେ ଜାତୀୟ ପ୍ରେସ ଦିବସ ପାଳିତ"

ଦୁଇଟି ଦୁର୍ଘଟଣାରେ ୪ ମୃତ

କୋରାପୁଟ;ତା୧୫-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ) ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରୀପୁଟ ଘାଟିରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡିବାରୁ ଘଟଣା ସ୍ଥଳରେ ତିନିଜଣ ପ୍ରାଣ ହରାଇ ଥିବାବେଳେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ଧାନ ବ୍ୟବସାୟୀ କେ.ତାଇଡୁ ରାଜୁ,ଟ୍ରକ ହେଲ୍ପର ଆପ୍ପା ରାଓ ଏବଂ ଖଲାସୀ ଭେଙ୍କେଟ ରାଓ । ସୂଚନା ଅନୁଯାୟୀ, କେ.ତାଇଡୁ ରାଜୁ ରାୟଗଡା ଜିଲା ଟିକିରୀ ଅଂଚଳରୁ ଧାନ କିଣି ଆଜି ଭୋର ସମୟରେ ନିଜ ଗାଁକୁ ଏକ ଟ୍ରକ ଯୋଗେ ନେଉଥିଲେ । କୁମ୍ଭାରୀପୁଟ ନିକଟ ଘାଟି ରାସ୍ତାରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ତାଇଡୁ ରାଜୁ ଓ…

"ଦୁଇଟି ଦୁର୍ଘଟଣାରେ ୪ ମୃତ"