Tag: picturenews
ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ଜିଲ୍ଲାରେ ହାଇ ଆଲର୍ଟ ଜାରି, ସରକାରି ବସ ଚଳାଚଳ...
ମାଲକାନଗିରି, ୨।୧୨ (ଓଡିଆ ପୁଅ ) ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏହାର ପ୍ରଭାବ ପଡିନଥିବା ବେଳେ ମାଓପ୍ରବଣ ମୋଟୁ, କାଲିମେଳା, ପଡିଆ,...
ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା
★ବିକାଶ ଏବଂ ପ୍ରଗତି ଏଠି ପଥଚ୍ୟୁତ ହୋଇ ଯାଇଛି
★ପରିବର୍ତ୍ତନର ସମୟ ଆସି ଯାଇଛି
★ଓଡ଼ିଶାରେ କେବଳ ବିଜେପି ହିଁ ଶାସନିକ ବିକଳ୍ପ ଦେଇ ପାରିବ
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହେବା ପରେ ଭୁବନେଶ୍ୱର ସ୍ଥିତ...
ବିଜେପି ସୋସିଆଲ ମିଡିଆ ଏବେ ଏତେ କୃପଣ କାହିଁକି?
ଭୁବନେଶ୍ୱର:କେଉଁ ରାଜନୈତିକ ଦଳ ଯଦି ସୋସିଆଲ ମିଡିଆରେ ସବୁଠୁ ସକ୍ରିୟ ଥାଏ,ସିଏ ହେଲା ବିଜେପି।ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୋସିଆଲ ମିଡିଆକୁ ଖୁବ୍ ଗୁରୁତ୍ୱ ଦେଉଛନ୍ତି।ଓଡ଼ିଶାରେ ମଧ୍ୟ ବିଜେପି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ।ଏପରିକି...
ସ୍କୁଲ ବସ୍ ର ରେଡ଼ିଏଟର ଫାଟି ୪ ଛାତ୍ର ଆହତ : ଅଭିଭାଵକ ମହଲରେ...
ବ୍ରହ୍ମପୁର: ୨୯/୧୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ଅରବିନ୍ଦନଗର ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନର ରେଡ଼ିଏଟର ଫାଟିଯିବାରୁ ସମ୍ମୁଖରେ ବସିଥିବା...
“ସବକା ସାଥ ସବକା ବିକାଶ”:ଅପରାଜିତାଙ୍କ ଡକ୍ୟୁମେଣ୍ଟାରୀ ଭିଡିଓ ଜାରି
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ରାଜନୀତିକୁ ଆସିବା ପରଠାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା।ତାଙ୍କୁ ନେଇ ଅନେକ ଆଶା ଏବଂ ସମ୍ଭାବନା ନେଇ ବିଜେପି ଦଳ ଭିତରେ ଏବେ ଜୋରଦାର ଆଲୋଚନା ଚାଲିଛି।"ମୁଁ ନୁହେଁ,ଆମେ" ଟ୍ୱିଟ...
ନିଜ ଘରକୁ ଆସି ଯାଇଛି,ବହୁତ ଖୁସି:ଅପରାଜିତା
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱରରେ ଆସି ପହଁଚିଛନ୍ତି।ଭୁବନେଶ୍ୱର ଏୟାରପୋର୍ଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ଏହାପରେ ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ...
ଭିନ୍ନ ଏକ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଏବଂ ସଭାପତି ପରିବର୍ତ୍ତନ ଚର୍ଚ୍ଚା ବିଜେଡି ପ୍ରାୟୋଜିତ!
ବିଜେପିର ଅନ୍ତଃସ୍ୱରକୁ ବିଜେଡି ଚକ୍ରାନ୍ତର ନାମ?ଭୁବନେଶ୍ୱର:କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ପ୍ରଚାର କରାଯାଇ ଆସୁଥିଲା।କିନ୍ତୁ ଏବେ...
୨ୟ ମହିଳା ମୁଖ୍ୟମନ୍ତ୍ରୀ!ଚର୍ଚ୍ଚାରେ ଅପରାଜିତା;କ’ଣ ପାଇଁ ଏତେ ଚର୍ଚ୍ଚା?
ମୁଖ୍ୟମନ୍ତ୍ରୀ ରେସରେ ନୂଆ ଏକ ଚେହେରା
ଭୁବନେଶ୍ୱର:ନନ୍ଦିନୀ ଶତପଥୀଙ୍କ ପରେ ଓଡ଼ିଶା କ'ଣ ଦେଖିବାକୁ ପାଇବ ଦୂତୀୟ ୨ୟ ମହିଳା ମୁଖ୍ୟମନ୍ତ୍ରୀ?ଏହିପରି ଏକ ଆଲୋଚନା ଓଡ଼ିଶାର ରାଜନୀତି ମହଲରେ ଚର୍ଚ୍ଚା ହେଉଛି।ଅପରାଜିତା ରାଜନୀତିରେ ପାଦ...
କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି?ପୂର୍ଣ୍ଣଛେଦ ନୁହେଁ,ଜୁଏଲଙ୍କ ମନ୍ତବ୍ୟ ଅପରାଜିତାଙ୍କ ସମ୍ଭାବନା ବଢ଼ାଉଛି!
ଭୁବନେଶ୍ୱର:କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରି ଲଢ଼ିବ,ନାଁ ଚେହେରା କେବଳ ଜଣେ ନରେନ୍ଦ୍ର ମୋଦୀ ଏବଂ ସଙ୍ଗଠନ ଆଧାରରେ ଲଢ଼ିବ?ଏ ନେଇ କିଛି ଦିନ ହେଲା ଆଲୋଚନା...
ବୈଜୟନ୍ତ ଜଣାଇଲେ ଅପରାଜିତାଙ୍କୁ ଶୁଭେଛା
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ଆଜି ବିଧିବଧ ଭାବରେ ରାଜନୀତି ତଥା ବିଜେପିରେ ଯୋଗ ଦେବା ପରେ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଛା ଜଣାଇଛନ୍ତି।ବୈଜୟନ୍ତ ଟ୍ୱିଟ କରିଛନ୍ତି ଅପରାଜିତାଙ୍କୁ ତାଙ୍କର ନୂଆ ଯାତ୍ରା...
ବିଜେପିରେ ଯୋଗ ଦେବା ଗୋଟେ ବିଚାର ସମତ ନିଷ୍ପତି:ଅପରାଜିତା
●"ମୁଁ ନୁହଁ,ଆମେ" ର ସନ୍ଦେଶ
●ପ୍ରଗତି ହୁଏ,ବିକାଶ ହୁଏ କିନ୍ତୁ ଦେଖିବାର ଅଛି ପ୍ରଗତିରେ ଗତି ଅଛି କି ନାହିଁ"-ଅପରାଜିତା
ଭୁବନେଶ୍ୱର:ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀ ବିଧିବଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...
ଟ୍ରେନ ବଗିରେ ନିଆଁ
କୁରୁକ୍ଷେତ୍ର:ହରିୟାଣାର କୁରୁକ୍ଷେତ୍ର ନିକଟରେ ଧିରପୁର ରୁ ଧୋଡ଼ା ଖେଇଡ଼ି ଯାଉଥିବା କଲକା ହାଉଡ଼ା ଏକ୍ସପ୍ରେସ ଟ୍ରେନର ଆଗ କୋଚ୍ ବି/ଡବ୍ଲୁ ରେ ହଠାତ ନିଆଁ ଲାଗିଯାଇଥିଲା।ମୃତାହତ ନେଇ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନି।ତେବେ...
ଆଗ ମାଟି,ପରେ ପାର୍ଟି;ଏଇଠି ଜନ୍ମ ଏଇଠି ମରଣ:ଦିଲ୍ଲୀପ ରାୟ
ଭୁବନେଶ୍ୱର:"ଆଗ ମାଟି ପରେ ପାର୍ଟି"।ଏଇଠି ଜନମ ଏଇଠି ମରଣ।ଏଇ ରାଉରକେଲା ମାଟିରେ ଜନ୍ମ ନେଇଛି,ଦିନେ ଏଇ ରାଉରକେଲା ମାଟିରେ ହିଁ ମରିବି।ପାର୍ଟି,ବିଧାୟକ,ମନ୍ତ୍ରୀ ହେବା କିମ୍ବା ରାଜନୀତି ମୋର ପ୍ରାଥମିକତା ନୁହଁ।ରାଉରକେଲା ପାଇଁ କିଛି...
ରିଲିଜ ହେଲା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ “୨.୦” ଗୀତ “ତୁ ହି...
ମୁମ୍ବାଇ:ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ "୨.୦"ର ନୂଆ ଗୀତ "ତୁ ହି ରେ" ରିଲିଜ ହୋଇଛି।ଆବ୍ବାସ ଟାୟାରବାଲାଙ୍କ ଦ୍ଵାରା ଲିଖିତ ଏହି ଗୀତର ସଙ୍ଗୀତକାର ହେଲେ ଏ ଆର ରହମାନ।କଣ୍ଠଦାନ...
କିଏ ଜାଣିଛି ମୋଦୀଙ୍କ ବାପାଙ୍କ ନାଁ?
କଂଗ୍ରେସ ନେତାଙ୍କ ଅଶୋଭନୀୟ ଭାଷଣ
ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କହିବାକୁ ଯାଇ ଅନେକ କଂଗ୍ରେସ ନେତା ବିବାଦୀୟ ତଥା ଅଶୋଭନୀୟ ଭାଷଣ ଦେଉଥିବାର ଦେଖାଯାଉଛି।ଏବେ ରାଜ୍ ବାବରଙ୍କର ଏହିପରି ଏକ ମନ୍ତବ୍ୟ ଆସିଥିବା ବେଳେ...
ଅଯୋଧ୍ୟା:ଧର୍ମ ସଭା ଲାଇଭ
ଅଯୋଧ୍ୟା:ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଧର୍ମ ସଭା ଆରମ୍ଭ ହୋଇ ଯାଇଛି।ସାରା ଦେଶରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଏବଂ ରାମ ଭକ୍ତ କାର୍ଯ୍ୟକ୍ରମ ସ୍ଥଳୀରେ ଏକତ୍ରିକରଣ ହୋଇଛନ୍ତି।ମନ୍ଦିର ସପକ୍ଷରେ ଥିବା...
ବିଜେପିର ଆପାତତଃ ଜଣଙ୍କ ଟିକେଟ ଏବେଠୁ ଥୟ!
ଭୁବନେଶ୍ୱର:ରାଜ୍ୟ ବିଜେପିରେ ଏବେ ଆପାତତଃ ଜଣଙ୍କର ଟିକେଟ ଫାଇନାଲ୍ ହୋଇଯାଇଛି!ଏପରି କହିଛନ୍ତି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା।ଟିକେଟଟି ଏକ ବିଧାନସଭା କ୍ଷେତ୍ର ପାଇଁ।ସ୍ଥିର ହୋଇଥିବା ଆସନଟି ଏପରି ଏକ ନିର୍ବାଚନ ମଣ୍ଡଳୀ...
ଜାମା ମସଜିଦ ଭାଙ୍ଗ;ମୂର୍ତ୍ତି ନ ବାହାରିବ ତ’ମତେ ଫାଶୀ ଦେଇଦେବ:ସାକ୍ଷୀ ମହାରାଜ
ବିଜେପି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ
ଉନ୍ନାଉ:ବିଜେପି ସାଂସଦ ସାକ୍ଷୀ ମହାରାଜ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ସାକ୍ଷୀ ମହାରାଜ କହିଛନ୍ତି,ଜାମା ମସଜିଦକୁ ଭାଙ୍ଗ ଯଦି ସିଡ଼ି ତଳୁ ମୂର୍ତ୍ତି ନ' ବାହାରିବ ତେବେ ମତେ ଫାଶୀ ଖୁଣ୍ଟରେ...
ମିଛୁଆ ରାଧୁଆ ଦାମ
ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ/ପ୍ରିୟ ରଂଜନ ସାହୁ) ସମତାକ୍ରାନ୍ତି ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ସମତା କ୍ରାନ୍ତି ଦଳର ନାମ ପରିବର୍ତ୍ତନ କରାଯାଇ ବିଜୁ ସମତା...
ପିସି କାରବାରରେ ଓଡ଼ିଶା ଲୋକ ପେଶୀ ହେଉଛନ୍ତି:ବସନ୍ତ ପଣ୍ଡା ନୀଳଗିରିରେ ଜନ ପରାମର୍ଶ ପଦଯାତ୍ରା
୩୬ ଲକ୍ଷ କାର୍ଯ୍ୟକର୍ତ୍ତା ମିଶନ ୧୨୦ ପୂରଣ କରାଇବାରେ ସହାୟକ ହେବେ:ବସନ୍ତ ପଣ୍ଡା
ଭୁବନେଶ୍ୱର:ବିଜେପି ପକ୍ଷରୁ ଚାଲିଥିବା ମୋର ଆଶା ନୂଆ ଓଡ଼ିଶା,"ଜନ ପରାମର୍ଶ ପଦଯାତ୍ରା" ଅନୁଯାୟୀ ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରିର ବିଭିର୍ଣ୍ଣ...





