Home ଓଡ଼ିଶା ବୈଜୟନ୍ତ ଜଣାଇଲେ ଅପରାଜିତାଙ୍କୁ ଶୁଭେଛା

ବୈଜୟନ୍ତ ଜଣାଇଲେ ଅପରାଜିତାଙ୍କୁ ଶୁଭେଛା

1253

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ଆଜି ବିଧିବଧ ଭାବରେ ରାଜନୀତି ତଥା ବିଜେପିରେ ଯୋଗ ଦେବା ପରେ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୁଭେଛା ଜଣାଇଛନ୍ତି।ବୈଜୟନ୍ତ ଟ୍ୱିଟ କରିଛନ୍ତି ଅପରାଜିତାଙ୍କୁ ତାଙ୍କର ନୂଆ ଯାତ୍ରା ଉପଲକ୍ଷେ ଶୁଭେଛା।ଓଡ଼ିଶାରେ ତାଙ୍କର ଏକ ସଚୋଟ,ଗତିଶୀଳ ପ୍ରଶାସନିକ ଅଧିକାରୀ ଭାବରେ ଅତି ଉତ୍କୃଷ୍ଟ ପରିଚୟ ରହିଥିଲା।ବିଶେଷ ଭାବରେ ଭାବରେ ରାଜ୍ୟ ରାଜଧାନୀର ପ୍ରଶାସନ କ୍ଷେତ୍ରରେ।ଅବଶ୍ୟ ଏହା ଅମଲାତନ୍ତ୍ର ପାଇଁ ଏକ କ୍ଷତି,କିନ୍ତୁ ଭାରତୀୟ ରାଜନୀତି ପାଇଁ ଏହା ଲାଭଦାୟକ ହେବ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.