Home ଓଡ଼ିଶା ଟ୍ରେନ ବଗିରେ ନିଆଁ

ଟ୍ରେନ ବଗିରେ ନିଆଁ

1442

କୁରୁକ୍ଷେତ୍ର:ହରିୟାଣାର କୁରୁକ୍ଷେତ୍ର ନିକଟରେ ଧିରପୁର ରୁ ଧୋଡ଼ା ଖେଇଡ଼ି ଯାଉଥିବା କଲକା ହାଉଡ଼ା ଏକ୍ସପ୍ରେସ ଟ୍ରେନର ଆଗ କୋଚ୍ ବି/ଡବ୍ଲୁ ରେ ହଠାତ ନିଆଁ ଲାଗିଯାଇଥିଲା।ମୃତାହତ ନେଇ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନି।ତେବେ ଦୁଇ ଜଣ ଯାତ୍ରୀ ଶ୍ଵାସରୁଦ୍ଧ ହୋଇ ଅଚେତ ହୋଇ ପଡିବାରୁ ସେମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.