Tag: picturenews
ମୋଦୀଙ୍କ ଓଡ଼ିଶା ଗ୍ରସ୍ତ ପରେ ମିଳିବ ସ୍ପଷ୍ଟ ଚିତ୍ର – ଧର୍ମେନ୍ଦ୍ର ନାଁ ଅପରାଜିତା...
ଭୁବନେଶ୍ୱର ୨୨-୧୨ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଅପରାଜିତା ଷଢ଼ଙ୍ଗୀଙ୍କ ବିଜେପିରେ ଯୋଗଦାନ ପରେ ରାଜ୍ୟ ରାଜନୀତିରେ ପ୍ରକାଶ ପାଇଛି ଅନେକ କଳ୍ପନା ଜଳ୍ପନା। ବିଭିନ୍ନ ଗଣମାଧ୍ୟମରେ ଅପରାଜିତାଙ୍କ ବାବଦରେ ଭିନ୍ନଭିନ୍ନ କଥା। କିନ୍ତୁ...
ସୁବାସ ଚୌହାନଙ୍କର ନିରାକାରପୁର ଗସ୍ତ
ଖୋର୍ଦ୍ଧା:ରାଜ୍ୟ ବିଜେପିର ବରିଷ୍ଠ ନେତା ସୁବାସ ଚୌହାନ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗସ୍ତରେ ଯାଇ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପାଦୂକାଇ ପୀଠରେ ଚାଲିଥିବା ସପ୍ତସତୀ ମହାଚଣ୍ଡୀ ମହାଯଜ୍ଞ...
କରୁଣାକରଙ୍କ ଆତ୍ମୋତ୍ସର୍ଗ ଦିବସ
କୋଲାବିରା, ୨୧।୧୨ (ଓଡ଼ିଆ ପୁଅ/ନିଶିତ୍ କୁମାର ବହିଦାର) "ସେରାଜା ଯାଇଛି ଚାଲି ରହିଛି ତା’କଥା
ଇତିହାସ ଗାଏ ଯାର ଅମରତ୍ୱ ଗାଥା’’। ସେଦିନ କବିଙ୍କ କଣ୍ଠରୁ ଶୁଣା ଯାଉଥିଲା ସ୍ୱାଧିନତାର ଆବାହନୀ ବୀଜ ମନ୍ତ୍ର।...
ଆତ୍ମୋତ୍ସର୍ଗ ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
କୋଲାବିରା, ୨୦।୧୨ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ଅଂଚଳମୁହାଁ ହେଉଛନ୍ତି ସମସ୍ତ ବର୍ଗର ଜନସାଧାରଣ। ଆସନ୍ତା ୨୧, ୨୨ ଏବଂ ୨୩ ତାରିଖ ତିନି ଦିବସ ବ୍ୟାପି ପାଳନ...
ମୋଦୀଙ୍କ ଭରସା ନବୀନ
ଭୁବନେଶ୍ୱର ୧୮-୧୨ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ସଦ୍ୟ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନ ସଭା ଫଳାପଳକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା।...
ନାକରେ ପାଇପ କିନ୍ତୁ,କାମରେ ପାରିକର!
ପାନାଜୀ:ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନାକରେ ପାଇପ ଲାଗିଥିବା ସତ୍ତ୍ୱେ ସେ କାମରେ ଲାଗିଥିବା ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ପାରିକର ଏବେ ମାରାତ୍ମକ କ୍ୟାନ୍ସର ରୋଗରେ ପିଡୀତ ଥାଇ...
ଗଞ୍ଜାମ ଜିଲ୍ଲାର ମେଘଝୋଳି ଗ୍ରାମରେ ଦନ୍ତା ହାତୀକୁ ହତ୍ୟା
ବ୍ରହ୍ମପୁର : ୧୬/୧୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପାରାଲାଖେମୁଣ୍ଡି ଡିଭିଜନ ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଗଡ଼ସାମନ୍ତରାୟପୁର ବିଟ ଅଞ୍ଚଳରେ ଦନ୍ତା ହାତୀର ଅପମୃତ୍ୟୁ ହୋଇଛି।
ଦିଗପହଣ୍ଡି ବ୍ଲକ୍ ନିମଖଣ୍ଡି ପେଣ୍ଠ ପଞ୍ଚାୟତ...
ବନବିଭାଗ ପକ୍ଷରୁ ଚଢାଉ ବିରଳ ବଜ୍ରକାପ୍ତା ଜବତ, ୭ ଗିରଫ
ମାଲକାନଗିରି, ୧୨ା୧୨ (ଓଡିଆ ପୁଅ ) ଆଜି ମାଲକାନଗିରି ବନବିଭାଗକୁ ବଡ ଧରଣର ସଫଳତା ମିଳିଛି। ବିରଳ ବଜ୍ରକାପ୍ତା ବାହର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ବନବିଭାଗ ଖବର ପାଇ...
ରାମ ମନ୍ଦିର ଦାବିରେ ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ
ବ୍ରହ୍ମପୁର:ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ସ୍ଥଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦାବିରେ ବ୍ରହ୍ମପୁର ଖଜୁରୀଆ ସ୍ଥିତ ଶ୍ରୀ ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ନିକଟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗଞ୍ଜାମ ସମେତ...
୨୪ରେ ଆସିବେ ମୋଦୀ;ଜଣାପଡ଼ିଯିବ ଓଡ଼ିଶା ବିଜେପିର ଆଗାମୀ ରୂପରେଖ:ଫୋକସରେ ଅପରାଜିତା,ବୈଜୟନ୍ତ!
ଭୁବନେଶ୍ୱର:ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି।ଖୋର୍ଦ୍ଧାରେ ହେବାକୁ ଥିବା ଏକ ଜନ ସମାବେଶରେ ମୋଦୀ ଉଦ୍ବୋଧନ ଦେବେ।ତେବେ ଏହି ଦିନ ବିଜେପି ଓଡ଼ିଶାର ଆଗାମୀ ରଣନୀତି ବାବଦରେ ଅନେକ...
ସୁନ୍ଦରପଦାରୁ ଆରମ୍ଭ:୪ ବର୍ଷ ୬ ମାସର କାମ,୬ ମାସରେ ପାରିବେ ଅପରାଜିତା!
ଭୁବନେଶ୍ୱର:୪ ବର୍ଷ ୬ ମାସର କାମ,କିନ୍ତୁ ସମୟ ମାତ୍ର ୬ ମାସ।୪ ବର୍ଷ ୬ ମାସର କାମ ୬ ମାସରେ କରିବାକୁ ପଡ଼ିବ ଅପରାଜିତା ଷଡ଼ଙ୍ଗୀଙ୍କୁ।ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ବିଧାନସଭା କ୍ଷେତ୍ର...
୨୪ରେ ଆସିବେ ମୋଦୀ,ଶେଷ ସପ୍ତାହରେ ରାହୁଲ
ଭୁବନେଶ୍ୱର:ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସିବେ।ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ଏକ ସମାବେଶକୁ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ।ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏନେଇ ସୂଚନା ଦେଇଛନ୍ତି।ସେହିପରି...
ଓଡ଼ିଶାରୁ ଗରିବ ଟ୍ୟାଗ ହଟିବା ଉଚିତ;ଏହା ଆମ ଆତ୍ମସମ୍ମାନର ପ୍ରଶ୍ନ:ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ସମସ୍ତ ପ୍ରକାର ସାଧନ ଥିବା ସତ୍ତ୍ୱେ ଆମେ ଗରିବ କାହିଁକି?ଓଡ଼ିଶାକୁ କାହିଁକି ଗରିବ କୁହାଯାଉଛି ନେଇ ଅପରିଜିତା...
ପଦଯାତ୍ରାରେ ବାହାରିବେ ଅପରାଜିତା:ଲୋକଙ୍କ ସହ ମିଶିବେ,ଲୋକଙ୍କଠାରୁ ଶୁଣିବେ
ଭୁବନେଶ୍ୱର:ବିଜେପି ପକ୍ଷରୁ ଚାଲିଥିବା "ଜନ ପରାମର୍ଶ ପଦଯାତ୍ରା"ରେ ନିଜକୁ ସାମିଲ କରିବେ ଅପରାଜିତା ଷଡ଼ଙ୍ଗୀ।ରାଜନୀତିରେ ପାଦ ଥାପୁ ଥାପୁ ଅପରାଜିତା ଆରମ୍ଭରୁ ହିଁ ସକ୍ରିୟ ହୋଇ ଉଠିଛନ୍ତି।ଏଥିରେ କାର୍ଯ୍ୟକର୍ତ୍ତା ମଧ୍ୟ ଖୁବ୍ ଉତ୍ସାହିତ...
ଡିସେମ୍ବର ୯ : ବିଶାଳ ହିନ୍ଦୁ ସମ୍ମିଳନୀ
ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୯ ତାରିଖରେ ଓଡ଼ିଶାର ଭୁବନେଶ୍ୱର,ବ୍ରହ୍ମପୁର ଏବଂ ବାଲେଶ୍ୱରଠାରେ ଆୟୋଜିତ ହେବ ବିଶାଳ ହିନ୍ଦୁ ସମ୍ମିଳନୀ।ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦାବିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ...
ଇନିକ୍ସପେକ୍ଟରଙ୍କ ହତ୍ୟା ଘଟଣା:ବଜରଙ୍ଗ ଦଳ ସଂଯୋଜକ ଗିରଫ
ବୁନ୍ଦେଲ ସହର:ଉତ୍ତର ପ୍ରଦେଶ ବୁନ୍ଦେଲ ସହରରେ ଗୋହତ୍ୟାକୁ ନେଇ ଘଟିଥିବା ହିଂସା ଘଟଣା ଏବଂ ଇନିକ୍ସପେକ୍ଟର ସୁବେଦ କୁମାର ସିଂଙ୍କ ହତ୍ୟା ଘଟଣାରେ ପୁଲିସ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଯୋଗେଶ ରାଜ୍...
ଆଜି ନୌସେନା ଦିବସ:ଆଜିର ଦିନରେ ପାକିସ୍ଥାନକୁ ଖଣ୍ଡ କରିଦେଇ ଥିଲା ଭାରତ
ଭୁବନେଶ୍ୱର:ଆଜି ନୌସେନା ଦିବସ।ଆଜିର ଦିନରେ ଭାରତ ପାକିସ୍ଥାନକୁ ଖଣ୍ଡ କରିଦେଇଥିଲା।ଏହାର ଶ୍ରେୟ ଯାଏ ଭାରତୀୟ ନୌସେନା ଉପରେ।ଭାରତୀୟ ବିମାନ ଘାଟି ଉପରେ ପାକିସ୍ଥାର ଆକ୍ରମଣ ଜବାବରେ ଭାରତୀୟ ନୌସେନା ୪,ଡିସେମ୍ବର,୧୯୭୧ ରାତିରେ ଯୁଦ୍ଧ...
କିଏ ହେବ ମୁଖ୍ୟମନ୍ତ୍ରୀ ପାର୍ଥି?ଜୁଏଲଙ୍କ ମନ୍ତବ୍ୟକୁ ଖଣ୍ଡନ,ପ୍ରତାପଙ୍କ କଥାକୁ ସ୍ୱୀକାର କଲେ ଧର୍ମେନ୍ଦ୍ର!
ଭୁବନେଶ୍ୱର:ଓଡ଼ିଶାରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?ଏନେଇ କିଛି ଦିନ ହେଲା ଆଲୋଚନା ହୋଇ ଆସୁଛି।ଏବଂ ଧର୍ମେନ୍ଦ୍ର ହିଁ ମୁଖ୍ୟମନ୍ତ୍ରୀ ପାର୍ଥି ଭାବରେ ଦଳ ଭିତରେ ପ୍ରଚାର ହୋଇ ଆସୁଥିଲା।ଏପରି ପ୍ରଚାରକୁ କେହି...
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ
ବଲାଙ୍ଗୀର ୩-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏବଂ କ୍ରିୟାନୁଷ୍ଠାନ କମିଟି...
ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ
ଭୁବନେଶ୍ୱର:ଆରମ୍ଭରୁ ଅପରାଜିତା ଷଡ଼ଙ୍ଗୀ ପୂରା ଆକ୍ସନ ମୁଡରେ। ଶନିବାର ଦିନ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଅପରାଜିତାଙ୍କ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ମୁଁ ପ୍ରତିଶୃତି ଦେଉଛି ପ୍ରଶାସନିକ ସେବା କ୍ଷେତ୍ରରେ...





