Home ଓଡ଼ିଶା “ସବକା ସାଥ ସବକା ବିକାଶ”:ଅପରାଜିତାଙ୍କ ଡକ୍ୟୁମେଣ୍ଟାରୀ ଭିଡିଓ ଜାରି

“ସବକା ସାଥ ସବକା ବିକାଶ”:ଅପରାଜିତାଙ୍କ ଡକ୍ୟୁମେଣ୍ଟାରୀ ଭିଡିଓ ଜାରି

1640

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ରାଜନୀତିକୁ ଆସିବା ପରଠାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା।ତାଙ୍କୁ ନେଇ ଅନେକ ଆଶା ଏବଂ ସମ୍ଭାବନା ନେଇ ବିଜେପି ଦଳ ଭିତରେ ଏବେ ଜୋରଦାର ଆଲୋଚନା ଚାଲିଛି।”ମୁଁ ନୁହେଁ,ଆମେ” ଟ୍ୱିଟ କରି ବିଜେପି ତୃଣମୂଳ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କର ମନ ଜିଣି ପାରିଥିବା ଅପରାଜିତାଙ୍କର ଏକ ଭିଡିଓ ଭାଇରାଲ ହେଉଛି।ଭିଡିଓଟିରେ ଅପରାଜିତା ବିଜେପି ଏବଂ ମୋଦୀଙ୍କର ସେହି ଶ୍ଳୋଗାନ “ସବକା ସାଥ ସବକା ବିକାଶ” କହିଥିବାର ଦେଖାଯାଉଛି।/ଦେବଦତ୍ତ

https://twitter.com/odiapuanews/status/1068057431639355393

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.