Home ଓଡ଼ିଶା ନିଜ ଘରକୁ ଆସି ଯାଇଛି,ବହୁତ ଖୁସି:ଅପରାଜିତା

ନିଜ ଘରକୁ ଆସି ଯାଇଛି,ବହୁତ ଖୁସି:ଅପରାଜିତା

1976

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱରରେ ଆସି ପହଁଚିଛନ୍ତି।ଭୁବନେଶ୍ୱର ଏୟାରପୋର୍ଟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ଏହାପରେ ସେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ କାର୍ଯ୍ୟକର୍ତ୍ତାଙ୍କ ସହ ମିଶିବେ ବୋଲି କହିଛନ୍ତି।ଭୁବନେଶ୍ୱରରେ ପହଁଚିବା ପରେ ଅପରାଜିତା କହିଥିଲେ ମୁଁ ନିଜେ ଘରକୁ ଆସି ଯାଇଛି।ବହୁତ ଖୁସି,ବହୁତ ଉତ୍ସାହିତ ଅଛି/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.