Home ଓଡ଼ିଶା ଅଯୋଧ୍ୟା:ଧର୍ମ ସଭା ଲାଇଭ

ଅଯୋଧ୍ୟା:ଧର୍ମ ସଭା ଲାଇଭ

1092

ଅଯୋଧ୍ୟା:ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଧର୍ମ ସଭା ଆରମ୍ଭ ହୋଇ ଯାଇଛି।ସାରା ଦେଶରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଏବଂ ରାମ ଭକ୍ତ କାର୍ଯ୍ୟକ୍ରମ ସ୍ଥଳୀରେ ଏକତ୍ରିକରଣ ହୋଇଛନ୍ତି।ମନ୍ଦିର ସପକ୍ଷରେ ଥିବା ମୁସଲିମ ସଂପ୍ରଦାୟ ପକ୍ଷରୁ ରାମ ଭକ୍ତଙ୍କ ଉପରେ ପୁଷ୍ପ ପକାଯାଇ ସ୍ୱାଗତ କରାଯାଇଥିଲା।ତେବେ ସୂଚନା ମୁତାବକ ଏପର୍ଯ୍ୟନ୍ତ ଭିତରେ ଧର୍ମ ସଂସଦରୁ ବିବାଦୀୟ ଜମି ଭାଗ ବଣ୍ଟନ ବିରୋଧରେ ମତ ପ୍ରକାଶ ପାଇଛି।ଭିଏଚପି ନେତା ଚମ୍ପତ ରାୟ ଏପରି କହିଛନ୍ତି/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.