Tag: Bhadrak News
ଅମୃତ ଜଳ ଯୋଗାଣ ବ୍ୟବସ୍ଥାକୁ ୫ ବର୍ଷ ପୂରିଲା, ୧୦ ହଜାରରୁ ଉର୍ଦ୍ଧ ଉପଭୋକ୍ତା...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଅମୃତ ଜଳ ଯୋଗାଣ ବ୍ୟବସ୍ଥା କୁ ଇତିମଧ୍ୟରେ ୫ ବର୍ଷ ପୁରିଲା ହେଲେ ସହରରେ...
ରୋଭର୍ସ କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ, ଯାଜପୁରର ମହାଲକ୍ଷ୍ମୀ ଟିମ୍କୁ ହରାଇ ଭଦ୍ରକର ରୋଭର୍ସ କ୍ଲବ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣାବଜାର ସ୍ଥିତ ମହାବୀର ପଡ଼ିଆରେ ରୋଭର୍ସ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରୋଭର୍ସ କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଯାଜପୁର ଦଳକୁ...
ଚଣ୍ଡିଖୋଲ-ଭଦ୍ରକ ରାଜରାସ୍ତା ପାଲଟିଛି ମରଣଯନ୍ତା, ଡିବିଏଲ୍ କଂପାନୀ ସଚେତନ ନହେଲେ କାର୍ଯ୍ୟାଳୟ ବନ୍ଦ ସହ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରିବର୍ତ୍ତିତ ଓ ପରିବର୍ଦ୍ଧିତ ପରିସ୍ଥିତିକୁ ନେଇ ରାଜରାସ୍ତା ସଂପ୍ରସାରଣ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଚଣ୍ଡିଖୋଲ-ଭଦ୍ରକ ରାସ୍ତାର ସଂପ୍ରସାରଣ...
ବେଆଇନ୍ ମାଟି ବୋହୁଥିବା ଟ୍ରାକ୍ଟର ଓଲଟି ଚାଳକ ମୃତ
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ଓ ତାର ନିକଟବର୍ତ୍ତୀ ଗେଲପୁର, ସାମରାଇପୁର ଓ କୋର୍କରା ଅଂଚଳରେ ବହୁ ବ୍ୟବସାୟୀ ବେଆଇନ୍ ଭାବେ ଟ୍ରାକ୍ଟର ଦ୍ୱାରା...
ଭଦ୍ରକ ସହରରେ ସେକ୍ସ ରାକେଟ୍ ଠାବ, ୨ ଯୁବକ କୋର୍ଟ ଚାଲାଣ, ଅଟକ ୪...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ଖୋଲମଖୋଲା ଚାଲିଛି ଦେହ ବେପାର । କଚେରୀ ପାଖରୁ ଆରମ୍ଭ କରି ଚରମ୍ପା ରେଲ୍ୱେ ଷ୍ଟେସନ ପର୍ଯ୍ୟନ୍ତ ବହୁ...
କଂଗ୍ରେସ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ, ଭଦ୍ରକରେ ମେଡ଼ିକାଲ କଲେଜ ପାଇଁ ବିଧାନସଭାରେ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ...
ଆଖୁଚାଷ ପ୍ରତି ପ୍ରୋତ୍ସାହନ ନାହିଁ ମୁଣ୍ଡରେ ହାତ ଦେଲେଣି ହଜାରହଜାର ଆଖୁଚାଷୀ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଆଖୁଚାଷ ପ୍ରତି ସରକାରଙ୍କର କୈାଣସି ପ୍ରୋତ୍ସାହନ ନାହିଁ । ଫଳରେ ମୁଣ୍ଡରେ ହାତଦେଇ ବସିଛନ୍ତି ହଜାର ହଜାର ଆଖୁଚାଷୀ...
କେବେ ବନ୍ଦ ହେବ ବେଆଇନ ଗୋ-ଚାଲାଣ!, ଗୋ-ଚାଲାଣ ରୋକିବାକୁ ଏସପିଙ୍କ ପ୍ରତିଶ୍ରୁତି ପାଣିର ଗାର...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ବନ୍ଦ ହେବ ବେଆଇନ ଗୋ-ଚାଲାଣ । ଏହି ବେଆଇନ କାରବାରକୁ ରୋକିବା ପାଇଁ ଗଠନ ହେବ ଏକ ସ୍ୱତନ୍ତ୍ର...
ଭାରତୀୟ ଜନତା ପାର୍ଟିର ଜିଲ୍ଲା କମିଟି ଓ ମୋର୍ଚ୍ଚା ସଭାପତି ଘୋଷିତ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କମିଟି, ବିଭିନ୍ନ ମୋର୍ଚ୍ଚା ଓ ସେଲ୍ର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।...
ଶହେ ବର୍ଷ ବିଦ୍ୟାଳୟ ଏବେ ଶ୍ରୀହୀନ, ୩ବର୍ଷ ବିତିଲେ ମଧ୍ୟ ଏଯାଏ ସରୁନି
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ପଂଚାୟତର ସର୍ବ ପୁରାତନ ଫଳପୁର ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟ ଏବେ ଶ୍ରୀହୀନ ହେବାକୁ ବସିଛି...
ମହିଳାଙ୍କୁ ଦୃବ୍ୟବହାର ନେଇ ୧୭ଜଣଙ୍କ ନାମରେ ମାମଲା, ୩କୋର୍ଟ ଚାଲାଣ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଞ୍ଚାୟତର ଜନୈକ ମହିଳା ଓ ତାଙ୍କ ଝିଅଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି...
ଭଦ୍ରକର ସୁନାମଧନ୍ୟ ଡାକ୍ତର ଅନୀଲ ବେହେରାଙ୍କ ପରଲୋକରେ ଜିଲାବ୍ୟାପୀ ଶୋକ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସୁପ୍ରତିଷ୍ଠିତ ଡାକ୍ତର ଅନୀଲ କୁମାର ବେହେରାଙ୍କର ଆଜି ଭୋର୍ ୫ଟା ସମୟରେ ୭୯ ବର୍ଷ ବୟସରେ ପରଲୋକ ଘଟିଛି ।...
ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକ ସାଂସଦଙ୍କ ବାସଭବନ ସମ୍ମୁଖରେ କ୍ରିୟାନୁଷ୍ଠାନ...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଜି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଭଦ୍ରକ ଜିଲାର ସାଂସଦ ମଂଜୁଲତା ମଣ୍ଡଳଙ୍କ...
ଭଦ୍ରକ କଲେଜ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିବା ଦୁଇ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଘଣ୍ଟ ଘୋଡାଉଥିବାର...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଡୁଆରେ ପଡିଥିବା ଦୁଇ ଅଧ୍ୟାପକଙ୍କୁ ଏକ ପ୍ରକାର ସୁରକ୍ଷା...
ବିବାହ ଭୋଜି ଖାଇ ୮୦ ଅସୁସ୍ଥ
ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧୀନ କଲେଇ ପଂଚାୟତ ଚୁନିଦା ଗ୍ରାମରେ ଏକ ବିବାହ ଭୋଜି ଖାଇ ୮୦ ଜଣ ଅସୁସ୍ଥ ହୋଇଛନ୍ତି ।...
ଅଭିନବ ଉପାୟରେ ସୁନା ଦୋକାନରୁ ଚୋରି
ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧୁଷୁରୀ ବଜାରରେ ଲକ୍ଷ୍ମୀ ଜୁଏଲାର୍ସରୁ ଅଭିନବ ଉପାୟରେ ସୁନାହାର ଚୋରି ହୋଇଥିବାର ସିସିଟିଭିରୁ କୟେଦ ହୋଇଛି । ସୂଚନା ଥାଉକି ଉକ୍ତ...
ଧାମନଗର ବିଜ୍ଞାପିତ ଅଞ୍ଚଳରେ ୧୦୦କୋଟିରୁ ଉର୍ଦ୍ଧ୍ୱ ବ୍ୟୟରେ ହେବ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଜିଲ୍ଲାପାଳଙ୍କ...
ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବିଜ୍ଞାପିତ ଅଞ୍ଚଳର ନୂଆକରି ଗଢି ଉଠିଥିବାବେଳେ ୧୧ଟି ୱାର୍ଡ଼କୁ ନେଇ ଗଠିତ ଏହି ବିଜ୍ଞାପିତ ପରିଷଦର ବିଭିନ୍ନ ଉନ୍ନୟନ ମୂଳକ...
ଅଗ୍ନିକାଣ୍ଡରେ ଦୁଇବଖରା ଘର ଭଷ୍ମିଭୁତ
ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମର ଗତକାଲି ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଅରୁଣ କୁମାର ରାଉତ, ଅଜୟ କୁମାର ରାଉତ...
ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ, ଯାଜପୁରକୁ ହରାଇ କେସିଏ ଧାମନଗର ଚମ୍ପିଆନ
ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଆନନ୍ଦ ବଜାରସ୍ଥିତ ଗଞ୍ଜାମାଳ ଗ୍ରାଉଣ୍ଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ପଣ୍ଡା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରାନ୍ତି କଲଚୁରାଲ ଆସୋସିଏସନ ଧାମନଗର...
ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ୩୭ତମ ସମାରୋହ
ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାର ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରେ ପୁରୁଣାବଜାର ସ୍ଥିତ ଜାମା ମସ୍ଜିଦ୍ ଛକଠାରେ ଦୁଇଦିନ ବ୍ୟାପୀ ଖ୍ୱାଜା ଗରିବ ନୱାଜ...





