Home Tags Bhadrak News

Tag: Bhadrak News

ଭଦ୍ରକରେ ନୂତନ ଆଦର୍ଶ ଥାନା ଉଦ୍‌ଘାଟିତ

0
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରାଞ୍ଚଳ ଥାନାର ନୂତନ ଥାନା ଗୃହ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି...

ରାଷ୍ଟ୍ରପତିଙ୍କ ଉପହାରରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ଦୁଇ ସ୍ୱାଧୀନତା ସଂଗ୍ରାମୀ

0
ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଗଷ୍ଟ ବିପ୍ଳବ ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଭଦ୍ରକ ଜିଲ୍ଲାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କୁ...

ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଦାବିପତ୍ର

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠ ନାଗରିକ ମହାସଂଘର ଏକ ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିିତ୍ସାଳୟର ବିଭିନ୍ନ ସମସ୍ୟାକୁ ନେଇ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ...

ଗଣ୍ଡଗରା ଗୋହିରାପଦୀ ରାସ୍ତା ନିିର୍ମାଣ ପାଇଁ ତଦାରଖ, ଦୀର୍ଘଦିନର ପକ୍କା ରାସ୍ତା ଦାବୀ ହେବ...

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ରାସ୍ତା ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ଅଞ୍ଚଳବାସୀ...

ସଡକ ଦୁର୍ଘଟଣା, ବାଇକକୁ ଶହେ ମିଟର ଘୋଷାଡି ନେଲା ମିନିଟ୍ରକ

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର କୋଳିପଦି କେନାଲ ଛକରେ ସଡକ ଦୁର୍ଘଟଣା ଘଟି ଜଣେ ବାଇକ...

ବିଦ୍ୟାଳୟରୁ ଚୋରି ଅଭିଯୋଗ

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନିର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ସୋମବାର ରାତ୍ରରେ ଚୋରି ହୋଇଥିବା...

ଭଙ୍ଗା କୁଡିଆରେ ବିତୁଛି ଦିନ, ଗୋଟିଏ ପରିବାରର ୬ ପ୍ରାଣୀଙ୍କୁ ଆବାସ ଯୋଜନା ହୋଇଛି...

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୁର୍ନିତୀର ଗନ୍ତାଘର ସାଜିଥିବା ବେଳେ ଏଠି ଥିଲାବାଲାଙ୍କୁ କେତେ ବେଳେ ପ୍ରଥମ ପର୍ଯ୍ୟାୟରେ ବିଜୁ କୁଡିଆ...

ନଦୀରେ ଘାଇ ନାହିଁ, ଧାମନଗରରେ ମନୁଷ୍ୟାକୃତ ବନ୍ୟା, ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଦାୟୀ...

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷର ପ୍ରଥମ ବନ୍ୟା ଧାମନଗରରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇ ଚାଷୀକୂଳର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥି ସଂଗେ ସଂଗେ...

ପାଣି ଉଠାଇବା ବେଳେ ସାଳନ୍ଦି ନଦୀରେ ଭାସି ଗଲେ ୩ କାଉଡିଆ, ଜଣେ ଉଦ୍ଧାର,ଅନ୍ୟ...

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ଥିଲା ଶ୍ରାବଣ ମାସର ୪ର୍ଥ ସୋମବାର । ଏଥିଲାଗି ବିଭିନ୍ନ ଶୌବ ପୀଠ ଗୁଡିକରେ ସକାଳୁ ସକାଳୁ ଭିଡ ପରିଲକ୍ଷିତ...

ଜିଲାରେ ୧୪ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ବନ୍ୟାଜଳ ଦ୍ୱାରା ପ୍ରଭାବିତ

0
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ପ୍ରଥମ ବନ୍ୟାରେ ଜିଲାର ଚାଷଜମି ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ବୁଣା ଓ ତଳି ପଡିଥିବା...

ରିହାନା ବିବି ହେଲେ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲ୍ ରାଜ୍ୟ ସଂପାଦିକା

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ରିହାନା ବିବି ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲର ରାଜ୍ୟ ସଂପାଦିକା । ସର୍ବଭାରତୀୟ କଂଗ୍ରେସ କମିଟି...

କଳାବ୍ୟାଜ ପିନ୍ଧି କାର୍ଯ୍ୟ କଲେ ପିିଇଓ, ୧୮ରୁ ଯିବେ ସମୂହ ଛୁଟିରେ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଧିନରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସୋମବାର ଠାରୁ ଜଳାବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି ।...

ପୋଖରୀରେ ପଡି ଶିଶୁ ମୃତ

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ କୁରିକଣା ଗ୍ରାମର ଚିତ୍ତରଞ୍ଜନ ନାୟକଙ୍କ ଶିଶୁପତ୍ର ଦିବ୍ୟପ୍ରକାଶ(୮) ସୋମବାର ଅପରାହ୍ନରେ ପୋଖରୀରେ...

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରିଜିୟନାଲ ସ୍ପୋର୍ଟ ମିଟ୍

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସ ୭ ଓ ୮ ତାରିଖ ଦିନ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ...

ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।...

ପୂର୍ବାନୁମାନ ସତ ହେଲା, ବର୍ଷାଧିକ କାଳ ଜଳ ନିଷ୍କାସନ ପଥ ମରାମତି ଅଭାବରୁ ବନ୍ୟାରେ...

0
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ୟା ପ୍ଲାବିତ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା ଧାମନଗର ଏବେ ଚଳିତ ବନ୍ୟାରେ ବେହାଲ ହୋଇପଡିଛି । ଯଦିଓ...

ବନ୍ୟା ପ୍ଲାବିତ ଅଂଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ସମାଜସେବୀ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ବିପନ୍ନ ଲୋକ ଏବେ ବିଭିନ୍ନ ଉଚ୍ଚା ସ୍ଥାନରେ ଭୋକ ଓପାସରେ ରହିଛନ୍ତି । ଯଦିଓ ସରକାରୀ ସହାୟତା...

ବନ୍ୟା ଦୁଃଖକୁ ଧାନ ତଳି ନଷ୍ଟ, ଚିନ୍ତାରେ ଚାଷୀ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀର ବନ୍ୟା ଦୁଃଖ ସହ ବିପନ୍ନ ଅଂଚଳରେ ଚାଷୀର ଧାନତଳି ନଷ୍ଟ ହୋଇଯିବା ‘ବେଡି ଉପେ କୋରଡା ମାଡ’ ସଦୃଶ ହୋଇଛି...

ମାଟି ଅତଡା ଖସିବାକୁ ନେଇ ଆତଙ୍କିତ ତରେଇସାହିବାସୀ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀରେ ଚଳିତବର୍ଷ ପ୍ରଥମବନ୍ୟା ଆସିଥିବାବେଳେ ଏହାଦ୍ୱାରା ନଦୀବନ୍ଧ କେତେକ ସ୍ଥାନରେ ଦୁର୍ବଳ ହୋଇଯାଇଛି । ବନ୍ୟାପାଣି ପ୍ରଭାବରେ କେଉଁଠି ଅତଡା...

ତାଲିକାଭୁକ୍ତ ଓକିଲମାନଙ୍କୁ ତାଲିମ୍ ପ୍ରଦାନ

0
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା କୋର୍ଟ ପରିସର ନଳାଙ୍ଗ, ଭଦ୍ରକରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ତାଲିକା ଭୁକ୍ତ ଓକିଲ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଅଛି...