Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ନିମ୍ମମାନର ଛତୁଆ ପ୍ରସ୍ତୁତି ପାଇଁ ସୁପର ଭାଇଜର ଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

0
ମାଲକାନଗିରି,୨୫ା୧୦ (ଓଡିଆ ପୁଅ) ନିମ୍ମମାନର ଛତୁଆ ପ୍ରସ୍ତୁତି କରାଯାଇ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଉଥିବାର ଅଭିଯୋଗ ପାଇ କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ସୁପରଭାଇଜର ଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।...

ଜିଲ୍ଲାପାଳଙ୍କ ଆହର କେନ୍ଦ୍ର ପରିଦର୍ଶନ,ଖାଦ୍ୟର ମାନ ଜାଚଂ,୬ଟି ଏ.ସି ଓ ଜଳବିଶୋଧକ ଲଗାଇବା ପାଇଁ...

0
ମାଲକାନଗିରି,୨୪ା୧୦ (ଓଡିଆ ପୁଅ ) ସବୁଜିଲ୍ଲାକୁ ମନ୍ତ୍ରୀ ଗସ୍ତକରି ଜିଲ୍ଲାରେ ଥିବା ଆହର କେନ୍ଦ୍ର,ଆଦିବାସୀ ହରିଜନ ମଙ୍ଗଳବିଭାଗର ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଯୋଗାଇ ଦିଆ ଯାଉଥିବା ଖାଦ୍ୟ ଖାଇ ତାର ମାନ...

ଛୁରା ମରା ଘଟଣା,୩ଗୁରୁତର କୋରାପୁଟ ହସପିଟାଲରେ ଅପରେସନ ପରେ ସୁସ୍ଥ , ଦୁଇ ଅଭିଯୁକ୍ତ...

0
ମାଲକାନଗିରି,୨୪ା୧୦ (ଓଡିଆ ପୁଅ ) ମଙ୍ଗଳବାର ରାତ୍ରରେ ମାଲକନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ଏମପିଭି ୩୩ଗ୍ରାମରେ ଦୁଇସଉତୁଣୀ ଙ୍କ ବିବାଦ ତୁଟାଇବା ସମୟରେ ଗ୍ରାମସଭା ପାଲଟିଥିଲା ରଣ କ୍ଷେତ୍ର,ଅଭିଯୁକ୍ତ ଯୁବକର ଛୁରାମାଡରେ ୨ଜଣଙ୍କର...

କାଲିମେଳାରେ ଖାପ ପଞ୍ଚାୟତ : ଛୁରା ମାଡ଼ରେ ୨ ମୃତ, ୪ ଆହତ

0
ମାଲକାନଗିରି ୨୨-୧୦ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ଗାଁ ରେ ଅଭାବନୀୟ ଘଟଣା। ଗାଁ କମିଟିର ସଭା ଚାଲୁଥିବା ବେଳେ ଜଣେ ଯୁବକଙ୍କ ଛୁରା ମାଡରେ...

ମାଲକାନଗିରି ଜିଲ୍ଲା ପୁଲିସ ପକ୍ଷରୁ ୬୦ତମ ପୁଲିସ ସହୀଦ ଦିବସ ପାଳିତ

0
ମାଲକାନଗିରି,୨୧ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ୬୦ତମ ପୁଲିସ ସହୀଦ ଦିବସ ଆଜି ସକାଳେ ଜିଲ୍ଲାପୁଲିସ ପଡିଆ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାଆରକ୍ଷୀ ଅଧୀକ୍ଷକ ରିଶିକେଶ ଖିଲାରୀ ଡି ମୁଖ୍ୟଅତିଥି ଭାବେ...

ମାଲକାନିଗିରି ଜିଲ୍ଲାର ଉନ୍ନତିପାଇଁ ବିଜେପି ଦଳର ନେତା  ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ

0
ମାଲକାନଗିରି,୨୧ା୧୦ (ଓଡିଆ ପୁଅ ) ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ମାଲକାନଗିରି ବିଜେପି ଦଳ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଙ୍କୁ ଭେଟି ପୁସ୍ପମାଲ୍ୟାର୍ପଣ କରି ସମ୍ବୋର୍ଦ୍ଦନା ଜ୍ଞାପନ କରିବା ସହିତ ଜିଲ୍ଲାର...

ମାଓବାଦୀଙ୍କ ପ୍ରଜାକୋର୍ଟରେ ଦଣ୍ଡିତ ଆଦିବାସୀ ପରିବାର,ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଲେ

0
ମାଲକାନଗିରି,୨୧ା୧୦(ଓଡିଆ ପୁଅ ) କିଛିଦିନ ନିରବତା ପରେ ପୁଣି ବଣ୍ଡାଘାଟିରେ ମାଓବାଦୀ ମାନେ ମାତି ଉଠିଛନ୍ତି । ପୁଲିସ ସୁଚନାଦାତା କହି ମୁଦୁଲିପଡା ଥାନାସ୍ଥ ଡାବୁଗୁଡା ଗାଁର ଜଣେ ଆଦିବାସୀ ପରିବାରର ୧୩ଜଣ...

କଡାପୁଲିସ ସୁରକ୍ଷା ମଧ୍ୟରେ ରାଜ୍ୟପାଳଙ୍କ ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

0
ମାଲକାନଗିରି,୨୧ା୧୦ (ଓଡିଆ ପୁଅ ) ମହାମହିମ ରାଜ୍ୟପାଳଙ୍କ ମାଲକାନଗିରି ଜିଲ୍ଲା ଗସ୍ତକାର୍ଯ୍ୟକ୍ରମ କଡାପୁଲିସ ସୁରକ୍ଷା ମଧ୍ୟରେ ଆଜି ଶେଷହୋଇ ଯାଇଛି । ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଓଡିଶାର ରାଜ୍ୟପାଳ ପ୍ରଫେସର...

ମୌଳିକ ସୁବିଧାରୁ ବଚିଂତ ୮୫ ବର୍ଷର ଆଦିବାସୀ ବୃଦ୍ଧା ଫୁଲମତୀ

0
ମାଲକାନଗିରି,୨୦ା ୧୦ (ଓଡିଆ ପୁଅ): ଗରିବ ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ...

ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ବିଏସଏନଏଲ ସେବା ଠପ୍‌, ଫୋନ୍ ଓ ଇଟଂରନେଟ ବନ୍ଦ, ଜନସାଧାରଣ...

0
ମାଲକାନଗିରି,୨୦ା୧୦ (ଓଡିଆ ପୁଅ ) ଗତ କିଛିଦିନ ହେଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଟେଲିଫୋନ,ଇଟଂରନେଟ ସେବା ଲୁଚକାଳି ଖେଳୁଛି । କେତବେଳେ ଘଟାଂଏ ଆସି ଦିନତମାମ ପଳାଉଛିତ ଆଉ କେତେବେଳେ...

ରାତିପାହିଲେ ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ,ଚଳଚଚଂଳ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ 

0
ମାଲକାନଗିରି,୨୦ା୧୦ (ଓଡିଆ ପୁଅ ) ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା କାଲି ମାଲକାନଗିରି ଜିଲ୍ଲାକୁ ଗସ୍ତରେ ଆସୁଛନ୍ତି । ରାଜ୍ୟପାଳଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ସାରି...

ସରକାରି ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରରେ ଅବ୍ୟବସ୍ଥା,ପ୍ରତି ପଡିକାର୍ଡ ଧାରିଙ୍କ ଠାରୁ ୨୦ଟଙ୍କା ଲେଖା...

0
ମାଲକାନଗିରି,୧୯ା୧୦(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମୋ ସରକାର ଯୋଜନା କବେଳ କାଗଜ କଲମରେ ସିମିତ ହୋଇରହିଛି, ବିଭିନ୍ନ ଜିଲ୍ଲାରେ ଲାଚଂ ମାଗୁଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧରାଯାଉଥିବା ବେଳେ...

ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଚମ୍ପା ଏବେ ହସପିଟାଲ ଶଯ୍ୟା ରେ ବଚିଂବା...

0
ମାଲକାନଗିରି,୧୯ା୧୦(ଓଡିଆ ପୁଅ )ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଚମ୍ପା ଏବେ ମାଲକାନଗିରି ଜିଲ୍ଲା ହସପିଟାଲ ଶଯ୍ୟା ରେ ବଚିଂବା ପାଇଁ ସଂଘର୍ଷ ଚଳାଇଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ସର୍ଗିଗୁଡା...

ଘରୋଇ କ୍ଲିନିକ ମାଲିକ ଏବଂ କର୍ମଚାରୀ ଗିରଫ

0
ମାଲକାନଗିରି; (ଓଡ଼ିଆ ପୁଅ/ସୁଚିତ୍ରା ଦାଶ): ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ଏକ ଘରୋଇ କ୍ଲିନିକର ମାଲିକ ଏବଂ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ମାଗଣା ସେବା ଏବଂ ପରୀକ୍ଷା...

ମାଲକାନଗିରି ଜିଲ୍ଲାରେ ଅଜଣାରୋଗ ଆତଙ୍କ,ଜଣେ ମୃତ,୨୦ ଆକ୍ରାନ୍ତ,ଡାକ୍ତରୀ ଦଳଙ୍କ ରକ୍ତ ନମୁନା ସଂଗ୍ରହ

0
ମାଲକାନଗିରି,୧୪ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଅଜଣାରୋଗର ଆତଙ୍କ ଲୋକଙ୍କ ପିଛା ଛାଡୁନାହିଁ । ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଚାଂୟତ ନିକଟବର୍ତି ଏମଭି୭୫ ଗ୍ରାମରେ ଅଜଣା ରୋଗରେ ଜଣେ ବାଳକ ଆକ୍ରାନ୍ତ...

ମାଲକାନଗିରି ଜିଲ୍ଲାରେ ବିଜୁ ଯୁବବାହିନୀର ରକ୍ଷକ ଓ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ

0
ମାଲକାନଗିରି,୧୪ା୧୦ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ବିଜୁ ଯୁବବାହିନୀ ପକ୍ଷରୁ ରକ୍ଷକ ତଥା ସଡକ ସୁରକ୍ଷା ଜନ ସଚେତନତା କାର୍ଯ୍ୟକ୍ରମ ବିଜୁ ଯୁବବାହିନୀର ଜିଲ୍ଲାସଂଯୋଜକ ବିନାଶକୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଆଦର୍ଶ ଥାନା...

ଜୁଆଆଡ୍ଡାରେ ଚଢଉ:୭ଗିରଫ ୬ଟି ବାଇକସହ ୯୬ହଜାର୫୦୦ଟଙ୍କା ଜବତ

0
ମାଲକାନଗିରି,୧୪ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଥାନା ପୁଲିସକୁ ମିଳିଛି ସଫଳତା ,ଏକ ଜୁଆ ଆଡ୍ଡାଉପରେ ଚଢଉ କରି ୭ଜଣଙ୍କୁ ଗିରଫ କରିବାସହ ୬ଟି ବାଇକ ଓ ନଗଦ ୯୬ହଜାର୫୦୦ଚଙ୍କା ,ତାସ...

ମାଲକାନଗିରି ରେ କୁମାରୀ ପାଳିଲେ କୁମାରପୁର୍ଣ୍ଣିମା ଉତ୍ସବ

0
ମାଲକାନଗିରି, ୧୩ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର କାଲିମେଳା, ମୋଟୁ, ଏମଭି୭୯, ଏମଭି୭୨, ପଡିଆ, ଗମ୍ଫାକୋଣ୍ଡା, ଏମଭି୧୯, ଏମଭି୧୭, ମାଲାକନଗିରି, କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ତାର୍ଲା କୋଟା, ଖଇରପୁଟ, କୁଡୁମୁଲୁଗୁମ୍ମା, ମାଥିଲି,...

ଛାଡପତ୍ରକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ, ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର

0
ମାଲକାନଗିରି, ୧୩ା୧୦(ଓଡିଆ ପୁଅ ) ଛାଡପତ୍ର କୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଗତ କାଲି ରାତ୍ରରେ ଉଗ୍ର ରୂପନେଇ ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀଗୁରୁତର ହୋଇଥିବା ବେଳେ ସ୍ୱାମୀ ଫେରାର...

ମାଲକାନଗିରି ଜିଲ୍ଲାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା

0
ମାଲକାନଗିରି, ୧୩ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜିଠାରୁ ମା ଗଜଲକ୍ଷ୍ମୀ ପୂଜା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ବିଶେଷ କରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ...