Premananda Das
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଘରଘର ବୁଲି ଗରିବ ଲୋକଙ୍କୁ ସଚେତନ କରାଇବା ସହ ବାଣ୍ଟିଲେ...
ବଡ଼ବିଲ ,ତା ୨୦ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଆଦିବାସୀ ବିକାଶ ସମିତି ପକ୍ଷରୁ ଅଧ୍ୟକ୍ଷା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ନିଜେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘରଘର ବୁଲି କିଛି ମାଙ୍କଡ଼ିଆ...
ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି
କେନ୍ଦୁଝର,ତା ୨୦ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ତୀର୍ଥ ପାତ୍ରଙ୍କ ରିପୋର୍ଟ, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ସଂନ୍ଧ୍ୟା ସମୟରେ...
ଦ ଗ୍ରୀନ ଯବାନ ଯୁବକ ସଂଘ ପକ୍ଷରୁ ଘର ଘର ବୁଲି ମାସ୍କ, ସାବୁନ...
ବଡ଼ବିଲ,ତା ୧୯ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଗରୀବ ଖଟିଖିଆଙ୍କୁ ସହାୟତାର ହାତ ବଢାଇଲେ ଦ ଗ୍ରୀନ ଯବାନ ଯୁବକ ସଂଘର ସଦସ୍ୟମାନେ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ...
ପୋଲିସ୍ ଇନଫର୍ମର ସନ୍ଦେହରେ ଆଶାଦିଦିଙ୍କୁ ଅଶ୍ଳିଳ ଭାଷା ସହ ମାଡ଼, ନ୍ୟାୟ ପାଇଁ ହେଲେ...
କେନ୍ଦୁଝର,ତା ୧୮ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଓ ଥାନା ଶାଳବଣି ପଞ୍ଚାୟତ ଅନ୍ତର୍ଗତ ବାଲିପସି ଗ୍ରାମରେ ଏକ ସଭ୍ୟ ସମାଜରେ ଘଟିଛି ଅସଭ୍ୟ କାଣ୍ଡ...
କରୋନା ପାଇଁ ହରିଚନ୍ଦନପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଆଦିବାସୀ ଇଲାକାରେ ସଚେତନତା କାର୍ଯ୍ୟକ୍ରମ, ଘରଘର...
ହରିଚନ୍ଦନପୁର,ତା ୧୮ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ମହାମାରୀ ଠାରୁ ସୁରକ୍ଷିତ ରହିବା ପାଇଁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ସଚେତନତା...
ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ ଭି.କେ...
କେନ୍ଦୁଝର,ତା ୧୬ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଥିବା କୋଭିଡ୍...
ହରିଚନ୍ଦନପୁର ବନବିଭାଗର ଚଢ଼ାଉ, ୨ଜଣ ଶିକାରୀ ଗିରଫ ଓ ଗୋଟିଏ ବନ୍ଧୁକ ଜବତ
ହରିଚନ୍ଦନପୁର, ତା ୧୨ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ବନବିଭାଗ ଅଧିନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ ୨ଜଣ ଶିକାରୀଙ୍କ ସହ ଗୋଟିଏ...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ପୋଲିସ ତଦନ୍ତ ଜାରି
ଆନନ୍ଦପୁର, ତା ୧୧ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଶିକାବେଡ଼ା ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ନୃଶଂସ ଭାବେ ହତ୍ୟା କରାଯାଇଛି...
ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ
ହରିଚନ୍ଦନପୁର, ତା ୦୬ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର...
କରୋନା ସମ୍ପର୍କିତ ଆପତ୍ତିଜନକ ଭିଡିଓ ଓ ମ୍ୟାସେଜ୍ ଭାଇରାଲ ଘଟଣାରେ ଜଣେ ଗିରଫ
ବଡ଼ବିଲ ,ତା ୦୫ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ରବିବାର ଦିନ କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ...
ଲକ୍ ଡାଉନ୍ ସମୟରେ ପାନୀୟ ଜଳ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା,...
କେନ୍ଦୁଝର, ତା ୦୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଲକ୍ ଡାଉନ୍ ସମୟରେ ପାଣି ଟୋପାଏ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା । ଗ୍ରୀଷ୍ମପ୍ରବାହ ଭିଷଣ ଖରା ଓ ଦେଶରେ...
ଲକ୍ ଡାଉନ୍ ସମୟରେ ବିଦ୍ୟୁତ୍ ଓ ପାନୀୟ ଜଳ ସମସ୍ୟା, ବକେୟା ବିଦ୍ୟୁତ୍ ବିଲ୍...
କେନ୍ଦୁଝର,ତା ୦୨ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
ଗ୍ରୀଷ୍ମପ୍ରବାହ ଭିଷଣ ଖରା ଓ ଗରମ୍ ସାଙ୍ଗକୁ କରୋନା ମହାମାରୀ ଭାଇରସର ଆତଙ୍କ କାରଣରୁ ସରକାରଙ୍କ ଲକ୍ ଡାଉନ୍ ନିୟମ । ବର୍ତ୍ତମାନ ସମୟରେ ଲୋକମାନଙ୍କ...
ଛାତ୍ରଛାତ୍ରୀଙ୍କ ଚାଉଳ କୁପନ ସଂଗ୍ରହ ନିମନ୍ତେ ୧୧ କିଲୋମିଟର ପାଦରେ ଚାଲିଲେ ଅଭିଭାବକ, ସରକାରଙ୍କ...
ହରିଚନ୍ଦନପୁର, ତା ୦୧ ଅପ୍ରେଲ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ପେଟରେ ଭୋକ ମୁଣ୍ଡରେ ଝାଳ, ମନରେ ପୋଲିସର ଭୟ ରଖି ଭିଷଣ ଖରାରେ ଚାଉଳ କୁପନ ନିମନ୍ତେ ଦୂରଦୁରାନ୍ତରୁ ପାଦରେ ଚାଲିଚାଲି ବିଦ୍ୟାଳୟକୁ ଆସିଲେ...
ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
ହରିଚନ୍ଦନପୁର, ତା ୩୦ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଗଣ୍ଡଡିହା ମଙ୍ଗଳପୁର ସାହିର ବିଭିଷଣ ନାଏକଙ୍କ ମୃତଦେହ ଆଜି ସକାଳ ସମୟରେ ଗ୍ରାମ ନିକଟସ୍ଥ ପୋଖରୀରୁ ଉଦ୍ଧାର...
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, ସାଢେ଼ ୧୩ କିଲୋ ବଦଳରେ ସାଢେ଼ ୧୧...
ହରିଚନ୍ଦନପୁର, ତା ୨୭ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଉଲ୍ଲେଖ ଯୋଗ୍ୟ ମୁତାବକ କରୋନା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୫୪ଲକ୍ଷ ଛାତ୍ରଛାତ୍ରୀଙ୍କୁ ୩ ମାସ ମଧ୍ୟାହ୍ନ ଭୋଜନର...
ମହୁଲ ଗଛରେ ଦଉଡ଼ି ଲଗାଇ ଯୁବକଙ୍କ ଆତ୍ମହତ୍ଯା
ହରିଚନ୍ଦନପୁର,୨୭ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ପଙ୍ଗାପଶି ଗ୍ରାମ ଭାଗବତ ମହାରଣାଙ୍କ ବଡପୁଅ ବଗୁଲୁ ମହାରଣା ଗୁରୁବାର ବିଳମ୍ବିତ ରାତିରେ ଘରପାଖରେ...
ହରିଚନ୍ଦନପୁରବାସୀଙ୍କୁ କରୋନା ଭୟ, ଅଭିଯୋଗ ପରେ ପୋଲିସ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ବନ୍ଦ
ହରିଚନ୍ଦନପୁର, ତା ୨୦ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଚିନରୁ ସୃଷ୍ଟି ହୋଇ ସମସ୍ତ ଦେଶରେ ବ୍ୟାପିଥିବା ମହାମାରୀ କରୋନା ସଂକ୍ରମଣ ଭୁତାଣୁକୁ ନେଇ ସମସ୍ତ ଅଞ୍ଚଳ ଭୟଭୀତ ଥିବା ବେଳେ ସେଥିରୁ କେନ୍ଦୁଝର...
୬ ମାସ ପୂର୍ବରୁ କୁକୁର ଆକ୍ରମଣରେ ଶିକାର ହୋଇ ଆହାତ ହୋଇଥିବା ୪ ବର୍ଷ...
ହରିଚନ୍ଦନପୁର, ତା ୧୫ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମ ନିକଟସ୍ଥ କରଡାପାଳରେ କୁକୁର ଆକ୍ରମଣର ଶିକାର ହୋଇ ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି...
ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ହରିଚନ୍ଦନପୁର, ତା ୧୫ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବିନତୀ ସାହୁଙ୍କ ଝୁଲନ୍ତା ମୃତଦେହ...
ସମସ୍ୟାରେ କେନ୍ଦୁଝରର ବେଶ୍ ପରିଚିତ ପର୍ଯ୍ୟଟନସ୍ଥଳୀ ମା ଗଡ଼ଚଣ୍ଡୀ, ପ୍ରଶାସନର ଦୃଷ୍ଟି ପଡିବ କେବେ...
କେନ୍ଦୁଝର ,ତା ୧୩ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ପ୍ରକୃତିରାଣୀର ମୁଖ୍ୟ ଗନ୍ତାଘର ଆଖ୍ୟା ପାଇଥିବା ବେଳେ କୋଣ ଅନୁକୋଣରେ ପ୍ରକୃତିର ଦାନ, ଜଳପ୍ରପାତ, ଖଣିଜପଦାର୍ଥ, ଗିରିଶୃଙ୍ଗ, ଗୁମ୍ପା...