Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ରାମ ମନ୍ଦିର ପାଇଁ ୫୧,୦୦୦ ଟଙ୍କା ଦାନ କଲେ ସିୟା ୱାକଫ ବୋର୍ଡ ଚେୟାରମ୍ୟାନ

0
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସିୟା ୱାକଫ ବୋର୍ଡ ଚେୟାରମ୍ୟାନ ବସିମ ରିଜ୍ଜବୀ କହିଛନ୍ତି ଭଗବାନ ରାମ ସମସ୍ତଙ୍କର।ରାମ ମୁସଲମାନ ମାନଙ୍କର ମଧ୍ୟ ପୂର୍ବଜ ଅଟନ୍ତି।ସେଥିପାଇଁ ସେ ଅଯୋଧ୍ୟାର ରାମ ଜନ୍ମଭୂମି ସ୍ଥଳରେ ହେବାକୁ...

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତିକୁ ଅପମାନ

0
ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ୟୁନିଭରସିଟି (ଜେଏନୟୁ) ପରିସରରେ ପ୍ରଶାସନିକ ବ୍ଲକ ପାଖରେ ସ୍ଥାପନ କରାଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ପାଖରେ କେତେକ ଦୁର୍ବୁତ୍ତ ଭଗବା ଜଲେଗା (ଗେରୁଆ ଜଳିବ) ଲେଖିବା ସହ ବିଜେପି...

ରୁଷ ବିଜୟ ଦିବସରେ ଯୋଗଦେବେ ମୋଦୀ

0
ନୂଆଦିଲ୍ଲୀ: ରୁଷର ବିଜୟ ଦିବସ (ଭିକ୍ଟ୍ରି ଡେ')ରେ ଯୋଗଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବ୍ରାଜିଲ ଗସ୍ତ ଅବସରରେ ରାଜଧାନୀ ବ୍ରାସିଲିୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ମଧ୍ୟରେ...

ଝଡ଼ି ଗଲେଣି ଚିଦାମ୍ବରମ; କମି ଯାଇଛନ୍ତି ୮ ରୁ ୯ କେଜି

0
ନୂଆଦିଲ୍ଲୀ: ଝଡ଼ି ଗଲେଣି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ।୮ ରୁ ୯ କିଲୋ ଓଜନ କମି ଯାଇଛି ତାଙ୍କର।ଦିଲ୍ଲୀ ଅଦାଲତଙ୍କ ପକ୍ଷରୁ ଆଇଏନଏକ୍ସ ମିଡିଆ ମନୀ ଲ୍ୟାଣ୍ଡରିଙ୍ଗ ମାମଲାରେ...

ବ୍ରାଜିଲ ରାଷ୍ଟ୍ରପତି ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

0
ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋ ୨୦୨୦ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।ବ୍ରାଜିଲ ରାଜଧାନୀ ବ୍ରାସିଲିୟାରେ ଚାଲିଥିବା ୧୧ତମ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

କ୍ଷମା ମାଗିଲେ ରାହୁଲ ଗାନ୍ଧୀ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ 'ଚୌକିଦାର ଚୋର' ମନ୍ତବ୍ୟ ଦେବା ଏବଂ ଏହି ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ସାହାରା ନେଇଥିବା ଅଭିଯୋଗରେ କ୍ଷମା ମାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।ରାହୁଲ...

ସବରୀମାଳା ପ୍ରସଙ୍ଗ: ବଡ଼ ବେଞ୍ଚକୁ ଦାୟିତ୍ୱ

0
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସବରୀମାଳା ବିବାଦ ପ୍ରସଙ୍ଗର ଶୁଣାଣି ଦାୟିତ୍ୱ ୭ ଜଣିଆ ବଡ଼ ବେଞ୍ଚକୁ ହସ୍ତାନ୍ତର କରିଛନ୍ତି।୭ ଜଣିଆ ବଡ଼ ବେଞ୍ଚ ଏବେ ଏହାର ଶୁଣାଣି କରିବେ।ଏବେ ମନ୍ଦିରରେ ୫୦ ବର୍ଷ ବୟସରୁ...

ସରକାରଙ୍କୁ କ୍ଲିନଚିଟ୍: ରାଫେଲ୍ ଡିଲ୍ ପୁନଃବିଚାର ଆବେଦନ ଖାରଜ

0
ନୂଆଦିଲ୍ଲୀ: ରାଫେଲ୍ ଡିଲ୍ ଦୁର୍ନୀତି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦେଶର ସବୁଠୁ ବଡ଼ ଅଦାଲତରୁ କ୍ଲିନଚିଟ୍ ମିଳିଛି।ରାଫେଲ୍ ଡିଲ୍ ଦୁର୍ନୀତି ନେଇ କରାଯାଇଥିବା ପୁନଃବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ରାୟ...

ଆଜି ସୁପ୍ରିମକୋର୍ଟ ଶୁଣାଇବେ ତିନୋଟି ବଡ଼ ରାୟ

0
ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ଆଜି ସୁପ୍ରିମକୋର୍ଟ ଶୁଣାଇବାକୁ ଯାଉଛନ୍ତି ତିନୋଟି ବଡ଼ ମାମଲାର ରାୟ।ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ...

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ : ୧୦୦ରୁ ଉର୍ଦ୍ଧ୍ଵ ଆହତ

0
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଥିବା ଫାଲକନ ମାରାଇନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୧୦୦ରୁ ଉର୍ଦ୍ଧ୍ଵ କର୍ମଚାରୀ ଆହତ ହୋଇଛନ୍ତି।ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଆହତଙ୍କ ମଧ୍ୟରେ...

କାବୁଲରେ କାର ବମ୍ ଧମାକା; ୭ ମୃତ

0
କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୃହ ମନ୍ତ୍ରଳାୟ ନିକଟରେ ଏକ କାର ବମ୍ ବିସ୍ଫୋରଣରେ ଅତି କମରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ...

ଘଣ୍ଟାକ ଭିତରେ ୧୦୪ ବର୍ଷୀୟ ପତି ଏବଂ ୧୦୦ ବର୍ଷୀୟ ପତ୍ନୀଙ୍କ ମୃତ୍ୟୁ

0
ନୂଆଦିଲ୍ଲୀ: ତାମିଲନାଡୁର ପୁଦୁକୋଟ୍ଟାଇ ଅଞ୍ଚଳରେ ରହୁଥିବା ଜଣେ ୧୦୪ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ହେବାର ଘଣ୍ଟାକ ଭିତରେ ତାଙ୍କ ୧୦୦ ବର୍ଷୀୟା ବୃଦ୍ଧା ପତ୍ନୀଙ୍କର ମୃତ୍ୟୁ ଘଟିଛି।୭୫ ବର୍ଷ ତଳେ ଦୁଇ...

ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ; ପରୋଲରେ ମୁକ୍ତ

0
ନୂଆଦିଲ୍ଲୀ: ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଏ. ଜୀ. ପେରରୀବଲନଙ୍କୁ ୩୦ ଦିନ ପାଇଁ ପରୋଲରେ ମୁକ୍ତ କରାଯାଇଛି।ତାମିଲନାଡୁ ସ୍ଥିତ ବେଲୋର ସେଣ୍ଟ୍ରାଲ ଜେଲରୁ...

ମୋଦିଙ୍କୁ ଶିବଲିଙ୍ଗ ଉପରେ ବିଛା କହିବା ମନ୍ତବ୍ୟରେ ଥରୁରଙ୍କ ନାମରେ ୱାରେଣ୍ଟ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଲିଙ୍ଗ ଉପରେ ବସିଥିବା ବିଛା ନେଇ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନାମରେ ଦିଲ୍ଲୀର ଏକ ଅଦାଲତ ୱାରେଣ୍ଟ ଜାରୀ କରିଛନ୍ତି।ସୂଚନାଯୋଗ୍ୟ ଯେ...

ମରିଗଲେ ୧୦ଟି ପ୍ରଜାତିର ୧୫୦୦ ପକ୍ଷୀ

0
ନୂଆଦିଲ୍ଲୀ: ରାଜସ୍ଥାନର ସାମ୍ଭର ହ୍ରଦରୁ ୧୦ଟି ପ୍ରଜାତିର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ଵ ମୃତ ପକ୍ଷୀ ମିଳିଛନ୍ତି।ଏକ ମେଡିକାଲ ଟିମ୍ ବାଡ୍ ଫ୍ଲୁ ର ଆଶଙ୍କା କରିଛନ୍ତି।କିନ୍ତୁ ଅଧିକାରୀମାନେ ଦୂଷିତ ଜଳ ଯୋଗୁଁ ପକ୍ଷୀ...

ସିୟା ଏବଂ ସୁନ୍ନୀ ୱାକଫ ବୋର୍ଡ ମୁଖିଆଙ୍କୁ ୱାଇ+ ସୁରକ୍ଷା

0
ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ପରେ ଉତ୍ତରପ୍ରଦେଶ ସରକାର ୟୁପି ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରମୁଖ ବସିମ ରିଜବୀ ଏବଂ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରମୁଖ ଜୁଫର ଫାରୁକୀଙ୍କୁ ୱାଇ+...

ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

0
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ।ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ପଠାଇବା ପରେ ଏବଂ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ପରେ ଶେଷରେ ରାଷ୍ଟ୍ରପତି ରାମନାଥ...

ଅଚାନକ ଡକାଗଲା କେନ୍ଦ୍ର କ୍ୟାବିନେଟ ବୈଠକ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମାନଙ୍କର ବୈଠକ ଡକାଇଥିବା ସୂଚନା ମିଳିଛି।ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ଏହି ବୈଠକ ଡକାଯାଇଛି।ଏହା କୌଣସି ପୂର୍ବ ନିର୍ଦ୍ଧାରିତ କେନ୍ଦ୍ର...

ଦୁଇ ଟ୍ରେନ ମଧ୍ୟରେ ଧକ୍କା : ୧୫ ମୃତ, ୫୦ରୁ ଉର୍ଦ୍ଧ୍ବ ଆହତ

0
ନୂଆଦିଲ୍ଲୀ: ବାଙ୍ଗଲାଦେଶରେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।ସିଲହଟରୁ ଚଟଗାଓଁ ଯାଉଥିବା...

ସଉତୁଣୀ ଆଉ ପୁରୁଣା ପ୍ରେମ ..

0
ଭୁବନେଶ୍ୱର: ଶିବସେନା ଏବଂ ବିଜେଡି ମଧ୍ୟରୁ ବିଜେପିର ଶତୃ କିଏ, ଆଉ କିଏ ମିତ୍ର?ସାଂପ୍ରତିକ ରାଜନୈତିକ ସ୍ଥିତିକୁ ଦେଖି ଏହି ପ୍ରଶ୍ନ ମନରେ ଉଙ୍କି ମାରୁଛି।ବିଜେପି ଏବଂ ଶିବସେନା ମେଣ୍ଟ ବହୁ ପୂରୁଣା।ପ୍ରାୟ...