Home ଓଡ଼ିଶା ମରିଗଲେ ୧୦ଟି ପ୍ରଜାତିର ୧୫୦୦ ପକ୍ଷୀ

ମରିଗଲେ ୧୦ଟି ପ୍ରଜାତିର ୧୫୦୦ ପକ୍ଷୀ

298

ନୂଆଦିଲ୍ଲୀ: ରାଜସ୍ଥାନର ସାମ୍ଭର ହ୍ରଦରୁ ୧୦ଟି ପ୍ରଜାତିର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ଵ ମୃତ ପକ୍ଷୀ ମିଳିଛନ୍ତି।ଏକ ମେଡିକାଲ ଟିମ୍ ବାଡ୍ ଫ୍ଲୁ ର ଆଶଙ୍କା କରିଛନ୍ତି।କିନ୍ତୁ ଅଧିକାରୀମାନେ ଦୂଷିତ ଜଳ ଯୋଗୁଁ ପକ୍ଷୀ ଗୁଡ଼ିକଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରୁଥିବା ବେଳେ ରିପୋର୍ଟକୁ ଅପେକ୍ଷା କରିଛନ୍ତି।ସ୍ଥାନୀୟ ଲୋକମାନେ କିନ୍ତୁ ପ୍ରାୟ ୫୦୦୦ ପକ୍ଷୀ ମୃତ୍ୟୁ ବରଣ କରିଥିବା ଦାବି କରୁଛନ୍ତି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.