Home ଅପରାଧ ଝଡ଼ି ଗଲେଣି ଚିଦାମ୍ବରମ; କମି ଯାଇଛନ୍ତି ୮ ରୁ ୯ କେଜି

ଝଡ଼ି ଗଲେଣି ଚିଦାମ୍ବରମ; କମି ଯାଇଛନ୍ତି ୮ ରୁ ୯ କେଜି

143

ନୂଆଦିଲ୍ଲୀ: ଝଡ଼ି ଗଲେଣି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ।୮ ରୁ ୯ କିଲୋ ଓଜନ କମି ଯାଇଛି ତାଙ୍କର।ଦିଲ୍ଲୀ ଅଦାଲତଙ୍କ ପକ୍ଷରୁ ଆଇଏନଏକ୍ସ ମିଡିଆ ମନୀ ଲ୍ୟାଣ୍ଡରିଙ୍ଗ ମାମଲାରେ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତ ଅବିଧି ୨୭ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯିବା ପରେ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ତିହାଡ଼ ଜେଲରେ କ୍ରୋନ ରୋଗ ପାଇଁ ତାଙ୍କୁ ସନ୍ତୋଷଜନକ ଚିକିତ୍ସା ଉପଲବ୍ଧ କରାଯାଉ ନାହିଁ।ରୋଗ ବଢ଼ିବା କାରଣରୁ ଚିଦାମ୍ବରମଙ୍କ ଓଜନ ପ୍ରାୟ ୮/୯ କେଜି କମିଯାଇଛି ବୋଲି କହିଛନ୍ତି ଚିଦାମ୍ବରମଙ୍କ ପରିବାର ସଦସ୍ୟ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.