Home ଓଡ଼ିଶା ଘଣ୍ଟାକ ଭିତରେ ୧୦୪ ବର୍ଷୀୟ ପତି ଏବଂ ୧୦୦ ବର୍ଷୀୟ ପତ୍ନୀଙ୍କ ମୃତ୍ୟୁ

ଘଣ୍ଟାକ ଭିତରେ ୧୦୪ ବର୍ଷୀୟ ପତି ଏବଂ ୧୦୦ ବର୍ଷୀୟ ପତ୍ନୀଙ୍କ ମୃତ୍ୟୁ

847

ନୂଆଦିଲ୍ଲୀ: ତାମିଲନାଡୁର ପୁଦୁକୋଟ୍ଟାଇ ଅଞ୍ଚଳରେ ରହୁଥିବା ଜଣେ ୧୦୪ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ହେବାର ଘଣ୍ଟାକ ଭିତରେ ତାଙ୍କ ୧୦୦ ବର୍ଷୀୟା ବୃଦ୍ଧା ପତ୍ନୀଙ୍କର ମୃତ୍ୟୁ ଘଟିଛି।୭୫ ବର୍ଷ ତଳେ ଦୁଇ ଜଣଙ୍କର ବିବାହ ହୋଇଥିଲା।ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବୃଦ୍ଧ ଜଣଙ୍କୁ ଡାକ୍ତରଖାନା ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହାପରେ ବୃଦ୍ଧା ପତ୍ନୀ ଜଣଙ୍କ ସ୍ୱାମୀଙ୍କ ମୃତ ଶରୀର ନିକଟରେ କାନ୍ଦିକାନ୍ଦି ବେହୋସ ହୋଇଗଲେ ଯେ ଆଉ ଉଠିଲେ ନାହିଁ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.