Home ଓଡ଼ିଶା ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

626

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ।ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ପଠାଇବା ପରେ ଏବଂ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବା ପରେ ଶେଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଉପରେ ମୋହର ମାରିଛନ୍ତି। ଶିବସେନା ମୁଖିଆ ଉଦ୍ଧବ ଠାକରେ କରିଥିବା ଯାଚିକା ଉପରେ ଆଜି ଶୁଣାଣି କରିବା ପାଇଁ ରାଷ୍ଟ୍ରପତି ମନା କରିଦେଇଥିବା ଜଣାପଡ଼ିଛି। ସମ୍ବବତଃ ଆସନ୍ତା କାଲି ଏହା ଉପରେ ଶୁଣାଣି ହୋଇପାରେ। -ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.