Home ଆନ୍ତର୍ଜାତୀୟ ରୁଷ ବିଜୟ ଦିବସରେ ଯୋଗଦେବେ ମୋଦୀ

ରୁଷ ବିଜୟ ଦିବସରେ ଯୋଗଦେବେ ମୋଦୀ

222

ନୂଆଦିଲ୍ଲୀ: ରୁଷର ବିଜୟ ଦିବସ (ଭିକ୍ଟ୍ରି ଡେ’)ରେ ଯୋଗଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବ୍ରାଜିଲ ଗସ୍ତ ଅବସରରେ ରାଜଧାନୀ ବ୍ରାସିଲିୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି।ରୁଷ ରାଷ୍ଟ୍ରପତି ପୁଟିନ ଆସନ୍ତା ବର୍ଷ ୨୦୨୦ ମେ ୯’ ତାରିଖରେ ରୁଷ ରାଜଧାନୀ ମସ୍କୋରେ ହେବାକୁ ଥିବା ବିଜୟ ଦିବସ (ଭିକ୍ଟ୍ରି ଡେ’) ସମାରୋହରେ ଯୋଗଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ନିମନ୍ତ୍ରଣ ସ୍ୱୀକାର ମଧ୍ୟ କରିଛନ୍ତି।ରୁଷ ଏହି ଦିନଟିକୁ ରୁଷ ଏବଂ ମିତ୍ର ଦେଶ ଦ୍ୱାରା ଜର୍ମାନୀ ଉପରେ ହୋଇଥିବା ବିଜୟକୁ ନେଇ ପାଳନ ହେଉଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.