Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ରାମେଶ୍ୱରରେ ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ରାମେଶ୍ୱର ଗଡ଼ ପାହାଡ଼ ପାଦଦେଶରେ ସ୍ଥିତ ହନୁମାନ ମନ୍ଦିର ନିକଟରେ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା...

ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହେଲେ ଧର୍ମେନ୍ଦ୍ର; କିନ୍ତୁ ନିଜେ ଧରିଲେନି ତ୍ରିରଙ୍ଗା ..

0
ଭୁବନେଶ୍ୱର: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଅଗଷ୍ଟ ୧୩ ରୁ ୧୫ ଯାଏଁ ଦେଶବ୍ୟାପୀ "ହର ଘର ତ୍ରିରଙ୍ଗା" ଅଭିଯାନ ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅଭିଯାନକୁ ସଫଳ...

ଭୟଙ୍କର ବିପଦ: ପୃଥିବୀ ପୃଷ୍ଠକୁ ମାଡ଼ିଆସୁଛି ୨୧ ଟନ୍ ଓଜନର ରକେଟ୍!

0
ନୂଆଦିଲ୍ଲୀ: ମହାକାଶରେ ଏକ ରକେଟ୍ ନିଜ ଉପରେ ନିୟନ୍ତ୍ରଣ ହରାଇ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି। ଏହି ୨୧ ଟନ୍ ରକେଟର ଭଗ୍ନାବିଶେଷ କେଉଁଠାରେ ପଡ଼ିବ, ତାହା ଏ' ପର୍ଯ୍ୟନ୍ତ ଆକଳନ...

୬୫୦ କୋଟି ବ୍ୟୟରେ ନାଇଜରରେ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ୍

0
ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ।...

ରାଷ୍ଟ୍ରପତି, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲା କେଶରୀୟା ହିନ୍ଦୁ ପରିଷଦ

0
ନୂଆଦିଲ୍ଲୀ: ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ଭେଟିଛି କେଶରୀୟା ହିନ୍ଦୁ ପରିଷଦ।...

ଓଡ଼ିଶାକୁ ମୋଦୀ ଜୀ”ଙ୍କ ଋଣ ଶୁଝିବାକୁ ପଡ଼ିବ ..

0
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି। ଦ୍ରୌପଦୀ ଆଜି ଭାରତର ନବନିର୍ବାଚିତ ତଥା...

ଦ୍ରୌପଦୀଙ୍କ ପାଇଁ ବିଜୟ ଉତ୍ସବ ପାଳିତ ..

0
ଭୁବନେଶ୍ୱର/ଭଦ୍ରକ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି। ଦ୍ରୌପଦୀ ଆଜି ଭାରତର ନବନିର୍ବାଚିତ...

– ପୂଣ୍ୟ ତୃଷ୍ଣା –

0
ଥରୁଟିଏ ହଜିବାକୁ ଚାହେଁ ମତେ ଖୋଜୁଥିବା ତୁମ ଆଖିର ବିଶାଳ ପରିଧିରେ ଥରୁଟିଏ ଜଳିବାକୁ ଚାହେଁ ତୁମ ପୂଜାଘରେ ଜଳୁଥିବା ସଞ୍ଜବତୀର ସଳିତାରେ .. ଖୋଜେ କେବେ ତୁମକୁ ଆଖିରୁ ଉଭେଇ ଯାଉଥିବା ମୄଦ୍ୟୁ ମୄଦ୍ୟୁ ମୃଗତୃଷ୍ଣାରେ ଦିନ ଆଉ ରାତିର ପୂଣ୍ୟ ମିଳନରେ ମୁହଁ ସଞ୍ଜର...

ୱାର୍କ ଫ୍ରମ୍ ହୋମ୍ ପାଇଁ ଜାରୀ ହେଲା ନୂଆ ନିୟମ ..

0
ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିଶେଷ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର...

କାର୍ଯ୍ୟକାରିଣୀରେ ଉଠିଲା ବେଆଇନ୍ ଗୋଚାଲାଣ ଓ ଧଳାଜହର କାରବାର ପ୍ରସଙ୍ଗ ..

0
ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉଠାଇ ଆସୁଥିବା ଦୁଇଟି ପ୍ରସଙ୍ଗ, ଜିଲ୍ଲାରେ ବେଆଇନ ଗୋଚାଲାଣ ଏବଂ ଧଳାଜହର (ଡ୍ରଗ୍ସ) କାରୋବାର ବୃଦ୍ଧି ପ୍ରସଙ୍ଗ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉତ୍ଥାପିତ ହୋଇଛି।...

ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ..

0
ଆଜି ଗୁରୁ ପୂର୍ଣ୍ଣିମା। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଗୁରୁ ପୂର୍ଣ୍ଣିମା ପଡ଼ିଥାଏ। ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର...

କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ୩ ଦିନିଆ ଭଦ୍ରକ ଗସ୍ତ ..

0
ଭୁବନେଶ୍ୱର/ଭଦ୍ରକ: ବନ୍ଦର, ପରିବହନ ଓ ଜଳପଥ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୂର ତିନି ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଆଜି ଭଦ୍ରକରେ ପହଞ୍ଚି ମନ୍ତ୍ରୀ ରାତ୍ରୀଯାପନ କରିବେ। ଏହାପରେ ୧୩, ୧୪...

ଆଜି ନିଳାଦ୍ରୀବିଜେ; ରସଗୋଲା ଦିବସ: ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ ମହାପ୍ରଭୁ ..

0
ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ନିଳାଦ୍ରୀ ବିଜେ ରଥଯାତ୍ରାର ଶେଷ ପର୍ବ ଭାବେ ଗଣାଯାଏ। ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା...

ଅଧରପଣା: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ..

0
ଭୁବନେଶ୍ୱର/ପୁରୀ: ବାହୁଡା଼ ଯାତ୍ରା ପରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହୋଇଥାଏ। ରଥାରୂଢ଼ ଠାକୂର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ...

ରଥଯାତ୍ରାରେ କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ସେବା କାର୍ଯ୍ୟ

0
ଭୁବନେଶ୍ୱର/ପୁରୀ: ରଥଯାତ୍ରା ଅବସରରେ ପୁରୀର ତାଳବଣିଆ ଠାରେ କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ବ୍ୟାପକ ସେବାକାର୍ଯ୍ୟ କରାଯାଇଛି। ରଥଯାତ୍ରା ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଜଳପାନ ବ୍ୟବସ୍ଥା ସହିତ ପାନୀୟ ଜଳ ଓ କୋଭିଡ୍...

ଦେବଶୟନ ଏକାଦଶୀ: ଯେବେ ଭଗବାନ୍ ବିଷ୍ଣୁ ଯାଆନ୍ତି ଚତୁର୍ମାସ ଯୋଗ ନିଦ୍ରାରେ ..

0
ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ। ଏହାକୁ ଶୟନ ଏକାଦଶୀ, ହରିଶୟନ ଏକାଦଶୀ ବା ଦେବଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ...

ବ୍ରହ୍ମପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ଧର୍ମେନ୍ଦ୍ର: ବନ୍ଦେ ମାତରଂ ଭବନ କରିବେ ଉଦ୍ଘାଟନ ..

0
ଭୁବନେଶ୍ୱର/ବ୍ରହ୍ମପୁର: ଆସନ୍ତା କାଲି, ରବିବାର ଦିନ ବ୍ରହ୍ମପୁର ସହର ଉପକଣ୍ଠରେ ଏକ "ବନ୍ଦେ ମାତରଂ ଭବନ"ର ଉଦ୍ଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ...

ହାପ୍ପି ଚକୋଲେଟ୍ ଡେ’: ଆଜି ବିଶ୍ୱ ଚକୋଲେଟ୍ ଦିବସ ..

0
ଜୁଲାଇ, ୭। ଆଜି ଆଜି ବିଶ୍ୱ ଚକୋଲେଟ୍ ଡେ' (ଚକୋଲେଟ୍ ଦିବସ)। ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ' ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ' ପାଳନ...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଗତ ଚିଠା ପ୍ରସ୍ତାବ ..

0
ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ କିଛି ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି। ଆଗତ ଚିଠା ପ୍ରସ୍ତାବ ଅନୁଯାୟୀ, ଅଭ୍ୟାସଗତ ଯୋଜନା ଚୋରୀ ଏବଂ କୁଶାସନରୁ ନଜର ହଟାଇବା ପାଇଁ ଚିରାଚରିତ ଅଭ୍ୟାସ...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ: ବ୍ୟାପକ ବିଚାର ବିମର୍ଷ; ଭବିଷ୍ୟତ ରଣନୀତି ପ୍ରସ୍ତୁତ ..

0
ଭୁବନେଶ୍ୱର: ବୁଧବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକ କୁରାଙ୍ଗଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟ ପଦାଧିକାରୀ ବୈଠକ ପରେ ବୁଧବାର ରାଜ୍ୟ...