Biswaranjan Acharya
ଘାଟ ନିର୍ମାଣ ସେବା ସଙ୍ଘର ସଚେତନତା ବୈଠକ
ନୟାଗଡ/୧୬/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ମଣିନାଗ ସଦ୍ଗୁରୁ ଆଶ୍ରମ ଠାରେ ଘାଟ ନିର୍ମାଣ ସେବାସଙ୍ଘ ତରଫରୁ ସଂକ୍ରାନ୍ତି ଅବସର ରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।...
କୋଭିଡ୍ କଟକଣା ଭିତରେ ଗୋପାଳପୁର କାଳୀ ପୂଜା ଅନୁଷ୍ଠିତ
ନୟାଗଡ/୧୫/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଗୋପାଳପୁର ଠାରେ କୋଭିଡ୍ କଟକଣା ଭିତରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ...
ପଟିଆ ଗ୍ରାମପଞ୍ଚାୟତ ରେ କୋଭିଡ୍ ରିଲିଫ୍ ବଣ୍ଟନ
ନୟାଗଡ/୧୩/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକର ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଉଛି ପଟିଆ ଗ୍ରାମପଞ୍ଚାୟତ । ଏହି ପଞ୍ଚାୟତର ଶତକଡା ୭୦ଭାଗ ପାଖାପାଖି ହେଉଛନ୍ତି ଆଦିବାସୀ । ସେମାନଙ୍କ ମଧ୍ୟରୁ...
ଜଙ୍ଗଲ ଅଧିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳୁ ନଥିବାରୁ ଅସନ୍ତୋଷ
ନୟାଗଡ/୧୨/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବନାଞ୍ଚାଳ ରେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଓ ପଟିଆ ଗ୍ରାମପଞ୍ଚାୟତ ର କିଛି ଗ୍ରାମ ଲୋକେ ରିଜର୍ଭ ଜଙ୍ଗଲ ଭିତରେ ବାପା, ଜେଜେବାପା ଅମଳ ରୁ ରହିଆସୁଛନ୍ତି...
ଠକେଇ ଅଭିଯୁକ୍ତ ଫେରାର କାହ୍ନୁ ଚାନ୍ଦପୁର ପୋଲିସ୍ ଦ୍ୱାରା ଗିରଫ
ନୟାଗଡ/୧୧/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳର କାହ୍ନୁ ପ୍ରଧାନ ଠକେଇ କରିଚାଲିଥିଲା । ଯାହାକୁ ନେଇ କାହ୍ନୁ ପ୍ରଧାନ ନାମରେ ଚାନ୍ଦପୁର ଥାନା ରେ...
ମହିଳା ୱାର୍ଡମେମ୍ବର ଙ୍କ ପରିବାର ରହୁଛନ୍ତି ପାଇଖାନା ଘରେ
ନୟାଗଡ/୧୦/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ମାଟିକାନ୍ଥ ଓ ଚାଳ ଘରେ ରହିବାକୁ ଦିଆଯିବନି ନାରା ଦେଇ ମୋ କୁଡିଆ , ବିଜୁ ପକ୍କାଘର ଓ ପ୍ରଧାନ ମନ୍ତ୍ରୀ...
ରଣପୁର ପୋଲିସ୍ କୁ ବଡ ସଫଳତା ପୁଅକୁ ହତ୍ୟା ଅଭିଯୋଗରେ ସାବତ ମା କୁ...
ନୟାଗଡ/୦୯/୧୧(ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ କାଳିଆଷଣ୍ଢ ସାତଭାୟା ଜଙ୍ଗଲ ରୁ ମିଳିଥିବା ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଧାର ପରେ ପୋଲିସ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ...
ରଣପୁର ଥାନା କାଳିଆ ଷଣ୍ଢ ଜଙ୍ଗଲ ରୁ ଅଧାପୋଡା ଗଳିତ ଶବ ଉଦ୍ଧାର :...
ନୟାଗଡ/୦୭/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି କାଳିଆ ଷଣ୍ଢ ନିକଟ ସାତଭାୟା ଜଙ୍ଗଲରୁ ଏକ ଅଧାପୋଡା ଗଳିତ ଶବ ପଡିଥିବା ଦେଖିବାକୁ ମିିଳିଥିଲା । ସ୍ଥାନୀୟ ଲୋକମାନେ...
ବନ୍ଧମୁଣ୍ଡା ପଂଚାୟତରେ ମିଳୁନି ସାମାଜିକ ସୁରକ୍ଷା ସ୍ୱାମୀଙ୍କ ମୃତ୍ୟୁର ତିନି ବର୍ଷ ପରେ ବି...
ନୟାଗଡ/୦୬/୧୧(ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ରିମୋଟ୍ ଅଂଚଳ କହିଲେ ବନ୍ଧମୁଣ୍ଡା ଗ୍ରାପଞ୍ଚାୟତକୁ ବୁଝାଏ । ସରକାର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସାମାଜିକ ସୁରକ୍ଷା କରିବା...
ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ରଣପୁର ତହସିଲ ଆଗରେ ବିକ୍ଷୋଭ
ନୟାଗଡ/୦୫/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ମଜଦୁର କଂଗ୍ରେସ ତରଫରୁ ସାରା ରାଜ୍ୟରେ ତିନିଦିନ ବ୍ୟାପି ବିକ୍ଷୋଭ ଡାକରା ଦିଆଯାଇଥିଲା । ଜିଲ୍ଲା ମଜଦୁର କଂଗ୍ରେସ ର ସଭାପତି ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱରେ ନୟାଗଡ...
ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଗ୍ରାମବାସୀ ଙ୍କ ଦାବୀ
ନୟାଗଡ/୦୪/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-)ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ଓ ମହିଳା ମାନଙ୍କ ସୁରକ୍ଷାମ ଓ ବିକାଶ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ଆରମ୍ଭ କରିଛନ୍ତି । ଗାଁ ଗାଁରେ ସେଥିପାଇଁ ଅଙ୍ଗନବାଡି...
୫ବର୍ଷ ହେଲା ଛିଣ୍ଡା ପଲିଥିନ୍ ତଳେ ବିତୁଛି ଜୀବନ
ନୟାଗଡ/୦୪/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ମାଟିକାନ୍ଥ ଓ ଚାଳଘରେ ରହିବାକୁ ଦିଆଯିବନାହିଁ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ଓ ମୋ କୁଡିଆ ଯୋଜନା କରିଛନ୍ତି । ଏହି ଯୋଜନା...
ଗାଁ କୁ ରାସ୍ତା ପାଇଁ ବାଧକ ସାଜୁଛି ଜଙ୍ଗଲ ଜମି ପାହାଡ ଚଢି ହେଉଛି...
ନୟାଗଡ/୦୩/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଲୋକଙ୍କୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତଆଲୋକ ଓ ଶିକ୍ଷା ଦେବାପାଇଁ ପ୍ରତିଶୃତି ବଦ୍ଧ ହୋଇ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ...
ରଣପୁର ରେ ପରିବାର ଦର ଆକାଶ ଛୁଆଁ ଗ୍ରାହକ ଛାନିଆଁ
ନୟାଗଡ/୦୨/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କାର୍ତ୍ତିକ ମାସ ପଶୁ ପଶୁ ପରିବା ଦର ଶୁଣି ଗ୍ରାହକ ମାନେ ଛାନିଆଁ ହୋଇପଡୁଥିବା ଜଣାପଡିଛି । ସାଧାରଣତଃ କାର୍ତ୍ତିକ ମାସ...
ଜୁଆ ଖେଳ ବନ୍ଦ ପାଇଁ ଚାନ୍ଦପୁର ଥାନାର ଜନ ସଚେତନତା
ନୟାଗଡ/୩୧/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଅଂଚଳରେ ପ୍ରତି ବର୍ଷ କୁମାର ପୁର୍ଣ୍ଣିମା ରାତ୍ର ଠାରୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଜୁଆ ଖେଳ ଚାଲିଥାଏ । ଏହି ଜୁଆ...
ବିନାଭକ୍ତ ରେ ଗଜଲକ୍ଷ୍ମୀ ଓ ଚନ୍ଦ୍ର ପୂଜା
ନୟାଗଡ/୩୧/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ଚଳିତ ବର୍ଷ କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ନୟାଗଡ ଜିଲ୍ଲା ରଣପୁର ଥାନା ଲତାର ଗ୍ରାମ ମଣ୍ଡପ ରେ ୨୩ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ...
ରଣପୁର ଅଂଚଳ ରେ ପ୍ରାଣୀଧନ ଚିକିତ୍ସା ବିପର୍ଯ୍ୟସ୍ତ
ନୟାଗଡ/୩୦/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଓ ଓଡିଶା ର କୃଷିମନ୍ତ୍ରୀ କୃଷିକୁ ପ୍ରାଧାନ୍ୟ ଦେଇଚାଲିଛନ୍ତି । କୃଷକ ମାନଙ୍କୁ ଗୋ ପାଳନ, ଛେଳି, ମେଣ୍ଢା ପାଳନ ଓ କୁକୁଡା ପାଳନ କ୍ଷେତ୍ରରେ ଆଗେଇ...
ରାତି ରେ ହାତୀ ଦିନ ରେ ପାତି ଚାଷୀ ଜଗି ଜଗି ହତାଶ
ନୟାଗଡ/୨୯/୧୦/(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାରଙ୍କ ବନ ବିଭାଗ ହାତୀ ସୁରକ୍ଷା ପାଇଁ ଜଙ୍ଗଲ ରେ କାମ୍ପା ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ହାତୀ ଦଳ ଜଙ୍ଗଲ...
ଉପର ମଣିନାଗ ରାସ୍ତା ରୁ ମିଳିଲା ଭଙ୍ଗା ମୃର୍ତ୍ତି ଓ ତ୍ରୀଶୁଳ
ନୟାଗଡ/୨୮/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଉପର ମଣନାଗ ପୀଠ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଉପର ମଣିନାଗ କୁ ଦର୍ଶନ ପାଇଁ...
୧୬ ନଂ ଜାତୀୟ ରାଜପଥ ଓସକାଇ ଖୋଲ ଛକରେ ଫ୍ଲାଇଓଭର ନିର୍ମାଣ ଦାବୀ
ନୟାଗଡ/୨୪/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ଥାନା ଅଂଚଳ ଦେଇ ଭୂବନେଶ୍ୱର ରୁ ବ୍ରହ୍ମପୁର ସଲଗ୍ନ କରୁଥିବା ୧୬ ନଂ ଜାତୀୟ ରାଜପଥ ଯାଇଅଛି । ଏହି...





