Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ଠକ କାହ୍ନୁ ସହ ବିରୋଧି ଙ୍କ ଅଭିଯୋଗ କୁ ବିଜେଡି ଜିଲ୍ଲା ସମ୍ପାଦକ ଙ୍କ...

0
ନୟାଗଡ/୦୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଦେଶ ଓ ରାଜ୍ୟ ରାଜନିତୀ ରେ ଉସ୍ମତା ପ୍ରକାଶ ପାଇଛି । ଯାହାକୁ ନେଇ ଦେଶରେ କଂଗ୍ରେସ ସମେତ କୃଷକ ନେତା ମାନେ କୃଷି ଆଇନ କୁ ବିରୋଧ...

ରଣପୁର ବ୍ଲକ ରେ ପାରମ୍ପରିକ କୃଷି ବିକାଶ ଯୋଜନା ରେ ହରିଲୁଟ୍

0
ନୟାଗଡ/୦୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ  ସରକାର ଜମି ରେ ରାସାୟନିକ ସାର ପ୍ରୟୋଗ କୁ ରୋକିବା ଦିଗରେ ଜୈବସାର ପ୍ରୟୋଗ କରି ପାରମ୍ପରିକ କୃଷି କୁ ବିକାଶ କରିବା ପାଇଁ ଯୋଜନା ଆରମ୍ଭ...

ନିଖୋଜ ଯୁବକ ବିଶ୍ୱଜିତ ର ଶବ ଉଦ୍ଧାର ହତ୍ୟା ସଂନ୍ଦେହ

0
ନୟାଗଡ/୦୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ଗ୍ରାମର ବିଶ୍ୱଜିତ ମହାରଣା(୩୫) ଗତ ୩୦ନଭେମ୍ବର ତାରିଖ ରୁ ଜଣଙ୍କ ଫୋନ ପାଇ ଘରେ ଲାଗିଥିବା ଡି.ଟି.ଏଚ୍ ରିଚାର୍ଜ କରିବା ପାଇଁ...

ଗାଁ ମୁଣ୍ଡରୁ ରକ୍ତାକ୍ତ ଅବସ୍ତାରେ ବୃଦ୍ଧ ବ୍ରଜଙ୍କ  ଶବ ଉଦ୍ଧାର….ହତ୍ୟା ସନ୍ଦେହ

0
ନୟାଗଡ/୦୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଁଖଣ୍ଡ ଗ୍ରାମ ପଞ୍ଚାୟତ ତେଲିପାଟଣା ଗାଁ ମୁଣ୍ଡରୁ ଡିସେମ୍ବର ୫ ତାରିଖ ଭୋର ସମୟରେ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିବା...

ରଣପୁର ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ପରିବହନ ସଂଘର ଧାରଣା ୨ୟ ଦିନରେ

0
ନୟାଗଡ/୦୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଫିସ ଆଗରେ ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ପରିବହନ ସଂଘର ମାଲିକ ମାନେ ମିଳିତ ଭାବେ ୫ ଦଫା ଦାବି ନେଇ...

ରଣପୁର ଛାଡଖାଇ ବଜାର ମାନ୍ଦା ବ୍ୟବସାୟୀ ହତାଶ

0
ନୟାଗଡ/୦୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଛାଡଖାଇ ବଜାର ଚଳିତ ବର୍ଷ ମାନ୍ଦା ଥିବା ଜଣାପଡିଛି । ପ୍ରତି ବର୍ଷ ଛାଡଖାଇ ସକାଳୁ ଆମିଷ ଦୋକାନ ମାନଙ୍କରେ ଲମ୍ବା ଲାଇନ...

କୋଭିଡ କଟକଣା ମଧ୍ୟରେ ସାମୁକା ସାହି କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

0
ନୟାଗଡ/୩୦/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ କରୋନା ସଂକ୍ରମଣ କୁ ରୋକିବା ଲକ୍ଷ ନେଇ କୋଭିଡ କଟକଣା ଲାଗୁ କରାଗଲା । ଯାହାଫଳରେ ଚଳିତ ବର୍ଷ ସମସ୍ତ ପୂଜା ମଣ୍ଡପ ରେ...

ପଂଚସଖା ଅଚ୍ୟୁତାନନ୍ଦ ଦାଶଙ୍କ ସାଧନା ପୀଠ କମଳେଶ୍ୱର ରେ ୧୪୪ଧାରା

0
ନୟାଗଡ/୩୦/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶାର ପଞ୍ଚସଖା ମଧ୍ୟରେ ଅଚ୍ୟୁତାନନ୍ଦ ଦାଶଙ୍କ ନାମ ସୁବିଦିତ  । ସେହି ଅଚ୍ୟୁତାନନ୍ଦ ଦାଶ ନୟାଗଡ ଜିଲ୍ଲା ରଣପୁର ମଝିଆଁଖଣ୍ଡ ଠାରେ ଥିବା କମଳେଶ୍ୱର ଦେବଙ୍କ ନିକଟରେ ସାଧନା...

ରଣପୁର ରେ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରି

0
ନୟାଗଡ /୨୯/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ପ୍ରତି ବର୍ଷ କାର୍ତ୍ତିକ ପୁର୍ଣ୍ଣମୀ ସକାଳୁ ନଦୀ ଘାଟ , ସାଗର ପୁଷ୍କରିଣୀ, ଚନ୍ଦନ ପୁଷ୍କରିଣୀ ଆଦି ସବୁ ପୁଷ୍କରିଣୀ ମାନଙ୍କ...

ରଣପୁର ବନାଂଚଳ ରେ ହାତୀ ଦଳ ଭାଙ୍ଗିଲେ କୁକୁଡା ଫାର୍ମ ଖାଇଲେ ପାଚିଲା ଧାନ

0
ନୟାଗଡ/୨୮/୧୧(ଓଡିଆ ପୁଅ ଦେବୀ ପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା  ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ରେ ହାତୀ ମଣିଷ ଭିତରେ ଛକା ପଞ୍ଚା ଚାଲିଛି । ବନ ବିଭାଗ ହାତୀ ଙ୍କ ସୁରକ୍ଷା...

ରଣପୁର ରେ ଅବକାରୀ ଚଢାଉ ୪ ଗିରଫ ୪୧ଲିଟର ମଦ ଜବତ

0
ନୟାଗଡ/୨୮/୧୧(ଓଡିଆ ପୁଅ ଦେବୀ ପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଓ ଚାନ୍ଦପୁର ଥାନା ଅଂଚଳରେ ବ୍ୟାପକ ହାତ ରନ୍ଧା ଦେଶୀ ମଦ କାରବାର ଚାଲିବା ଯୋଗୁଁ ଜିଲ୍ଲା ଅବକାରୀ ବିଭାଗର ନିଦ ହଜି...

ରାଜ ସୁନାଖଳାରେ  ସନ୍ଥ କବି ଭକ୍ତ ଚରଣ ଦାସଙ୍କ ଜୟନ୍ତୀ ପାଳନ

0
ନୟାଗଡ/୨୪/୧୧/(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରାଜ ସୁନାଖଳା ଭକ୍ତ ଚରଣ କ୍ଲବ ତରଫରୁ କୋଭିଡ୍ କଟକଣା ମଧ୍ୟରେ ସନ୍ଥ କବି ଭକ୍ତ ଚରଣ ଦାସ ଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି ।...

ରଣପୁର ଉପର ମଣିନାଗ ପୀଠରେ ଅଁଳା ନବମୀ ପାଇଁ ଭକ୍ତଙ୍କ ସମାଗମ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଉପର ମଣିନାଗ ଙ୍କ ପୀଠରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଥିଲା । ପ୍ରତି ବର୍ଷ ଭଳି ଏହି ପୀଠରେ ଗାୟତ୍ରୀ ଯଜ୍ଞ କରାଯାଇଥିଲା  ।...

ଚକଡା ରୋଗ ଲାଗି ଧାନ ଫସଲ ନଷ୍ଟ ବ୍ୟାଙ୍କ ଋଣ ଶୁଝିବା ଚିନ୍ତାରେ କୃଷକ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କୃଷକ ମାନଙ୍କ ସୁରକ୍ଷା ପାଇଁ ସରକାର ପ୍ରଧାନ ମନ୍ତ୍ରୀ କୃଷକ ଫସଲ ବୀମା ଯୋଜନା କରିଛନ୍ତି । କୃଷକ ମାନେ ବ୍ୟାଙ୍କରୁ ଋଣ ଆଣିଥିବା ବେଳେ ବୀମା ହୋଇଥାଏ ଏବଂ...

ରଣପୁର ବ୍ଲକ ରେ ୪୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ନେଇ ଗାଁ ଗାଁରେ ଅସନ୍ତୋଷ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସରକାର ଶିକ୍ଷା ବିଭାଗରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି  ତାହା ଫଳରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନରେ ଥିବା ୪୯ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେଇଯାଉଅଛି...

ରଣପୁର ବ୍ଲକ ରେ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ମିଳିବାରେ ବିଳମ୍ବ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା,ବିଧବା ଓ ଭିନ୍ନକ୍ଷମ ଙ୍କ ପାଇଁ ସାମାଜିକ ସୁରକ୍ଷା ର ଯୋଜନାମାନ କରିଛନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଭିନ୍ନକ୍ଷମଙ୍କ ପାଇଁ ଏହି ଯୋଜନା...

ରଙ୍କଦେଉଳି ସମବାୟ ସମିତି ରୁ ଆସ୍ଥା ହରାଇଛନ୍ତି କୃଷକ ମାନେ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ସମବାୟ ଆନ୍ଦୋଳନ ପରେ କୃଷି , କୃଷିକ୍ଷେତ୍ର ଓ କୃଷକର ଉନ୍ନତି ପାଇଁ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ସେବା ସମବାୟ ସମିତିମାନ ଆରମ୍ଭ କଲେ । କୃଷକ...

ପରିବା ଦୋକାନରୁ ଚୋରୀ କରୁଥିବା ବେଳେ ଯୁବକ ଅଟକ

0
ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ଚମ୍ପତିପୁର ଛକରେ ଗୋଟିଏ ପରିବା ଦୋକାନ ରୁ ଜଣେ ଯୁବକ ଚୋରୀ କରୁଥିବା ଅଭିଯୋଗରେ ଲୋକମାନେ ଅଟକ ରଖିଥିବା ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ନିକଟସ୍ଥ...

କଳଙ୍କି ଲାଗିଲାଣି ପାନୀୟ ଜଳ ପ୍ରକଳ୍ପ ହେଲେ ଲୋକଙ୍କୁ ମିଳୁନି ପାନୀୟ ଜଳ

0
ନୟାଗଡ/୧୯/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ଜନସାଧାରଣଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତି ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରେ  ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ବ୍ୟୟ କରି ପାନୀୟ ଜଲ ପ୍ରକଳ୍ପ ନିର୍ମାଣ...

ତାରିଆ ଗ୍ରାମରେ କିଡିନ୍ ରୋଗରେ ୬ମୃତ ଓ ୧୦ ରୁ ଉର୍ଦ୍ଧ ଆକ୍ରାନ୍ତ

0
ନୟାଗଡ/୧୭/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ତାରିଆ ଗ୍ରାମରେ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଛି । ଗତ ଦୁଇ ବର୍ଷ...