Home ଓଡ଼ିଶା ବିନାଭକ୍ତ ରେ  ଗଜଲକ୍ଷ୍ମୀ ଓ ଚନ୍ଦ୍ର ପୂଜା

ବିନାଭକ୍ତ ରେ  ଗଜଲକ୍ଷ୍ମୀ ଓ ଚନ୍ଦ୍ର ପୂଜା

42

ନୟାଗଡ/୩୧/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ଚଳିତ ବର୍ଷ କୋଭିଡ୍ କଟକଣା କୁ ଦୃଷ୍ଟି ରେ ରଖି ନୟାଗଡ ଜିଲ୍ଲା ରଣପୁର ଥାନା ଲତାର ଗ୍ରାମ ମଣ୍ଡପ ରେ ୨୩ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇ ଅଛି ।  ମଣ୍ଡପ ରେ ପୁରୋହିତ, କର୍ତ୍ତା ଓ ଜଣେ ସହଯୋଗୀ ଥିବାବେଳେ  ଶ୍ରଦ୍ଧାଳୁ ବକ୍ତ ମାନେ ନଥିବା ଯୋଗୁଁ ପୂଜା ମଣ୍ଡପ ଖାଁ ଖାଁ ଲାଗୁଥିଲା  ।

କୋଭିଡ୍ କଟକଣା ଯୋଗୁଁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବନ୍ଦ କରିଦିଆ ଯାଇଅଛି ।  ସେହିଭଳି ଭାବରେ  ରଣପୁର, କୁଞ୍ଜବନ, କୋଇଲମା,ଲୋଧାଚୁଆ ଆଦି ବିଭିନ୍ନ ପୂଜା  ମଣ୍ଡପ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି  । ଗାଁ ଗାଁ ମାନଙ୍କ ରେ କୁମାରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା  ଜହ୍ନିଓଷା  ଚନ୍ଦ୍ରପୂଜା କୋଭିଡ୍ ନିୟମ ଭିତରେ ଅନଷ୍ଠିତ ହୋଇଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.