Biswaranjan Acharya
ନୀଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ଘାଟିତ
ନୟାଗଡ/୨୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ଗୋପାଳପୁର ନିଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଅଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ...
ରଣପୁର ଏନ୍.ଏ.ସି. କମ୍ୟୁନିଟ୍ ହଲ୍ ରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ ବୈଠକ
ନୟାଗଡ/୨୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କମ୍ୟୁନିଟ୍ ହଲ୍ ରେ ଓଡିଶା ସାମ୍ବାଦିକ ସଂଘର ବଡଦିନ ଅବସର ରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି ।...
ବିଜୁ ଜନତା ଦଳ ର ୨୪ତମ ପ୍ରତିଷ୍ଠା ଦିବସ ଗୋପାଳପୁର ରେ ପାଳିତ
ନୟାଗଡ/୨୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ଗୋପାଳପୁର ସାତ ଦୋଳ ପଡିଆ ଠାରେ ୨୪ ତମ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି ।...
ରଣପୁର ତହସିଲଦାର ଙ୍କ ଦ୍ୱାରା ଟିପର ଗାଡି, ଜେସିବି ଓ କଟର ଜବତ
ନୟାଗଡ/୨୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳ ରୁ ବ୍ୟାପକ ମାଙ୍କଡା ପଥର ଚୋରା ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ଅଭିଯୋଗ ହୋଇଆସୁଅଛି ।...
ରଣପୁର ପୂରପଲ୍ଲୀ ରେ ସୁଦଶା ବ୍ରତ ଓ ମାଣବସା ପାଳିତ
ନୟାଗଡ/୨୪/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ମାର୍ଗଶୀର ମାସ ଶେଷ ଗୁରୁବାର ଦଶମୀ ତିଥିରେ ସୁଦଶା ବ୍ରତ ସହ ମାଣବସା ଅନୁଷ୍ଠିତ ହୋଇଥାଏ । ଏହି ସୁଦଶା ବ୍ରତ ଓ ମାଣବସା ରଣପୁର ଅଂଚଳ ର ଘରେ...
ପରୀ ନ୍ୟାୟ ପଦଯାତ୍ରା କୁ ସ୍ୱାଗତ କଲେ ଭାଜପା ର ସୁରମା ପାଢୀ
ନୟାଗଡ/୨୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ପରୀ କୁ ନ୍ୟାୟ ଦାବୀ ନେଇ ଭୂବନେଶ୍ୱର ରୁ ନୟାଗଡ ଯଦୁପୁର କୁ ବାହରିଥିବା ପଦଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି । ଏହି ଚତୁର୍ଥ ଦିନର...
ରଣପୁର ଏନ୍ ଏ ସି କାନ୍ଥ ବାଡରେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ
ନୟାଗଡ/୨୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ଓ ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ କୁ ନେଇ ପ୍ରଚାର ପ୍ରସାର ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ...
ରାଇପଡା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ନିଲମ୍ବନ ଓ ଗିରଫ ଦାବିରେ ରାସ୍ତା...
ନୟାଗଡ/୨୨/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଇପଡା ଗ୍ରାମରେ ଦୀର୍ଘ ୮ମାସ ତଳେ ଏକ କାଜୁ ବଗିଚା କୁ ନେଇ ଘଟିଥିବା ଟ୍ରିପଲ୍ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...
ନୟାଗଡ ଜିଲ୍ଲା ଓୟୁଜେ ର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ
ନୟାଗଡ/୧୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ର ନିର୍ଦେଶ କ୍ରମେ ନୟାଗଡ ଜିଲ୍ଲା ଓୟୁଜେ ଶାଖାର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ରଣପୁର ଅସୁର କୁମାରୀ ପୀଠରେ...
ରଣପୁର ବନ ବିଭାଗ ଦ୍ୱାରା ବାର୍ହା ମାଂସ ଜବତ ଦୁଇ ଗିରଫ
ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ର ସରୁକାବାଡି ଅଂଚଳ ରୁ ପ୍ରତିଦିନ ବାର୍ହା ମାରି ମାଂସ ବିକ୍ରୟ ହେଉଥିବା ଜଣାପଡିଥିଲା । ଯାହାକୁ ନେଇ ରଣପୁର...
ରଣପୁର ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ
ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ରଣପୁର ବ୍ଲକ ବିଜୁ ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ମା ମଣିନାଗ କମ୍ୟୁନିଟ୍ ହଲ୍...
ପୁର୍ନବାର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ରେ ପରିଣତ ନିଷ୍ପତି
ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ର ଚାନ୍ଦପୁର ଠାରେ ଅବସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ଟି କୋଭିଡ୍ ୧୯ ହସ୍ପିଟାଲ୍ ଭାବରେ ପରିବର୍ତ୍ତିତ ହୋଇଥିଲା । ଯାହାକୁ ନେଇ...
ବଧିପାଟଣା ରୁ ନିଖୋଜ ଶିଶୁ କନ୍ୟା ହରପ୍ରିୟାର ଗଳିତ ଶବ ଗାଡିଆରୁ ଉଦ୍ଧାର
ନୟାଗଡ/୧୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅର୍ନ୍ତଗତ ବଧିପାଟଣା ଗ୍ରାମର ଶିଶୁ କନ୍ୟା ହରପ୍ରିୟା (୩)ର ନିଖୋଜ ଘଟଣା ସାରା ନୟାଗଡ ଜିଲ୍ଲା ରେ ଏକ ଦୁଃଖଦ...
ନାବାଳିକା ଶିଶୁ କନ୍ୟା ହରପ୍ରିୟା ନିଖୋଜ ଘଟଣା ଓଡ୍ରାଫ୍ ଟିମ୍...
ନୟାଗଡ/୧୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ଗ୍ରାମର ନାବାଳିକା ଶିଶୁ କନ୍ୟା ହରପ୍ରିୟା ସାହୁ (୩) ନିଖୋଜ ଘଟଣା ର ୫୦ଘଣ୍ଟା ପରେ ବି ମିଳୁନି...
ନୟାଗଡ ଜିଲ୍ଲା ରଣପୁର ବାର୍ ଆସୋସିଏସନ୍ ଭୋଟ୍ ଅନୁଷ୍ଠିତ
ନୟାଗଡ/୧୨/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବାର୍ ଆସୋସିଏସନ୍ ଭୋଟ୍ ଡିସେମ୍ବର ୧୨ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ କଟକଣା ଯୋଗୁଁ ଚଳିତ...
ପୁଣି ଏକ ଶିଶୁ କନ୍ୟା ଅପହରଣ ଅଭିଯୋଗ
ନୟାଗଡ/୧୨/୧୨- (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ନୟାଗଡ ଜିଲ୍ଲା ଯଦୁପୁର ଗାଁ ନାବାଳିକା ଶିଶୁ ପରୀ ହତ୍ୟାକାଣ୍ଡ ର ଅଭିଯୁକ୍ତ କୁ ଧରିବା ପାଇଁ ରାଜନୈତିକ ଚାପ ଚାଲିଥିବା...
ପୋଲିସ ଦ୍ୱାରା ମାଙ୍କଡା ପଥର ଗାଡି ଜବତ ଡ୍ରାଇଭର କୋର୍ଟ ଚାଲାଣ
ନୟାଗଡ/୧୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ ଆଗରେ ଅଣପଞ୍ଜିକୃତ ଟ୍ରକ, ଟ୍ରାକ୍ଟର ଓ ମିନିଟ୍ରକ ସଂଘ ତରଫରୁ ପ୍ରଶାସନିକ ସହଯୋଗ ପାଇଁ ଗତ ଡିସେମ୍ବର ୨ତାରିଖ ରୁ ଧାରଣା ଦିଆଯାଇଥିଲା ।...
ରଣପୁର ଅଂଚଳ ରେ ବୈଦିକ ବ୍ରାହ୍ମଣ ପରିବାର ରେ ମାଣବସା ପୂଜା ଆରମ୍ଭ
ନୟାଗଡ/୧୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରତ୍ୟେକ ହିନ୍ଦୁ ପରିବାର ରେ ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ରେ ମାଣବସା ପୂଜା ହୋଇଥାଏ । କିନ୍ତୁ ପ୍ରତ୍ୟେକ ବୈଦିକ ବ୍ରାହ୍ମଣ ପରିବାର ରେ ମାର୍ଗଶୀର ମାସ...
ଗୁମ୍ଫାମୟ କୋଟଗଡ ଅନନ୍ତ ଗୁମ୍ଫା ଏବେବି ଅବହେଳିତ
ନୟାଗଡ/୦୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ସେ ମଧ୍ୟରୁ ବିଶେଷ ଆକର୍ଷଣ ହେଉଛି ରାଜସୁନାଖଳା ଗ୍ରାମ ପଞ୍ଚାୟତ କୋଟଗଡ ନିକଟସ୍ଥ ଅନନ୍ତ ଗୁମ୍ଫା ...
ନୂଆ କୃଷି ଆଇନ ବିରୋଧ ରେ ରଣପୁର ରେ ବନ୍ଦ ସଫଳ
ନୟାଗଡ/୦୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ର ସରକାର ଙ୍କ କୃଷି ମାରଣ ନୀତି ଓ ନୁଆ କୃଷି ଆଇନ୍ କୁ ବିରୋଧ କରି କୃଷକ ସଂଗଠନ ମାନେ ଡିସେମ୍ବର ୮ ତାରିଖ କୁ ଭାରତ...





