Home ଓଡ଼ିଶା ନୀଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍‌ଘାଟିତ

ନୀଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍‌ଘାଟିତ

34

ନୟାଗଡ/୨୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ଗୋପାଳପୁର ନିଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଅଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଉପସ୍ଥିତ ରହି ଧାନ ମଣ୍ଡି ଉଦଘାଟିତ କରିଥିଲେ ।

ଏଥିରେ ସେବା ସମବାୟ ସମିତି ର ସମ୍ପାଦକ ସଦାଶିବ ନନ୍ଦ ,ପୂର୍ବତନ ସଭାପତି ଶରତ ଚନ୍ଦ୍ର ରଥ , ପାଣ୍ଡବ ସେଠୀ , ବାଳକୃଷ୍ଣ ସଡଙ୍ଗୀ, ରଞ୍ଜନ ଦାସ ଓ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ମଣ୍ଡି ଖୋଲିବା ଯୋଗୁଁ ଚାଷୀମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଚାଷୀମାନେ ଧାନର ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ଆସା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.