Bijay Kumar Pattanaik
ସରକାରୀ ନିୟମକୁ ଉଲଂଘନ କରି ଗୋଟିଏ ସ୍ଥାନରେ କାର୍ଯ୍ୟକରୁଥିବା ଅଭିଯୋଗ
ପୁରୀ, ୨୩/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘଦିନ ଧରି ଗୋଡିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର...
ପୁରୀ ସହରରେ ଚାଲିଛି ବେଆଇନ ଛାତ୍ର ଓ ଛାତ୍ରୀ ନିବାସ
ପୁରୀ, ୨୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ସାହି ବସ୍ଥି ଗୁଡିକରେ ଛତୁ ଫୁଟିଲା ଭଳି ଘରୋଇ କୋଚିଙ୍ଗ ସେଂଟର ଓ କମ୍ପୁଟର ସେଂଟର...
ଜଗତବନ୍ଧୁ ଓ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର
ପୁରୀ, ୨୯/୧-(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱର୍ଗଦ୍ୱାର ସ୍ଥିତ ଶ୍ରୀ ଶ୍ରୀ ପ୍ରଭୁ ଜଗତବନ୍ଧୁ ଆଶ୍ରମ ପରିସରରେ ମଙ୍ଗଳବାର ଶ୍ରୀ ରାଧାରମଣ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀଶ୍ରୀ ପ୍ରଭୁ ଜଗତବନ୍ଧୁ ଓ ଶ୍ରୀ...
ଅନ୍ତିମ ପର୍ଯ୍ୟାୟରେ ସରସ୍ୱତୀ ପୂଜା ପ୍ରସ୍ତୁତି – ମାଘସପ୍ତମୀ ବୁଡ ପାଇଁ ଚଳଚଞ୍ଚଳ କୋଣାର୍କ
ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଉ କେହି ଘଂଟା ପରେ ବାଗଦେବୀ ସରସ୍ୱତୀଙ୍କ ପୂଜା ଉତ୍ସବ ଆନନ୍ଦ ଉତ୍ସାହରେ ଉଛୁଳି ପଡିବ ଶିକ୍ଷାନୁଷ୍ଠାନର ପୂଜା ମଣ୍ଡପ। ପୂଜା ପାଇଁ ମୂର୍ତ୍ତି ପ୍ରସ୍ତୁତି...
ପଦ୍ମବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି
ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ମାଘ ମାସ ଅମାବାସ୍ୟା ଠାରୁ ଶ୍ରୀପଂଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡିଲେ ସେହିଦିନ ମହାପ୍ରଭୁଙ୍କ ଅତିବରମଣୀୟ ପଦ୍ମ ବେଶ ହୋଇଥାଏ। ତେଣୁ ଆଜି...
ସନ୍ତୋସି ଇଂଲିସ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ
ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସହରର ଏକ ପ୍ରମୁଖ ଇଂରାଜୀ ମଡିୟମ ସନ୍ତୋସି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ୨ଦିନ ବ୍ୟାପି ଇଣ୍ଡୋସ୍ଟାଡିୟମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ...
ଶ୍ରୀଜିଉ ମାନଙ୍କର ବନକଲାଗି ନୀତି : ୪ ଘଂଟା ସାଧାରଣ ଦର୍ଶନ ବନ୍ଦ
ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ୱତୀୟ ଭୋଗମଣ୍ଡପ ସରିବା ପରେ ଦତ ମହାପାତ୍ର ସେବାୟତ ରତ୍ନ ସିଂହାସନ ଉପରେ...
ବ୍ରାଉନ ସୁଗାର ଜବତ : ଜଣେ ଗିରଫ
ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସାକ୍ଷୀଗୋପାଳ ରାଜପଥ ୩୧୯ ନମ୍ବରରେ ଖୋଲାଖୋଲି ଭାବେ ବ୍ରାଉନ ସୁଗାର ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଂଚି ବ୍ରାଉନ...
ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବାର୍ଷିକ ପୁଷ୍ପପ୍ରଦର୍ଶନୀ ଗାନ୍ଧି ସ୍ମୃତିପୀଠଠାରେ ୨ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ...
ଐତିହ୍ୟ କରିଡର ବୁଲିଲେ ଛାତ୍ରଛାତ୍ରୀ
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହର ଐତିହାସିକ ସ୍ଥାନ ଗୁଡିକୁ ଗତକାଲି ସାଇକେଲରେ ପରିଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ପୁରୀକୁ ପ୍ଲାଷ୍ଟିକ ମୁକ୍ତ ଏବଂ ପ୍ରଦୂଷଣ ମୁକ୍ତ କରିବା ପାଇଁ...
ତୈଳ ସଂରକ୍ଷଣ ପାଇଁ ସଚେତନତା
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ତୈଳ ସଂରକ୍ଷଣ ପାଇଁ ସଚତନତା ଶୋଭା ଯାତ୍ରା ସକ୍ଷମ ସାଇକଲ ଦିବସ ଗତକାଲି ପୁରୀରେ ପାଳିତ ହୋଇଯାଇଛି। ପେଟ୍ରୋଲିୟମ ସଂରକ୍ଷଣ ଗବେଷଣା ସଂଘ ପକ୍ଷରୁ...
ସେବାର ପ୍ରତୀକ ପ୍ରଜାପିତା ବ୍ରହ୍ମା
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ରାମଚଣ୍ଡୀ ସାହି ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫୧ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର କୁଳପତି...
ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ରାମକୃଷ୍ଣ ମିଶନ ଆଶ୍ରମ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଅବସରରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ...
ପେଣ୍ଠକଟାରୁ ସାର୍କ ଉଧାର
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସମୁଦ୍ରରୁ ଏକ ବିରଜ ପ୍ରଜାତିର ସାର୍କ ମାଛ ଉଧାର କରାଯାଇଛି। ପେଣ୍ଠକଟା ଅଂଚଳର ଏନସୁରୀୟା ଅନ୍ୟ ମତ୍ସଜୀବୀଙ୍କ ସହ ଗତକାଲି ଡଙ୍ଗାରେ ସମୁଦ୍ର ଭିତରକୁ...
ଫନି ବାତ୍ୟା ଯିବାର ଆଠମାସ ବିତିଥିଲେ ମଧ୍ୟ ଏବେବି କ୍ଷତିଗ୍ରସ୍ତ ହିତାଧିକାରୀ ଅର୍ଥ ପାଇନାହାନ୍ତି
ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଗତବର୍ଷ ମେ ମାସରେ ଘଟିଥିବା ପ୍ରଳୟଙ୍କରୀ ଫନି ବାତ୍ୟା ଜିବାର ଆଠ ମାସ ହୋଇଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଆର୍ଥିକ...
ସଚେତନ ହେଲେ ଦୃର୍ଘଟଣା ହ୍ରାସ ପାଇବ
ପୁରୀ, ୧୮/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଗତକାଲି ପୌରସଦନ ଠାରେ ଉଦଯାପିତ ହୋଇଯାଇଛି। ପୌରସଂସ୍ଥା କାର୍ଯ୍ୟନିର୍ବାହି ଅଧିକାରୀ ବିଜୟ କୁମାର ଦାସ ଅତିରିକ୍ତ ଜିଲାପାଳ...
ପୁରୀ ପୌରସଂସ୍ଥା ନିଗମ ହେବାପାଇଁ ବାଟ ସୁଗମ ହେଉଛି
ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ପୌରାଂଚଳ ସୀମା ବଢିବ। ପୁରୀ ସହରରେ ମିଶିବ ୧୦ଗୋଟି ଗ୍ରାମ।ସେଥିରୁ ୨ଟି ବ୍ରହ୍ମଗିରି ବ୍ଲକରେ ଥିବା ବେଳେ ୬ଟି ପୁରୀ ସଦର ବ୍ଲକ...
ପୁରୀ : ଜିଲାସ୍ତରୀୟ ନିଯୁକ୍ତି ମେଳା – ୩୬୯ଜଣଙ୍କୁ ତାଲିମ ପାଇଁ ମନୋନୀତ ଓ...
ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଗୁରୁବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ...
ପୁରୀରେ ଶହେକୋଟି ଟଙ୍କା ବିଦ୍ୟୁତ ବାକି
ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସେସୁ ପୁରୀ ଡିଭିଜନରେ ପ୍ରାୟ ୧୦୦କୋଟି ଟଙ୍କା ବିଜୁଳି ଦେୟ ବାକି ପଡିଛି। ୧, ୭୩୦୦୦ ଖାଉଟିଙ୍କ ମଧ୍ୟରୁ ଗତକାଲି ୧୦୩ଜଣଙ୍କ ବିଜୁଳି ସଂଯୋଗ କାଟିଦିଆଯାଇଛି। ଗୋଟିଏ...
ଶ୍ରୀପର୍ଣ୍ଣାର ମକର ମିଳନ
ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସାହିତ୍ୟ ପତ୍ରିକା ଶ୍ରୀପନା ପକ୍ଷରୁ ମକର ମିଳନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭାପତି ଶଙ୍କରଷଣ ପରିଡା ଓଡିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଧେଶକ ଡଃ...