Home ଓଡ଼ିଶା ବ୍ରାଉନ ସୁଗାର ଜବତ : ଜଣେ ଗିରଫ

ବ୍ରାଉନ ସୁଗାର ଜବତ : ଜଣେ ଗିରଫ

232

ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସାକ୍ଷୀଗୋପାଳ ରାଜପଥ ୩୧୯ ନମ୍ବରରେ ଖୋଲାଖୋଲି ଭାବେ ବ୍ରାଉନ ସୁଗାର ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଂଚି ବ୍ରାଉନ ସୁଗାର କୁ ଜବତ କରିବା ସଙ୍ଗେସଙ୍ଗେ ଅଭିଯୁକ୍ତକୁ ଗିରଫ କରିଛନ୍ତି।

ଜବତ ହୋଇଥିବା ୩୦ଗ୍ରାମ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସମ୍ପର୍କରେ ଭଗବାନ ସାହୂ ନାମକ ଏକ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫକରି କୋର୍ଟ ଚଲାଣ କରିବା ସହ ବାଉନସୁଗାର କୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.