Bijay Kumar Pattanaik
ବଡଦାଣ୍ଡ ଓ ବେଳାଭୂମୀ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କରୋନା ପ୍ରତିଷେଧକ ବ୍ୟବସ୍ଥା ଲାଗୁ ହେବା ପରେ ପୁରୀ ସହରକୁ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଦିନେ ଜୋଉ ବଡଦାଣ୍ଡ...
ପୁରୀରେ ଖୋଲିଲା ଆଉ ଦୁଇ କରୋନା ଓାର୍ଡ : ବିଦେଶରୁ ଫେରିଥିବା ଲୋକଙ୍କ ଉପରେ...
ପୁରୀ, ୨୧/୩(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ୨ ଟି ସ୍ୱତନ୍ତ୍ର ଓାର୍ଡ ଗତକାଲି ଖୋଲାଯାଇଛି। ଜିଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଏବଂ ଗୋପବନ୍ଦୁ...
ବିବାହ ବ୍ରତ ଓ ସୁଧିକ୍ରିୟା ଭୋଜିରେ ଲାଗିଲା କଟକଣା
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ପ୍ରତିଷେଧକ ବ୍ୟବସ୍ଥା ଭାବେ ବିବାହ ବ୍ରତ ଓ ସୁଧି କ୍ରିୟା ଭୋଜି ଉପରେ ଜିଲା ପ୍ରଶାସନ କଟକଣା ଲାଗୁ କରିଛି। ଗୋଟିଏ ସ୍ଥାନରେ...
ମନ୍ଦିର ପ୍ରବେଶ ନିଷେଧ – ବ୍ୟାରିକେଡ ପଛରେ ରହି ପତିତପାବନକୁ ଦର୍ଶନ କରି ଫେରିଲେ...
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନାଭାଇରସ୍ ର ପ୍ରସାରଣକୁ ନଜରରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭୂତାଣୁ...
ମହାପ୍ରଭୁଙ୍କର ଟଙ୍କା ୟୁନିୟନ ବ୍ୟାଙ୍କରେ ରଖାଯିବ
ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ୟେସ ବ୍ୟାଙ୍କରେ ରଖାଯାଇଥିବା ଜମା ଟଙ୍କା ଫେରସ୍ତ ଆସିବା ପରେ ଅନ୍ୟ ଯେ କୌଣସି ଜାତୀୟ କରଣ ବ୍ୟାଙ୍କରେ...
ରାସ୍ତା କଡରେ ମାଛ ଓ ମାଂସ ବିକ୍ରିକୁ ନିଷେଧ କରାଯାଉ
ପୁରୀ, ୨୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ଓ ପ୍ରମୁଖ ଶ୍ରୀକ୍ଷେତ୍ରରେ ପୂର୍ବରୁ ନିର୍ଦ୍ଧିଷ୍ଟ ମାର୍କେଟରେ ମାଛ ଓ ମାଂସ ବିକ୍ରି କରାଯାଉଥିଲା। କିନ୍ତୁ ଏବେ ଶ୍ରୀକ୍ଷେତ୍ରର ବିଭିନ୍ନ...
ନିଶା କାରୋବାର ଅଭିଯୋଗରେ ୪ ଗିରଫ
ପୁରୀ, ୨୧/୩- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବିଦେଶୀ ମଦ ଦ୍ରବ୍ୟ କାରବାର ଲାଗି ଶ୍ରୀକ୍ଷେତ୍ର ଏବେ ଭୂସ୍ୱର୍ଗ ପାଲଟିଛି। ସହରରେ ଏଭଳି ମାରାତ୍ମକ ନିଶାର ବହୁଳ ବ୍ୟବହାର ଜନଜୀବନ କୁ ଅସ୍ତବ୍ୟସ୍ତ...
ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ ଭକ୍ତ
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ଭୂତାଣୁ ଯେପରି କାୟା ବିସ୍ତାର କରିନପାରେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତିଶା ନିଯୋଗ ବୈଠକ...
“ଫନି”ପରେ ପୁରୀ ପର୍ଯ୍ୟଟନ ଶିଳ୍ପକୁ “କରୋନା”ମାଡ
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ପର୍ଯ୍ୟଟନ ଶିଳ୍ପକୁ ପୁଣି ଲାଗିଛି ବଡ ଝଟକା। ଫନି ପତର ଗତ ୨ମାସ ହେବ ଅଂଟା ସଳଖି ଥିବା ହୋଟେଲ ଶିଳ୍ପ ଓ...
ନିଶା ଔଷଧ ବିକ୍ରି କରି ଜଣେ ଗିରଫ
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜଗନ୍ନାଥ ବଲ୍ଲଭ ମଠ ଗାଡିପାର୍କିଂ ସ୍ଥଳ ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ନିଶା ଔଷଧ ବିକ୍ରି ହେଉଥିବା ବେଳେ ଟାଉନଥାନା ପୁଲିସ ଚଢଉ କରି...
ରଥକାଠ ପାଇଁ ମନ୍ଦିରର ଏକ ପ୍ରତିନିଧି ଦଳଙ୍କ ବୌଦ୍ଧ ଯାତ୍ରା
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ରଥଯାତ୍ରା ପାଇଁ ସୋମବାରଦିନ ପୂର୍ବାହ୍ନରେ ରଥ କାଠ ପାଇଁ ଶ୍ରୀ ମନ୍ଦିର କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଦଳ ବୌଦ୍ଧ ଯାତ୍ରା...
ପୁରୀରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ର କୁତ୍ରିମ ଅଭାବ ସୃଷ୍ଟି
ପୁରୀ, ୧୬/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରରେ ଥିବା ବିଭିନ୍ନ ଔଷଦ ଦୋକାନ ଗୁଡିକରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ର କୃତ୍ରିମ ଅଭାବ ଦେଖାଦେଇଛି। କରୋନା ପ୍ରତିଷେଧକ ପାଇଁ...
କରୋନା ପାଇଁ ପର୍ଯ୍ୟଟନ ସହର ପୁରୀରେ ବ୍ୟାପକ ସତର୍କତା
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରମୁଖ ତୀର୍ଥ କ୍ଷେତ୍ର ଶ୍ରୀକ୍ଷେତ୍ରରେ କରୋନା ନିମନ୍ତେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଜିଲାପ୍ରଶାସନ ପକ୍ଷରୁ ଦରକାର ନପଡିଲେ...
କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ରାଜନୈତିକ ଦଳ ଗୁଡିକ ସହ...
ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଜିଲା ରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ମନ୍ତ୍ରୀ ସାଂସଦ ବିଧାୟକ ଏବଂ ରାଜନୈତିକ ଦଳ...
ଡ୍ରାଇଭିଂ ଲାଇସେନ୍ସ ପାଇଁ ୨୭ ହଜାର ପ୍ରାର୍ଥୀ ଅପେକ୍ଷାରେ
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ୧-୯-୧୯ ମସିହାରେ ଲାଗୁ ହୋଇଥିବା ନୂତନ ମଟର ଭେଇକିଲ ଆଇନ ଅନୁଯାୟୀ ୨୮-୨-୨୦ ସୁଦ୍ଧା ୩୫ ହଜାର ୬୧୬ ଜଣ ପ୍ରାର୍ଥୀ ଲଣିଂ ଲାଇସେନ୍ସ...
ଶ୍ରୀଜଗନ୍ନାଥଙ୍କ ସଂପତି ରେଜିଷ୍ଟ୍ରି ନିମନ୍ତେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କୁ ଦାବି...
ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ପୂର୍ବାହ୍ନ ୧୧ ଟା ସମୟରେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପୁରୀ...
ସ୍ୱର୍ଣ୍ଣାଭ ବେଳାଭୂମୀ ଆଜି ଖାଁ ଖାଁ ଲାଗୁଛି
ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପୁରୀର ସ୍ୱର୍ଣ୍ଣାଭ ବେଳାଭୂମୀ ଦିନେ ଚଳଚଂଚଳ ହୋଇଥିଲା। ପର୍ଯ୍ୟଟକ ମାନେ ଏଠାକୁ ଦୌଡି ଆସନ୍ତି। ଏହାର ସୌନ୍ଦର୍ଯ୍ୟ...
କରୋନା ସତର୍କତା ପାଇଁ ଗାଡି ଯାଂଚ ପ୍ରକ୍ରିୟା ଆରମ୍ଭ
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବିଶ୍ୱ ମହାମାରୀ ରୂପ ନେଇଥିବା କରୋନା ର ସୁରକ୍ଷା ପାଇବା ପାଇଁ ସଚେତନତା ଆରମ୍ଭ ହୋଇଛି। ପୁରୀ ସହରକୁ ଆସୁଥିବା ସମସ୍ତ ଚାରି ଚକିଆ...
ଏନପିଆର୍କୁ ବିରୋଧ
ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଓଡିଶାରେ ଜାତୀୟ ଜନସଂଖ୍ୟା ପଞିକା ଏନପିଆରକୁ କାର୍ଯ୍ୟକାରୀ ନକରିବା ପାଇଁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିବା ନିମନ୍ତେ ଆମେ ଭାରତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ...
ପୁରୀ : ଓକିଲ ସଂଘ ନିର୍ବାଚନ ପାଇଁ ୧୮ ପ୍ରତିଦ୍ୱନ୍ଦୀ
ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ଓକିଲ ସଂଘ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଶନିବାର ପ୍ରକାଶ ପାଇଛି। ୫ଟି କାର୍ଯ୍ୟକାରୀ କମିଟି ସଭ୍ୟ ପଦପାଇଁ ନାମାଙ୍କନ କରିଥିବା...