Bharatee Das
ସେବା ସମବାୟ ସମିତି ଅଫିସରେ ଅଟକ ରହିଲେ କର୍ମଚାରୀ
ବାହାନଗା,୬ା୬(ଭାରତୀ ଦ।।ସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ପରିସରରେ ସନ୍ଧ୍ୟା ସମୟରେ ପଶି ଜିନିଷ ପତ୍ର ନେବାକୁ ଉଦଦ୍ୟମ କାରୁଥିବା...
ତୁଣ୍ଡରା ପଞ୍ଚାୟତର ରିଲିଫ ଚାଉଳ ଲୁଟ ଓ ଆସବାବ ପତ୍ର ପୋଡ଼ା ଅଭିଯୋଗରେ ୪...
ବାହାନଗା,୬ା୬(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତରେ ରିଲିଫ ବାଣ୍ଟିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଗଣ୍ଡଗୋଳ ହୋଇ ଗ୍ରାମବାସୀଙ୍କ ଦ୍ୱାରା...
ହାଣିଲେ ଲୁଟିଲେ ଶେଷରେ ଗୁଳି ଫୁଟାଇ ଫେରାର ହୋଇଗଲେ ୪ ଗୁରୁତର
ବାହାନଗା,୨ା୬(ଭାରତୀ ଦାସ/ ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ସାଉଡ଼ ପଞ୍ଚାୟତ ସାଉଡ଼ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗହଣା ଦୋକାନୀଙ୍କ ଘରୁ ଗହଣା ଲୁଟିବାକୁ ଆସି...
ବିଦ୍ୟୁତ ସରବରାହ ଚାଲୁ କରିବାକୁ ଗ୍ରାମବସୀଙ୍କ ଷ୍ଟ୍ରକଚର ଘେରାଉ
ବାହାନଗା,୨୯ା୫( ଭାରତୀ ଦାସ/ ଓଡ଼ିଆ ପୁଅ) : ବାତ୍ୟା ପ୍ରଭାବରେ ସବୁ ପ୍ରଭାବିତ ହେବା ସହ ବିଶେଷ କରି ବିଦ୍ୟୁତ ଯୋଗାଣ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଫଳରେ ଲୋକେ ବହୁ ହଇରାଣ...
ଶକ୍ତି ମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ବିଦ୍ୟୁତ ସଂଯୋଗ ପାଇଁ ଅଞ୍ଚଳ ବାସୀଙ୍କ...
ବାହାନଗା,୨୯ା୫( ଭାରତୀ ଦାସ/ ଓଡ଼ିଆ ପୁଅ) : ବାଳେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ୟାସ ପ୍ରଭାବ ପଡ଼ିଥିବାରୁ ବହୁ କ୍ଷୟ କ୍ଷତି ହେବା ସହ ବିଦ୍ୟୁତ ସେବା ବ୍ୟାଘାତ ଘଟିଛି । ଗଛ...
ଖାକିରେ କଳଙ୍କ : ମହିଳା କନେଷ୍ଟବଳଙ୍କୁ ଦୁସ୍କର୍ମ ଅଭିଯୋଗରେ ଗିରଫ ଓ...
ବାହାନଗା ,୨୮ା୦୫(ଭାରତୀ ଦାସ/ ଓଡ଼ିଆ ପୁଅ ) ବାଳେଲଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡିରେ ଥିବା ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଶୁକ୍ରବାର ଦିନ ଜଣେ ମହିଳା କନେଷ୍ଟବଳଙ୍କୁ...
ୟାସ ପ୍ରଭାବରେ ରେ ବାହାନଗା ଅଞ୍ଚଳରେ ତାଣ୍ଡବ
ବାହାନଗା,୨୭ା୫ (ଭାରତୀ ଦାସ / ଓଡ଼ିଆ ପୁଅ): ପ୍ରତିବର୍ଷ କୌଣସି ନା କୌଣସି ସାମୁଦ୍ରିକ ଝଡ଼ର ପ୍ରଭାବ ଉପକୂଳ ଅଞ୍ଚଳରେ ପଡ଼ି ବିଭିନ୍ନ କ୍ଷୟ କ୍ଷତି କରି ଯାଉଛି । ଫଳରେ ସାଧାରଣ...
ସମ୍ଭାବ୍ୟ ବାତ୍ୟା ମୁକାମିଲା ପାଇଁ ବ୍ଲକ ପ୍ରଶାସନ ତତ୍ପର
ବାହାନଗା,୨୨ା୫(ଭାରତୀ ଦାସ/ ଓାଡ଼ିଆ ପୁଅ) : ଆସନ୍ତା ସମ୍ଭାବ୍ୟ ବାତ୍ୟା “ୟାସ କୁ”କୁ ମୁକାବିଲା କରିବା ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପ୍ରସାଶନ ତତ୍ପର ହୋଇ ଉଠିଛି । ଏହି ପରିପ୍ରେକ୍ଷିରେ...
ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର
ବାହାନଗା,୨୨ା୫(ଭାରତୀ ଦାସ/ ଓଡ଼ିଆ ପୁଅ) : ଜଣେ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ଉପରେ ପୋଲିସର ଆକ୍ରମଣକୁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାମ୍ବାଦିକ ସଂଘ ତରଫରୁ ନିନ୍ଦା କରିବାସହ ଏକ ଦାବୀପତ୍ର ମୁଖ୍ୟ...
ପରିବାର ପୋଷଣକାରୀ ଦିବ୍ୟାଙ୍ଗ ମୃତ
ବାହାନଗା,୧୯ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ପଞ୍ଚାୟତର ପାଇକାସ୍ତାର ଜଣେ ପରିବାର ପୋଷଣକାରୀ ଦିବ୍ୟ।।ଙ୍ଗ ସୁଦର୍ଶନ ଗୋଚ୍ଛାୟତ (୩୪)ଙ୍କର ମତ୍ୟୁ ହୋଇ ଯାଇଛି ।...
ଅଦର୍ଶ ବିଦ୍ୟାଳୟ ପାଇଁ ଦ୍ୱିତୀୟ ଥର ଜମି ଅଧିଗ୍ରହଣ ଓ ଚିହ୍ନଟ
ବାହାନଗା,୧୯ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଆଦର୍ଶ ବିଦ୍ୟାଳୟ ପାଇଁ ଦ୍ୱିତୀୟ ଥର ଜମି ଅଧିଗ୍ରହଣ ଓ ଚିହ୍ନଟ ପ୍ରକ୍ରିୟଶେଷ ହୋଇ ଥିବାର ଜଣାପଡ଼ିଛି ।...
ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା
ବାହାନଗା,୧୮ା୫( ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର ଜଣେ ଏମସିଏ ଛାତ୍ରୀ ବିଷ ପିଇ ଆତ୍ମ ହତ୍ୟା କରିଥିବାର ଜଣାପଡ଼ିଛି । ମୃତକ...
ବିଦ୍ୟୁତ ଆଘାତରେ ଯୁବକ ମୃତ : ଅଞ୍ଚଳରେ ଶୋକର ଛାୟା
ବାହାନଗା,୧୮ା୫ (ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ଆଡ଼ିଆ ଗ୍ରାମରେ ଜଣେ ଯୁବକର ବିଦ୍ୟୁତ ଆଘାତରେ ମଙ୍ଗଳବାର ଦିନ ମୃତ୍ୟୁ ହୋଇ ଯାଇଥିବାର ଜଣାପଡ଼ିଛି ।...
ନୀରବୀଲେ ଗୋପିନାଥ , ଜନ୍ମମାଟିରେ ଶୋକ
ବାହାନଗା,୧୨ା୫(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲାର ସୁଯୋଗ୍ୟ ସନ୍ତାନ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପିନାଥ ମହାନ୍ତି (୭୨) ସବୁଦିନ ପାଇଁ ନୀରବୀ ଯାଇଛନ୍ତି । କୋଭିଡ଼ ସଂକ୍ରମଣ ହୋଇ କଳିଙ୍ଗ...
ଆଚ୍ଛା ସଙ୍ଗଠନ ପକ୍ଷରୁ ବୃକ୍ଷ ରୋପଣ କଲେ ସଚେତନତା ବାଣ୍ଟିଲେ
ବାହାନଗା,୧୨ା୫ ଭାରତୀ ଦାସ / ଓଡ଼ିଆ ପୁଅ): ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ହସପିଟାଲଗୁଡିକରେ...
ଟୀକା କେନ୍ଦ୍ରରେ କରୋନାକୁ ଫୁ
ଟୀକା କେନ୍ଦ୍ରରେ କରୋନାକୁ ଫୁ
ବାହାନଗା,୬ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) କରୋନା ସଂକ୍ରମଣ ଦ୍ୱିତୀୟ ଲହର ପରେ ସରକାରଙ୍କର ଲକ ଡାଉନ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ଫଳରେ...
ରାଜ ରାସ୍ତାରେ ଖିର ଢାଳିଲେ ଚାଷୀ
ବାହାନଗା,୬ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) : କରୋନା ମହାମାରୀର ଦ୍ୱିତୀୟ ଲହରୀ ଚାଲି ଥିବାବେଳେ ସରକାରଙ୍କ ପକ୍ଷରୁ ୧୪ଦିନିଆ ଲକ ଡାଉନ ଘୋଷଣା କରାଯାଇଛି । ସେଥିରେ ଚାଷୀ ମାନଙ୍କ ପାଇଁ...
ସନ୍ଦେହ ହେବାରୁ ପଚାରିଲେ , ବାଇକ ଚୋର ଜଣାପଡ଼ିବା ପରେ ଗିରଫ କରି କୋର୍ଟ...
ବାହାନଗା,୨୯ା୪ : (ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ୧୬ନଂ ଜାତୀୟ ରାଜପଥ ବାରିକପୁର ଠାରେ ଗୁରୁବାର ମାସ୍କ ଚେକିଂ ସୋର ପୋଲିସ ଦ୍ୱାରା...
ମିଳନ ଯାତ୍ରାକୁ ନେଇ ଗୋଷ୍ଠୀ କନ୍ଦଳ, ରାସ୍ତାରେ ଟାୟାର ଜାଳି ପ୍ରତିବାଦ, ଘଟଣା ସ୍ଥଳରେ...
ବାହାନଗା,୨୮ା୦୩(ଭାରତୀ ଦାସ/ ଓଡ଼ିଆ ପୁଅ) କରୋନା ମହାମାରୀ ଦ୍ୱୀତୀୟ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ବ ପର୍ବାଣୀରୁ ଉପରେ ଆଙ୍କୁଶ ଲାଗିଥିବା ବେଳେ ଏହାକୁ ନମାନି କେତେକ ଅମାନିଆ...
ଗୋ ଚାଲାଣକାରୀଙ୍କ ଭୂସର୍ଗ ୧୬ନଂ ଜାତୀୟ ରାଜପଥ
ବାହାନଗା, ୨୪ା୩(ଭାରତୀ ଦାସ/ ଓଡ଼ିଆ ପୁଅ) : ଗୋଚାଲାଣକାରୀଙ୍କ ଭୁସର୍ଗ ପାଲଟିଛି ୧୬ନଂ ଜାତୀୟ ରାଜପଥ । ପ୍ରାୟ ପ୍ରତ୍ୟେକ ଦିନ ଏହି ରାଜପଥ ଦେଇ ଗୋରୁ ଚାଲଣ ପଶ୍ଚିମବଙ୍ଗ ହେଉଥିବାର ନଜର...