Bharatee Das
ସରକାରୀ ଜମି ଉଚ୍ଛେଦ ନ ହେବାରୁ ଗ୍ରାମବାସୀଙ୍କ ରାସ୍ତା ରୋକ
ବାହାନଗା,୯ା୭(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଓଡ଼ଶାଳ ପଞ୍ଚାୟତର ଜଳଝଳିଆ ଗୋଲପୁର ଗ୍ରାମର ସରକାରୀ ଜମି ଉଚ୍ଛେଦ ନ ହେବାରୁ ଗ୍ରାମବାସୀ ମାନେ ବାଲେଶ୍ୱର...
କିଡ଼ନୀ ଆକ୍ରାନ୍ତ ଯୁବକ ମୃତ
ବାହାନଗା, ୯ା୭(ଭାରତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତାଳପଦା ଗ୍ରାମର ଜଣେ କିଡ଼ନୀ ଆକ୍ରାନ୍ତ ଯୁବକଙ୍କର ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ...
ମହାରାଜପୁର ବାସୀଙ୍କର ପ୍ରତୀକ୍ଷାର ହେଲା ଅନ୍ତବିଧାୟକଙ୍କ ଦ୍ୱାରା ନୂଆ ଡାକ୍ତରଖାନାର ଶୁଭାରମ୍ଭ
ବାହାନଗା, ୯ା୭ (ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତର ସଦର ମହକୁମା ମହାରାଜପୁର ଛକରେ ଦୀର୍ଘ ୨୦ବର୍ଷ ଧରି ଡାକ୍ତରଖାନା ପାଇଁ...
ଅଗ୍ନିଶମ ବିଭାଗ ତରଫରୁ ବୃକ୍ଷ ରୋପଣ
ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଠାରେ ଥିବା ଅଗ୍ନିଶମ ବିଭାଗ ତରଫରୁ ଆଜି ବନମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ...
ବିନା କାର୍ଯ୍ୟାଦେଶରେ ଚାଲିଛି ଶ୍ମଶାନ ଘର କାର୍ଯ୍ୟ ଓ ନିମ୍ନ ମାନର ଅଭିଯୋଗ
ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ୧ନଂମ୍ବର ୱାର୍ଡ଼ରେ ମଇତ୍ରାପୁର ଓ ଚକପଥରପେଣ୍ଠ ଅବସ୍ଥିତ । ଏହି ୱାର୍ଡ଼ର ଚକପଥରପେଣ୍ଠ ଗ୍ରାମର...
ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଫିସ ପରିସରରେ ଔଷଧ ପୋଡ଼ା ହେବାକୁ ନେଇ ଚର୍ଚ୍ଚା
ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଦର ମହକୁମାରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଔଷଧ ଫତା ପୋଡ଼ା ଯିବାକୁ ନେଇ ଚର୍ଚ୍ଚା...
ଭୂମିହିନ ପଟ୍ଟାଧାରୀଙ୍କ ପାଇଁ ତତ୍ପର ହେଲା ପ୍ରଶାସନ
ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ପଦାଗାଁର ଏକ ପୋଖରୀ ହୁଡ଼ାରେ ବସ ବାସ କରୁଥିବା ୯ଟି ଭୂମିହୀନ ଆଦିବାସୀ ପରିବାର...
ଚୋରୀ ଅଭିଯୋଗ ରେ ୨ଜଣଙ୍କୁ ଗିରଫ କଲା ପୋଲିସ
ବାହାନଗା,୩ା୭(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଖ଼ନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ବିଷ୍ଣୁପୁ ଗ୍ରାମରେ ହୋଇଥିବା ଚୋରୀ ଅଭିଯୋଗରେ ଗୋପାଳପୁର ଫାଣ୍ଡି ଅଧିକାରୀ ହୃଦୟ ମାଧବ ଦାଶ ପଟ୍ଟନାୟକ...
ବୋହୂ ମାଡ଼ରେ ଶ୍ୱଶୁର ଗୋଡ଼ ଭାଙ୍ଗିବା ଘଟଣାରେ ଅଭିଯୋଗ ଆଣିଲେ ଝିଅ
ବାହାନଗା,୩ା୭(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା କୋଚିଆକୋଇଲି ପଞ୍ଚାୟତ ଶଙ୍ଖଜଗନ୍ନାଥପୁର ଗ୍ରାମରେ ଏକ ଘରୋଇ କଳହ ଘଟଣାରେ ବୋହୂ ମାଡ଼ରେ ଶ୍ୱଶୁର ଜଗନ୍ନାଥ...
ପାରିବାରିକ କଳହରୁ ବିଷ ପିଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଘରେ...
ବାହାନଗା, ୩ା୭(ଭୋତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଝଳଝଳିଆ ଗ୍ରାମର ଯଦୁନାଥ ସେନାପତିଙକ ପୁଅ ବିଜୟ କୁମାର ସେନାପତି ଓ ତାଙ୍କ...
ଗୋପାଳପୁର – ତାଳପଦା ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣ ଯନ୍ତା
ବାହାନଗା, ୧ା୭(ଭାରତୀ ଦାସ/ ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର- ତାଳପଦା ପୂର୍ତ୍ତ ବିଭାଗ ରାସ୍ତା ପାଳଟିଛି ମରଣ ଯନ୍ତା ଫଳରେ ସେହି ରାସ୍ତାରେ ନିର୍ଭର କରୁଥିବା ପଞ୍ଚାତର...
ବିଷ ପିଇ ଏମସିଏ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ଝିଅ ମୃତ୍ୟୁର ନ୍ୟାୟ...
ବାହାନଗା,୨୮ା୬(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ପଥର ପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ତାର ପ୍ରେମିକ ଓ...
ବ୍ଲକ ସାଂସଦ ପ୍ରତିନିଧିଙ୍କ ଇସ୍ତଫା
ବାହାନଗା,୨୬ା୬(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଂସଦ ପ୍ରତିନିଧି ପଦରୁ ବ୍ଲକ ସାଂସଦ ପ୍ରତିନିଧି ଅଜୟ କୁମାର ପଣ୍ଡା ଇସ୍ତଫା ଦେଇଥିବାର ଜଣାପଡ଼ୀିଛି । ସେ ତାଙ୍କର...
ବ୍ଲକର ଟପର ବୈଜୟନ୍ତ : ଡାକ୍ତର ହେବାକୁ ଲକ୍ଷ୍ୟ
ବାହାନଗା,୨୬ା୬(ଭାରତୀ ଦାସ/ ଓଡ଼ିଆ ପୁଅ) : ବିନା ପରୀକ୍ଷାରେ ପଳ ବାହାରିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଲାଗି ।ହିବା ସହ ବିଭତନ୍ନ ଯୁକ୍ତି ତର୍କ ଦେଖିବାକୁ ମିଳୁଛି । ପୁଣିବି କେହି...
ବାହାନଗା ବ୍ଲକ ତହସିଲ ଅଧିନରେ ଦୁଇଟି ନୂଆ ଆର୍ ଆଇ ସର୍କଲ ଅନୁମୋଦିତ
ବାହାନଗା ,୨୬ା୬(ଭାରତୀ ଦାସ/ଓଡ଼ିଆ ପୁଅ) ସରକାରଙ୍କର ନୂଆ ଆର୍ଆଇ ସରକଲ ଗଠନ ଅନୁମୋଦିତ ଅନୁସାରେ ବାଲେଶ୍ୱର ଜିଲ୍ଲାକୁ ୪୫ଟି ନୂଆ ଆରଆଇ ସର୍କଲ ଦିଆ ଯାଇଥିବା ବେଳେ ବାହାନଗ।। ବ୍ଲକର ବାହାନଗା ତହସିଲକୁ...
ମୋ ସ୍କୁଲ ଅଭିଯାନରେ ପରିଦର୍ଶନରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ନେତୃବୃନ୍ଦ
ବାହାନଗା,୨୩ା୬(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଠାରେ ଥିବା ମଣିଭଦ୍ର ନୋଡ଼ାଲ ସ୍କୁଲର ପରିଦର୍ଶନରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ସହ ବହୁ...
ଅର୍ଥ ସାଜିଛି ବାଧକ, ପୁଅର ଚିକିତ୍ସା ପାଇଁ ବାପା ମାଆର ଆକୁଳ ନିବେଦନ
ବାହାନଗା,୧୮ା୬ (ଭାରତୀ ଦାସ/ ଓଡ଼ିଆ ପୁଅ) : ଅର୍ଥ ସାଜିଛି ବାଧକ । ପୀଡ଼ିତ ପୁଅର ଚିକିତ୍ସା ପାଇଁ ବାପା ମାଆଙ୍କର ଅକୁଳ ନିବେଦନ । ଅର୍ଥ ପାଇଁ କରି ପାରୁ ନାହାନ୍ତି...
ସୁଟିଙ୍ଗପାହୀ ବନ୍ଧ ସୁଇଜ ଗେଟର ନବୀକରଣ କେବେ ?
ବାହାନଗା,୧୫ା୬ (ଭାରତୀ ଦାସ / ଓଡ଼ିଆ ପୁଅ): ବନ୍ୟା ବାତ୍ୟା ଅସିଲେ ଚାଷୀ କୂଳ ଓ ଗ୍ରାମବାସୀ ଚିନ୍ତାରେ । ଲୁଣା ପାଣି ମାଡ଼ିବା ସହ ଧାନ ନଷ୍ଟ ଓ ବିଲରେ ଲୁଣା...
ସ୍ୱାଧିନତାର ୭୪ ବର୍ଷ ପରେ ବି ରାସ୍ତାର ଅବସ୍ଥା ବେହାଲ ବର୍ଷା ହେଲେ...
ବାହାନଗା,୦୮ା୦୬ (ଭାରତୀ ଦାସ/ ଓଡ଼ିଆ ପୁଅ) ସ୍ୱାଧିନତାର ୭୪ବର୍ଷ ପରେବି ଯୋଜନା ଅପହଞ୍ଚ ଅଛି । ଫଳରେ ଲୋକେ ରାସ୍ତାରେ ଯାତାୟତ ପାଇଁ କଷ୍ଟ ଭୋଗୋଛନ୍ତି । ଫଳରେ ଯାତାୟତ କରିବା ତ...
କେନ୍ଦ୍ରୀୟ ଟିମ ଦ୍ୱାରା ଉଦ୍ୟାନ ବିଭାଗ କ୍ଷୟକ୍ଷତି ଆକଳନ
ବାହାନଗା,୭ା୬(ଭାରତୀ ଦାସ/ ଓଡ଼ିଆ ପୁଅ): ବାତ୍ୟାପରେ ବିଭିନ୍ନ ସରକାରୀ ଦଳ ବାତ୍ୟା ପ୍ରପିଡ଼ିତ ଅଞ୍ଚଳକୁ ଗସ୍ତ କରୁଥିବାର ଦେଖା ଯାଇଛି ର ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ପଣ୍ଡାଶୁଣୀ ଗ୍ରାମରେ...