Home ଜିଲ୍ଲା ପରିକ୍ରମା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଫିସ ପରିସରରେ ଔଷଧ ପୋଡ଼ା ହେବାକୁ ନେଇ ଚର୍ଚ୍ଚା

ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଫିସ ପରିସରରେ ଔଷଧ ପୋଡ଼ା ହେବାକୁ ନେଇ ଚର୍ଚ୍ଚା

61

ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଦର ମହକୁମାରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଔଷଧ ଫତା ପୋଡ଼ା ଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସେ ଔଷଧ କାହିିଁକି ପୋଡ଼ା ଗଲା ତା ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ତେବେ ସରକାରଙ୍କର ପ୍ରସ୍ତାବିତ ଅନୁସାରେ ପ୍ରତ୍ୟୋକ ସ୍କୁଲକୁ ଆଇରନ ଫୋଲିକ ଏସିଡ଼ ଭଳି ବଟିକା ଯୋଗାଇ ଦିଆ ଯାଉଛି । ଫଳରେ ପିଲାମାନଙ୍କର ହେମୋଗ୍ଲୋବିନ ସ୍ତର ନ କମି ବଢିକି ରହିବା ପାଇଁ । କିନ୍ତୁ ପରିତାପର ବିଷୟ ତାହା ସଠିକ ବ୍ୟବହାର ନ କରାଯାଇ ଅଫିସ ପରିସରରେ ପୋଡ଼ା ଅବସ୍ଥାରେ ନଜକୁ ଆସିଛି । ତେବେ ଏବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗା କରିବାରୁ ସେ ଚାର୍ଯ୍ୟ ନେବା ପୂର୍ବରୁ ଏ ଘଟଣା ଘଟିଛି । ତଥାପି ଏହାକୁ ମୁଁ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଅବଗତ କରାଇଛି । ଏହାକୁ ମୁଁ ତଦନ୍ତ କରିବି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.