Home 2020
Yearly Archives: 2020
ଯୋଡା : ଇନ୍ଦ୍ରାଣୀ ଖଣିରେ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ଥାନାରେ ମାମଲା
ଯୋଡା - ୨୪/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ମହାପର୍ବତ ଖଣିରେ ଗୋଷ୍ଠୀ ବିବାଦ ଥମିବାର ନା ଧରୁନାହିଁ । ଖଣିଟିରେ ମା’ କୁଆଁରି ଟ୍ରାନ୍ସପୋର୍ଟ...
ନୟାଗଡ ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ରଣପୁର ଠାରେ ଜନଜାଗରଣ ସଭା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୨-ନୟାଗଡ ଜିଲ୍ଲାରେ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାବ୍ୟାପୀ ଆନ୍ଦୋଳନକୁ ରଣପୁର ବ୍ଲକ୍ ସମର୍ଥନ କରିବା ପାଇଁ ନୟାଗଡ ଚିନିକଳ କ୍ରିୟାନୁଷ୍ଠନ କମିଟି ତରଫରୁ ରଣପୁର ରଘୁ-ଦିବାକର ମଣ୍ଡପରେ...
ରଣପୁର ଏନ୍.ଏ.ସି ଅଫିସ୍ ଆଗରେ ମହିଳାଙ୍କ ବିକ୍ଷୋଭ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୨-ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି କୁ ୫ବର୍ଷ ବିତିବାକୁ ବସିଥିଲାବେଳେ ବହୁ ଅନିୟମିତତା ଦେଖିବାକୁ ମିଳୁଛି । ଯାହା ଫଳରେ ୱାର୍ଡବାସୀମାନେ ହନ୍ତସନ୍ତ ହେଉଛନ୍ତି । ସେହିଭଳି ଏକ ଅନିୟମିତତା...
ରାଜସୁନାଖଳା କପ୍ ଫୁଟ୍ବଲ୍ ଦ୍ୱିତୀୟ ଦିନ……… ଉତ୍କଳ ସ୍ପୋର୍ଟିଂ ବିଜୟୀ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୨-ନୟାଗଡ ଜିଲ୍ଲା ରାଜସୁନାଖଳା ହାଇସ୍କୁଲ୍ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ରାଜସୁନାଖଳା କପ୍ ଫୁଟ୍ବଲ୍ ୨୦୨୦ ଦ୍ୱିତୀୟ ଦିବସଟି କଟକ ମାରୁ ଏଫ୍.ସି ସହ ଉତ୍କଳ ସ୍ପୋର୍ଟିଁ ଖୋର୍ଦ୍ଧାରୋଡ୍ ମଧ୍ୟରେ ଅନୁଷ୍ଠିତ...
ଯୋଡା : ନିଶ୍ଚିତ ନିଯୁକ୍ତି ଦାବିରେ ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ
ଯୋଡା - ୨୪/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେତେ ଗୁଡିଏ ଖଣିର ଲିଜ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ...
CAA Protest: ମୌଜପୁରରେ ପଥରମାଡ଼ରେ ଆହତ ପୋଲିସକର୍ମୀଙ୍କର ମୃତ୍ୟୁ, ଆହତ ହେଲେ DCP- ଦିଲ୍ଲୀର ଦଶଟି ସ୍ଥାନରେ ୧୪୪...
ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍ (CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) ବିରୁଦ୍ଧରେ ଦିଲ୍ଲୀର ମୌଜପୁରରେ ଚାଲୁଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ପଥରମାଡ଼ରେ ଆହତ ହୋଇଥିବା ଜଣେ...
ଲସ ଆଞ୍ଜେଲ୍ସରେ ଦୋକାନ ଭିତରେ ଭାରତୀୟଙ୍କୁ ଗୁଳି କରି ହତ୍ୟା: ଶବ, ଭାରତ ପଠାଇବାକୁ ଟଙ୍କା ନାହିଁ
ୱାସିଙ୍ଗଟନ ୨୪-୨ (ଓଡ଼ିଆ ପୁଅ) ଆମେରିକାର ଲସ ଆଞ୍ଜେଲ୍ସ (Los Angeles) ସ୍ଥିତ ଏକ ଦୋକାନରେ ଭାରତୀୟ ନାଗରିକଙ୍କର ହତ୍ୟା କରାଯାଇଛି। ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଁଚିଛି। ପୋଲିସ୍ ମୁତାବକ...
କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ
କୋରାପୁଟ : ୨୪-୨ (ଓଡ଼ିଆ ପୁଅ/ଅଭିନାଶ ଜାନମ) କୋରାପୁଟ ପୋଲିସକୁ ଦୀର୍ଘ ଦିନ ପରେ ମିଳିଛି ବଡ଼ ସପଳତା। ଏସଓଜି ଓ ବିଏସେପ ଅପରେସନ ବେଳେ କୋରାପୁଟ ଜିଲ୍ଲାର ପଟାଙ୍ଗି ଥାନା ଅନ୍ତର୍ଗତ...
ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଆସିଲା ଡୋନାଲ୍ଡ ଟ୍ରମ୍ପଙ୍କର ଟ୍ୱିଟ, କହିଲେ ରାସ୍ତାରେ ଅଛି, କିଛି ଘଣ୍ଟାରେ ଆମେ...
ନୂଆ ଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ପହଁଞ୍ଚୁଛନ୍ତି। ସେ କିଛି ଘଣ୍ଟାରେରେ ପତ୍ନୀ ମିଲେନିୟା ଟ୍ରମ୍ପଙ୍କ ସହିତ ଅହମ୍ମଦାବାଦ ପହଁଚିବେ।
ଏହା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କର...
କଳାହାଣ୍ଡି ଜିଲ୍ଲାରେ ପୋଲିସ ଡିଜିପିଙ୍କ ମାଓ ସମୀକ୍ଷା
କଳାହାଣ୍ଡି- ତା.୨୩.୦୨.୨୦୨୦ ( ଓଡିଆପୁଅ) ଓଡିଶା ପୋଲିସ ମହାନିଦେ୍ର୍ଦଶକ ଅଭୟ ଦିନିକିଆ କଳାହାଣ୍ଡି ଗସ୍ତ କରି ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ଠାରେ ତିନି ଜିଲ୍ଲାର ମାଓ ସମୀକ୍ଷା କରିଥିବା ଜଣାପଡିଛି ।...
ସନ୍ନି ହିନ୍ଦୁସ୍ତାନୀ ଜିତିଲେ ଇଣ୍ଡିଆନ୍ ଆଇଡଲ ୧୧, ମିଳିଲା ୨୫ ଲକ୍ଷ ଏବଂ ଟି-ସିରିଜ୍ ର ଫିଲ୍ମରେ ଗାଇବା...
ମୁମ୍ବାଇ ୨୩-୨ (ଓଡ଼ିଆ ପୁଅ) ଇଣ୍ଡିଆନ୍ ଆଇଡଲ ୧୧ (Indian Idol 11) ର ବିଜେତା (Indian Idol 11 Winner) ସନ୍ନି ହିନ୍ଦୁସ୍ତାନୀ ହୋଇଛନ୍ତି। ସନ୍ନି ଭାଟିଣ୍ଡାର ବହୁତ ଗରୀବ ପରିବାରରୁ...
ଜିଲ୍ଲା ନାଗରିକ କମିଟି ସଭାପତି ଙ୍କ ଶ୍ରଦ୍ଧାଜଂଳି ସଭା ଓ ଭଜନ ସମାରୋହ
ମାଲକାନଗିରି,୨୩ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାନାଗରିକ କମିଟି ସଭାପତି ବରିଷ୍ଠ ନାଗରିକ ସମାଜ ସେବି ସ୍ୱର୍ଗତ ଜି.ଆର.କେ ରାଓ ପଟନାୟକ ଙ୍କ ଶ୍ରଦ୍ଧାଜଂଳି ସମାରୋହ ଆଜି ସ୍ଥାନୀୟ ପାତ୍ରଗୁଡା ସାହି ର...
ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ପରିସର ଅଳିଆ ଗଦାରେ ପଡିଛି ତ୍ରୀରଙ୍ଗା ପତାକା,ତଦନ୍ତ ଆରମ୍ଭ କଲା ଜିଲ୍ଲାପ୍ରସାଶନ
ମାଲକାନଗିରି,୨୩ା୨(ଓଡିଆ ପୁଅ ) ଦେଶସ୍ୱାଧୀନ ପାଇଁ କେତେ ଯେ ମହାପୁରୁଷ ପ୍ରାଣବଳୀ ଦେଇ ତ୍ରୀରଙ୍ଗା ପତାକାର ଟେକ ରଖିଛନ୍ତି ତାର କିଛି ହିସାବ ନାହିଁ,ସମଗ୍ର ଦେଶ ସେହି ତ୍ରୀରଙ୍ଗା ପତାକାକୁ ସମ୍ମାନଜଣାଇ ମୁଣ୍ଡନୁଆଇ...
କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଯାପିତ
କେନ୍ଦ୍ରାପଡା ୨୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଡେଭଲପମେଂଟ ଫାଉଣ୍ଡେସନ ଆନୁକୁଲ୍ୟରେ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ରବିବାର ଅପରାହ୍ନରେ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ - ୨୦୨୦ ଉଦଯାପିିତ ହୋଇଯାଇଛି।...
ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ
କେନ୍ଦ୍ରାପଡା ୨୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଭାବେ ଆଲୋକ ସାହୁ ନିର୍ବାଚିତ ହୋଇଥିବାରୁ ସଭାପତି ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ...
ବାବୁଲା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସାଇ ଇଲେଭେନ୍(ଭୁବନେଶ୍ୱର) ଚମ୍ପିଆନ
ତିର୍ତ୍ତୋଲ୨୩/୨(ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପାଳନ୍ଦା ଖେଳପଡ଼ିଆ ଠାରେ ପ୍ରତିବର୍ଷଭଳି ଚଳିତ ବର୍ଷ ମା କନକ ସୁନ୍ଦରୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କରାଯାଉଥିବା ବାବୁଲା ସ୍ମାରକୀ...
ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ
ତିର୍ତ୍ତୋଲ୨୩/୨(ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲ ପଞ୍ଚାୟତ ନେହେରୁ କଲେନୀରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲର ବାଷିଁକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ସୂଚନା...
ଭୁବନେଶ୍ୱର ଏମ୍ସରେ ଓଡ଼ିଆ ଭାଷାକୁ ବ୍ୟବହାର ନକରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ : ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) - ସାରା ଭାରତ ବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ସ୍ୱତନ୍ତ୍ର ଭାବରେ ଭାଷାଭିତିକ ରାଜ୍ୟର ମାନ୍ୟତା ୧ ଏପ୍ରିଲ ୧୯୩୬ ମସିହାରେ ପାଇଥିଲା କିନ୍ତୁ...
ନୟାଗଡ କଙ୍ଗାରୁ କୋର୍ଟ ପ୍ରସଙ୍ଗ: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶକୁ ଚାପିବା ସହିତ ଗୃହରେ ବାରମ୍ବାର ମିଛ କହିଛନ୍ତି
ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) ନୟାଗଡ ଜିଲ୍ଲା ସରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ଆଜିକୁ...
ସରକାରୀ ନିୟମକୁ ଉଲଂଘନ କରି ଗୋଟିଏ ସ୍ଥାନରେ କାର୍ଯ୍ୟକରୁଥିବା ଅଭିଯୋଗ
ପୁରୀ, ୨୩/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ କର୍ମଚାରୀ ମାନେ ଦୀର୍ଘଦିନ ଧରି ଗୋଡିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର...






