Home କେନ୍ଦ୍ରାପଡ଼ା ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

214

କେନ୍ଦ୍ରାପଡା ୨୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଭାବେ ଆଲୋକ ସାହୁ ନିର୍ବାଚିତ ହୋଇଥିବାରୁ ସଭାପତି ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଭାବେ ଶ୍ରୀ ସାହୁ ନିର୍ବାଚିତ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ପୂର୍ବତନ ବ୍ଲକ ସଭାପତି ମୋହନ ଚରଣ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସାରାଣୀ ଜେନା, ହରିପଦ ବେହେରା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଜିଲ୍ଲା ମହିଳା ବିଜେଡି ସଭାପତି ସ୍ନେହପ୍ରଭା ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ, ପଂଚାୟତ ସଭାପତି ଚନ୍ଦ୍ରକାନ୍ତ ରାଉତ, ଶ୍ରୀକାନ୍ତ ଦାସ, ସିରାଜ ଖାଁ, ଲିୟାକତ ଅଲ୍ଲୀ, ମହମ୍ମଦ ନିଆଜ, ଅକ୍ଷୟ ବିଶ୍ୱାଳ, ଯୁଧିଷ୍ଠିର ପରିଡା, ବିଜୟ ସ୍ୱାଇଁ, ସୁଧିର ରଞ୍ଜନ ବେହେରା, ସୁଧିର ସ୍ୱାଇଁ, ସୁଖି ପ୍ରସାଦ ସ୍ୱାଇଁ, ଦାମୋଦର ଜେନା, ଧିରେନ୍ଦ୍ର ନାଥ ସ୍ୱାଇଁ, ତ୍ରିଲୋଚନ ଦାସ, ସୁଶାନ୍ତ ଦାସ, ଲୋପାମୁଦ୍ରା ବାରିକ, ସୁମିତ୍ରା ପାଢୀ, ଦୈତାରୀ ଜେନା, ଅଭିରାମ ବେହେରା, ତ୍ରୈଲୋକ୍ୟ ମହାନ୍ତି, ହେମନ୍ତ ବିଶ୍ୱାଳ, ମନୋଜ ଦାସ, ସନ୍ତୋଷ ବେହେରା, କାର୍ତ୍ତିକ ଚନ୍ଦ୍ର ନାୟକ, ସୁଧିର ରଞ୍ଜନ ଦାସ, ଗାୟତ୍ରୀ ମହାନ୍ତି, ନିରୂପମା ପ୍ରଧାନ, ଝୁନାରାଣୀ ମଲ୍ଲିକ, ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ସୀତାସୁନ୍ଦରୀ ମଲ୍ଲିକ, ନରହରି ଲେଙ୍କା, ପ୍ରକାଶ ଲେଙ୍କା, ଗୋବର୍ଦ୍ଧନ ମଲ୍ଲିକ, ଚନ୍ଦ୍ରକାନ୍ତ ରାଉତ, ସଲିମ ଖାଁ, ସିରାଜ ଖାଁ, ବାସା ଖାଁ, ଶ୍ରୀକାନ୍ତ ଦାସ, ଗଣେଶ୍ୱର ନାୟକ, ସୁଶିଳା ରାଉତ, ଭାଗବତ ମଳ୍ଲିକ, ବାସୁଦେବ ମଲ୍ଲିକ, ମୀନତୀ ପରିଡା, ଶରତ ସାମଲ, ଅଶୋକ ବରାଳ, ପ୍ରମୋଦ ଲେଙ୍କା, ଚିତ୍ତରଞ୍ଜନ ସାହୁ, ହଳଧର ସାହୁ, ଶ୍ରୀବତ୍ସ ନାୟକ, ନରୋତ୍ତମ ମଲ୍ଲିକ, ଗୋଲଖ ଚନ୍ଦ୍ର ଜେନା, ତପନ ଦାସ, ଜୟ ପ୍ରକାଶ ଗିରି ଭୂପେନ୍ଦ୍ର ପରିଡା, ବାସୁଦେବ ମଲ୍ଲିକ, ବିଭୂ ପ୍ରସାଦ ଜେନା, ସରୋଜକାନ୍ତ ପଣ୍ଡା, ରାଜଲକ୍ଷ୍ମୀ ସ୍ୱାଇଁ, ସରୋଜ ମହାନ୍ତି, ସୁଧିର ରଞ୍ଜନ ବେହେରା, ସୁବାଷ ପରିଡା, ଅନାଦି ମଲ୍ଲିକ, ଅଭିମନ୍ୟୁ ମହାନ୍ତି, ପର୍ଶୂରାମ ପ୍ରଧାନ, ମୀନକେତନ ମହାନ୍ତି, ପ୍ରମୋଦ ପ୍ରଧାନ, ଲୋପାମୁଦ୍ରା ବାରିକ, କଳାକାର ମଲ୍ଲିକ, ମନୋରମା ମହାନ୍ତି, ହେମନ୍ତ ମଲ୍ଲିକ, ଅଯୋଦ୍ଧା ବିଶ୍ୱାଳଙ୍କ ସମେତ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଂଚାୟତର ଦଳର ଛାମୁଆ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇବା ସହିତ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.